Advertisment

Pranjna Parimita Behera

ନବରଙ୍ଗପୁର, ମାଲକାନଗିରି ପରେ ସୁବର୍ଣ୍ଣପୁରରେ ପୁଣି ଲୁଣର ଅଭାବ ବିକ୍ରି ନେଇ ଗୁଜବ । ଦର ଦୁଇଗୁଣ ବୃଦ୍ଧି କଲେ ବେପାରୀ । ପ୍ୟାକେଟ ପ୍ୟାକେଟ ଲୁଣ ବୋହିନେଲେ ଖାଉଟି post image

ନବରଙ୍ଗପୁର, ମାଲକାନଗିରି ପରେ ସୁବର୍ଣ୍ଣପୁରରେ ପୁଣି ଲୁଣର ଅଭାବ ବିକ୍ରି ନେଇ ଗୁଜବ । ଦର ଦୁଇଗୁଣ ବୃଦ୍ଧି କଲେ ବେପାରୀ । ପ୍ୟାକେଟ ପ୍ୟାକେଟ ଲୁଣ ବୋହିନେଲେ ଖାଉଟି

ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ନିର୍ଦ୍ଦେଶକ । ଟଚ୍ ଫ୍ରି ପାଇଁ କରାଯିବ ବ୍ୟବସ୍ଥା । ପାଳନ କରାଯିବ କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ ଲାଇନ୍ ।  post image

ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ନିର୍ଦ୍ଦେଶକ । ଟଚ୍ ଫ୍ରି ପାଇଁ କରାଯିବ ବ୍ୟବସ୍ଥା । ପାଳନ କରାଯିବ କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ ଲାଇନ୍ । 

ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ . . . . ୨୦ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ୪୦ ଜୀବନ, ଗାଁ’କୁ ଫେରିବାକୁ ଭିକ ମାଗୁଛନ୍ତି post image

ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ . . . . ୨୦ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ୪୦ ଜୀବନ, ଗାଁ’କୁ ଫେରିବାକୁ ଭିକ ମାଗୁଛନ୍ତି

ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି post image

ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ରାଜ୍ୟରେ ନୂଆ ୫୧ ପଜିଟିଭ୍ ଚିହ୍ନଟ । ୧୧୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା । କରୋନାରେ ଆଉ ଜଣେ ମୃତ । ୭୫୩ ଜଣ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇଛନ୍ତି ୩୪୩ post image

ରାଜ୍ୟରେ ନୂଆ ୫୧ ପଜିଟିଭ୍ ଚିହ୍ନଟ । ୧୧୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା । କରୋନାରେ ଆଉ ଜଣେ ମୃତ । ୭୫୩ ଜଣ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇଛନ୍ତି ୩୪୩

କୋଣାର୍କ ହେବ ସୂର୍ଯ୍ୟନଗରୀ । ସୂର୍ଯ୍ୟମନ୍ଦିର ଓ ସହରକୁ କରାଯିବ ଶତପ୍ରତିଶତ ସୌରଚାଳିତ । ୧୦ ମେଗାୱାଟ ଗ୍ରୀଡର ସୌର ପ୍ରକଳ୍ପ ଯୋଜନା । ଲାଗିବ ସୋଲାର ବୃକ୍ଷ ଓ ପାନୀୟ ଜଳ କିଓସ୍କ post image

କୋଣାର୍କ ହେବ ସୂର୍ଯ୍ୟନଗରୀ । ସୂର୍ଯ୍ୟମନ୍ଦିର ଓ ସହରକୁ କରାଯିବ ଶତପ୍ରତିଶତ ସୌରଚାଳିତ । ୧୦ ମେଗାୱାଟ ଗ୍ରୀଡର ସୌର ପ୍ରକଳ୍ପ ଯୋଜନା । ଲାଗିବ ସୋଲାର ବୃକ୍ଷ ଓ ପାନୀୟ ଜଳ କିଓସ୍କ

ହାତରେ ତୂଳୀ, ଚଟାଣ ଉପରେ  ରଙ୍ଗ ଡବା । ସଙ୍ଗରୋଧ କେନ୍ଦ୍ରର ଚିତ୍ର ବଦଳାଇ ଦେଲେ ପ୍ରବାସୀ ଓଡ଼ିଆ । କାନ୍ଥରେ ଆଙ୍କିଛନ୍ତି ମହାପୁରୁଷଙ୍କ ଅବିକଳ ଛବି post image

ହାତରେ ତୂଳୀ, ଚଟାଣ ଉପରେ ରଙ୍ଗ ଡବା । ସଙ୍ଗରୋଧ କେନ୍ଦ୍ରର ଚିତ୍ର ବଦଳାଇ ଦେଲେ ପ୍ରବାସୀ ଓଡ଼ିଆ । କାନ୍ଥରେ ଆଙ୍କିଛନ୍ତି ମହାପୁରୁଷଙ୍କ ଅବିକଳ ଛବି

ବାତ୍ୟାର ସଠିକ୍ ଆଳକନକୁ ନେଇ ଚର୍ଚ୍ଚାରେ ଆଇଏମଡି ଡିଜି । ନିଜେ ବଖାଣିଲେ ସାଇକ୍ଲୋନ ମ୍ୟାନ୍ ହେବା ପଛର କାହାଣୀ । ପିଲା ଦିନର ବାତ୍ୟା ଅନୁଭୂତି ଓ ସଂଘର୍ଷ ସଜାଇଦେଲା ପାଣିପାଗ ବିଶେଷଜ୍ଞ post image

ବାତ୍ୟାର ସଠିକ୍ ଆଳକନକୁ ନେଇ ଚର୍ଚ୍ଚାରେ ଆଇଏମଡି ଡିଜି । ନିଜେ ବଖାଣିଲେ ସାଇକ୍ଲୋନ ମ୍ୟାନ୍ ହେବା ପଛର କାହାଣୀ । ପିଲା ଦିନର ବାତ୍ୟା ଅନୁଭୂତି ଓ ସଂଘର୍ଷ ସଜାଇଦେଲା ପାଣିପାଗ ବିଶେଷଜ୍ଞ

ଜୁନ ୧ ରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଜିଠାରୁ ଅନଲାଇନରେ ହେବ ଟିକେଟ ବୁକିଂ । ସେପଟେ ମେ ୨୫ରୁ ଆରମ୍ଭ ହେବ ଯାତ୍ରୀବାହୀ ବିମାନ ଉଡାଣ post image

ଜୁନ ୧ ରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଜିଠାରୁ ଅନଲାଇନରେ ହେବ ଟିକେଟ ବୁକିଂ । ସେପଟେ ମେ ୨୫ରୁ ଆରମ୍ଭ ହେବ ଯାତ୍ରୀବାହୀ ବିମାନ ଉଡାଣ

ପଶ୍ଚିମବଙ୍ଗକୁ ଥରାଇ ଦେଲା ବାତ୍ୟା । କୋଲକାତାରେ ୧୨୦ କିଲୋମିଟର ବେଗରେ ବୋହିଲା ପବନ । ଉଠିଗଲା ଘରର ଟିଣ ଛାପ । ଭାଙ୍ଗିଲା ସାଢ଼େ ୫ହଜାର ଘର । post image

ପଶ୍ଚିମବଙ୍ଗକୁ ଥରାଇ ଦେଲା ବାତ୍ୟା । କୋଲକାତାରେ ୧୨୦ କିଲୋମିଟର ବେଗରେ ବୋହିଲା ପବନ । ଉଠିଗଲା ଘରର ଟିଣ ଛାପ । ଭାଙ୍ଗିଲା ସାଢ଼େ ୫ହଜାର ଘର ।

ସବସ୍କ୍ରାଇବ କରନ୍ତୁ