Advertisment

Pranjna Parimita Behera

ଝଡ଼ ଛାଡ଼ିଗଲା, ଚିହ୍ନ ରହିଗଲା । ବାତ୍ୟା ଚାଲିଯିବା ପରେ ଆସିଲା ବିଭୀଷିକାର ଚିତ୍ର । ଉପୁଡି ପଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ post image

ଝଡ଼ ଛାଡ଼ିଗଲା, ଚିହ୍ନ ରହିଗଲା । ବାତ୍ୟା ଚାଲିଯିବା ପରେ ଆସିଲା ବିଭୀଷିକାର ଚିତ୍ର । ଉପୁଡି ପଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ

ବାତ୍ୟା ଅମ୍ଫାନ ନେଲା ଜୀବନ । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ । ଓଡ଼ିଶାରେ ୪ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେଲା ପୁନରୁଦ୍ଧାର କାମ post image

ବାତ୍ୟା ଅମ୍ଫାନ ନେଲା ଜୀବନ । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ । ଓଡ଼ିଶାରେ ୪ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେଲା ପୁନରୁଦ୍ଧାର କାମ

୧୨ ଘଣ୍ଟା ଡରେଇଲା ଅମ୍ଫାନ । ଗାଁଠୁ ସହର ୨୦ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ । ରାତିରେ ଶୋଇଲେନି ଲୋକେ post image

୧୨ ଘଣ୍ଟା ଡରେଇଲା ଅମ୍ଫାନ । ଗାଁଠୁ ସହର ୨୦ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ । ରାତିରେ ଶୋଇଲେନି ଲୋକେ

ବାଙ୍ଗଲା ମୁହାଁ ବାତ୍ୟା । ଓଡିଶା ଉପକୂଳ ଠାରୁ ଦୂରେଇ ବାଂଲାଦେଶ ମୁହାଁ ବାତ୍ୟା । ଅପରାହ୍ଣ ୪ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ଅମ୍ପାନ୍ । post image

ବାଙ୍ଗଲା ମୁହାଁ ବାତ୍ୟା । ଓଡିଶା ଉପକୂଳ ଠାରୁ ଦୂରେଇ ବାଂଲାଦେଶ ମୁହାଁ ବାତ୍ୟା । ଅପରାହ୍ଣ ୪ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ଅମ୍ପାନ୍ ।

ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ଅମ୍ଫାନ । ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ବହିବ ପବନ । post image

ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ଅମ୍ଫାନ । ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ବହିବ ପବନ ।

ରାଜନଗରରେ ଅଶାନ୍ତ ସମୁଦ୍ର । ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଲୁଣା ଘେରି ବନ୍ଧ ଡେଇଁ ପଶିଲା ପାଣି । ବୁଡିଗଲା ଘର । ୬୨ ପରିବାର ଜଳମଗ୍ନ ହେବା ଆଶଙ୍କା post image

ରାଜନଗରରେ ଅଶାନ୍ତ ସମୁଦ୍ର । ଇଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଲୁଣା ଘେରି ବନ୍ଧ ଡେଇଁ ପଶିଲା ପାଣି । ବୁଡିଗଲା ଘର । ୬୨ ପରିବାର ଜଳମଗ୍ନ ହେବା ଆଶଙ୍କା

ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ଆଶଙ୍କା । ବାତ୍ୟାଙ୍କୁ ନେଇ ଏସଆରସିଙ୍କ ତାଜା ସୂଚନା । post image

ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ଆଶଙ୍କା । ବାତ୍ୟାଙ୍କୁ ନେଇ ଏସଆରସିଙ୍କ ତାଜା ସୂଚନା ।

ବାତ୍ୟା ବିତ୍ପାତ । ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ସରକାର ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ । ଅମ୍ପାନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । post image

ବାତ୍ୟା ବିତ୍ପାତ । ରାଜ୍ୟ ପାଇଁ ଆଗାମୀ ୬ରୁ ୮ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ସରକାର ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ । ଅମ୍ପାନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ।

ଦିନ ୧୦ ଟାରୁ ତୀବ୍ର ହେବ ପବନର ବେଗ । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ସନ୍ଧ୍ୟା ବେଳେ ବଢ଼ିବ ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରମାଣ post image

ଦିନ ୧୦ ଟାରୁ ତୀବ୍ର ହେବ ପବନର ବେଗ । ପାରାଦୀପରେ ସର୍ବାଧିକ ୧୯୭.୧ମିମି ବର୍ଷା ରେକର୍ଡ । ସନ୍ଧ୍ୟା ବେଳେ ବଢ଼ିବ ବାଲେଶ୍ୱର ଓ ଭଦ୍ରକରେ ବର୍ଷାର ପରମାଣ

ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ । ୩ ଜିଲ୍ଲାକୁ ଅଧିକ ବିପଦ ଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା । ଉତ୍ତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ post image

ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ । ୩ ଜିଲ୍ଲାକୁ ଅଧିକ ବିପଦ ଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା । ଉତ୍ତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ

ସବସ୍କ୍ରାଇବ କରନ୍ତୁ