Advertisment

Pranjna Parimita Behera

ଟ୍ରକରେ ଭର୍ତ୍ତି ହୋଇ ହାଇଦ୍ରାବାଦରୁ ବାଲେଶ୍ୱର ଆସିଲେ ଶ୍ରମିକ : ସହରରେ ପ୍ରବେଶ କରିବା ବେଳେ ଧରିଲା ପୁଲିସ, ସ୍ୱତନ୍ତ୍ର ଗାଡି କରି ସଙ୍ଗରୋଧ ଗୃହକୁ ପଠାଇ ଦେଲା ପ୍ରଶାସନ post image

ଟ୍ରକରେ ଭର୍ତ୍ତି ହୋଇ ହାଇଦ୍ରାବାଦରୁ ବାଲେଶ୍ୱର ଆସିଲେ ଶ୍ରମିକ : ସହରରେ ପ୍ରବେଶ କରିବା ବେଳେ ଧରିଲା ପୁଲିସ, ସ୍ୱତନ୍ତ୍ର ଗାଡି କରି ସଙ୍ଗରୋଧ ଗୃହକୁ ପଠାଇ ଦେଲା ପ୍ରଶାସନ

ଘରୋଇ ପାଥୋଲାବ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ । ନର୍ସିଂହୋମ, କ୍ଲିନିକ ଖୋଲିବାକୁ ନିର୍ଦ୍ଦେଶ । ରାସ୍ତାରେ ଡାକ୍ତର, ନର୍ସ ଓ ଆମ୍ବୁଲାନ୍ସକୁ ନଅଟକାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । post image

ଘରୋଇ ପାଥୋଲାବ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ । ନର୍ସିଂହୋମ, କ୍ଲିନିକ ଖୋଲିବାକୁ ନିର୍ଦ୍ଦେଶ । ରାସ୍ତାରେ ଡାକ୍ତର, ନର୍ସ ଓ ଆମ୍ବୁଲାନ୍ସକୁ ନଅଟକାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ।

ସଙ୍ଗରୋଧ କେନ୍ଦ୍ରରେ ରହିଛି ସଂକ୍ରମଣ ଆଶଙ୍କା । ଆଗକୁ ଓଡିଶାରେ ବଢିପାରେ ସଂକ୍ରମଣ ସଂଖ୍ୟା । ବିଶିଷ୍ଟ ଚିକିତ୍ସକ ଡ. ଅଶୋକ ମହାପାତ୍ରଙ୍କ ସୂଚନା । କହିଲେ, ମହିଳାଙ୍କ ଅପେକ୍ଷା କାହିଁକି ପୁରୁଷଙ୍କ ଠାରେ ସଂକ୍ରମଣ ଅଧିକ । post image

ସଙ୍ଗରୋଧ କେନ୍ଦ୍ରରେ ରହିଛି ସଂକ୍ରମଣ ଆଶଙ୍କା । ଆଗକୁ ଓଡିଶାରେ ବଢିପାରେ ସଂକ୍ରମଣ ସଂଖ୍ୟା । ବିଶିଷ୍ଟ ଚିକିତ୍ସକ ଡ. ଅଶୋକ ମହାପାତ୍ରଙ୍କ ସୂଚନା । କହିଲେ, ମହିଳାଙ୍କ ଅପେକ୍ଷା କାହିଁକି ପୁରୁଷଙ୍କ ଠାରେ ସଂକ୍ରମଣ ଅଧିକ ।

ଶ୍ରମିକଙ୍କ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ : ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ନେଇ ଗୃହମନ୍ତ୍ରାଳୟର ଉଦବେଗ, ରାସ୍ତା ଓ ରେଲୱେ ଟ୍ରାକରେ ନଯିବା ପାଇଁ ବୁଝାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ post image

ଶ୍ରମିକଙ୍କ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ : ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ନେଇ ଗୃହମନ୍ତ୍ରାଳୟର ଉଦବେଗ, ରାସ୍ତା ଓ ରେଲୱେ ଟ୍ରାକରେ ନଯିବା ପାଇଁ ବୁଝାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଓଡିଶାରେ କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ଯୁବପୀଢି । ୧୫ ରୁ ୪୦ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ୨୪୦ । ୧୦୯ ଆକ୍ରାନ୍ତଙ୍କ ବୟସ ୪୧ରୁ ୬୦ ବର୍ଷ । post image

ଓଡିଶାରେ କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ଯୁବପୀଢି । ୧୫ ରୁ ୪୦ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ୨୪୦ । ୧୦୯ ଆକ୍ରାନ୍ତଙ୍କ ବୟସ ୪୧ରୁ ୬୦ ବର୍ଷ ।

ଘରବାହୁଡ଼ା ବେଳେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ରାତିର ଘନ ଅନ୍ଧକାରରେ ମାଡ଼ିଗଲା ଅଜଣା ଗାଡ଼ି । ରକ୍ତ ଜର୍ଜରିତ ହେଲା ଶୂନଶାନ୍ ରାଜରାସ୍ତା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଛଟପଟ୍ ହୋଇ ଜୀବନ ହାରିଲେ ବାପାମା’। post image

ଘରବାହୁଡ଼ା ବେଳେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ରାତିର ଘନ ଅନ୍ଧକାରରେ ମାଡ଼ିଗଲା ଅଜଣା ଗାଡ଼ି । ରକ୍ତ ଜର୍ଜରିତ ହେଲା ଶୂନଶାନ୍ ରାଜରାସ୍ତା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଛଟପଟ୍ ହୋଇ ଜୀବନ ହାରିଲେ ବାପାମା’।

ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଫି ଛାଡ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଖଣ୍ଡପୀଠ ପଚାରିଲେ ଫି ନ ନେଲେ କେମିତି ଚାଲିବ କଲେଜ, କର୍ମଚାରୀ କେମିତି ପାଇବେ ଦରମା । post image

ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଫି ଛାଡ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଖଣ୍ଡପୀଠ ପଚାରିଲେ ଫି ନ ନେଲେ କେମିତି ଚାଲିବ କଲେଜ, କର୍ମଚାରୀ କେମିତି ପାଇବେ ଦରମା ।

ମେ ୨୦ରୁ ମାଟ୍ରିକ ପରୀକ୍ଷା ଖାତାଦେଖା : ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ post image

ମେ ୨୦ରୁ ମାଟ୍ରିକ ପରୀକ୍ଷା ଖାତାଦେଖା : ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପ୍ରବାସୀ ଓଡିଆଙ୍କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦୁରଦୃଷ୍ଟିରେ ଅଭାବ ଯୋଗୁ ହଇରାଣ ହେଉଛନ୍ତି ଲୋକେ post image

ପ୍ରବାସୀ ଓଡିଆଙ୍କୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦୁରଦୃଷ୍ଟିରେ ଅଭାବ ଯୋଗୁ ହଇରାଣ ହେଉଛନ୍ତି ଲୋକେ

ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶା ଆସିବ ଟ୍ରେନ : ପ୍ରକିୟା ଆରମ୍ଭ ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା । ଆସନ୍ତାକାଲି ସୁରଟ ସହ ବିଭିନ୍ନ ରାଜ୍ୟରୁ ଟ୍ରେନରେ ଆସି ରାଜ୍ୟରେ ପହଞ୍ଚିବେ ପ୍ରବାସୀ ଶ୍ରମିକ post image

ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡିଶା ଆସିବ ଟ୍ରେନ : ପ୍ରକିୟା ଆରମ୍ଭ ନେଇ ପରିବହନ ମନ୍ତ୍ରୀଙ୍କ ସୂଚନା । ଆସନ୍ତାକାଲି ସୁରଟ ସହ ବିଭିନ୍ନ ରାଜ୍ୟରୁ ଟ୍ରେନରେ ଆସି ରାଜ୍ୟରେ ପହଞ୍ଚିବେ ପ୍ରବାସୀ ଶ୍ରମିକ

ସବସ୍କ୍ରାଇବ କରନ୍ତୁ