ଟିଭି ଚ୍ୟାନେଲକୁ ଘୋଷକାରଙ୍କ ତାଲିକା ମାଗିବ ଶ୍ରୀମନ୍ଦିର ପ୍ରଶାସନ
କନକ ବ୍ୟୁରୋ: ଏଣିକି ଘୋଷଯାତ୍ରାରେ ଯେକୌଣସି ଘୋଷକାର ଦେଇପାରିବେନି ଧାରାବିବରଣୀ । ରଥଯାତ୍ରା ବେଳେ ଟିଭିରେ ଅବିରତ ଧାରାବିବରଣୀ ଦେବାକୁ ଚୟନ ହେବେ ଘୋଷକାର । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ସଠିକ୍ ଧ୍ୟାନ ଧାରଣା ରଖିଥିବା ବ୍ୟକ୍ତି ହିଁ ଧାରାବିବରଣୀ ଦେଇପାରିବେ । ଆଉ ଯେଉଁମାନଙ୍କ…