0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ ।
By
Pranjna Parimita Behera
Jul 03, 2020
09:27
IST
ମନୋରଞ୍ଜନ
ପରଲୋକରେ ସରୋଜ ଖାନ୍ । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ହୃଦଘାତରେ ପରଲୋକ । ୨ ହଜାରରୁ ଅଧିକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହ ଜିତିଥିଲେ ୩ଟି ଜାତୀୟ ପୁରସ୍କାର
By
Pranjna Parimita Behera
Jul 03, 2020
08:10
IST
ନ୍ୟୁଜ୍
ଅନୁଗୁଳ ଜିଲ୍ଲାରେ ୧୦ କୋଇଲା ଖଣି ବନ୍ଦ : ଧର୍ମଘଟ ଯୋଗୁଁ ଗଡ଼ିଲାନି ଗୋଟିଏ ବି ଟ୍ରକ୍
By
Pranjna Parimita Behera
Jul 03, 2020
07:47
IST
ନ୍ୟୁଜ୍
ଗଭୀର ପୋଖରୀରେ ଅଥଳ ଜଳରାଶି. . .ଜୀବନକୁ ବାଜି ଲଗାଇ ଦୁଇ ବର୍ଷର ଶିଶୁକୁ ବଂଚାଇଲେ ୧୦ ବର୍ଷର ନାବାଳକ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା
By
Pranjna Parimita Behera
Jul 02, 2020
13:28
IST
ନ୍ୟୁଜ୍
ଓଡିଶାରେ ସୁପର ଆନାକୋଣ୍ଡା । ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି । ଦୌର୍ଘ୍ୟ ୨ କିଲୋମିଟର ଥିବାବେଳେ ବଗିି ସଂଖ୍ୟା ୧୭୭
By
Pranjna Parimita Behera
Jul 02, 2020
12:56
IST
Top 2
ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା କୋଳରେ ଜୀବନ ହାରିଲା କୁନି ପୁଅ
By
Pranjna Parimita Behera
Jul 02, 2020
11:45
IST
ନ୍ୟୁଜ୍
ଆଗମନକାରୀଙ୍କୁ ଲୋକସେବା ଭବନ ମନା : କୋଭିଡକୁ ଦୃଷ୍ଟିରେ ରଖି ୩୧ ଜୁଲାଇ ଯାଏଁ ଲାଗିଲା କଟକଣା । ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ବି ପ୍ରବେଶ ମନା
By
Pranjna Parimita Behera
Jul 02, 2020
10:46
IST
ନ୍ୟୁଜ୍
କେବଳ ମା’ ପାଇଁ . . . ପାଣି ମୁନ୍ଦାଏ ପାଇଁ କୋଶ କୋଶ ଚାଲି ପାଦ ଫୋଟକା ହୋଇଯାଉଥିଲା । ରୋଗୀଣା ମା’ର ଦୁଃଖ ଦେଖି ପାରିଲାନି ଝିଅ । ତାଲାବନ୍ଦ ଭିତରେ ୧୫ ଫୁଟର କୂଳ ଖୋଳିଦେଲେ ବିଏଡ଼୍ ପଢ଼ୁଥିବା ବବିତା ସୋରେନ୍
By
Pranjna Parimita Behera
Jul 02, 2020
09:38
IST
ନ୍ୟୁଜ୍
ଆସୁଛି ଆଉ ଏକ ମହାମାରୀ . . . ସାରା ବିଶ୍ୱକୁ କରୋନା ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା । ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ତୁରନ୍ତ ନିୟନ୍ତ୍ରଣ ନହେଲେ କରୋନା ଠାରୁ ହୋଇପାରେ ଅଧିକ ଭୟଙ୍କର
By
Pranjna Parimita Behera
Jul 01, 2020
20:24
IST
ସ୍ପେଶାଲ୍ ରିପୋର୍ଟ
ରାୟଗଡ଼ାର ବିସ୍ମୟ ବାଳକ ବିଭୁନନ୍ଦନ । କଅଁଳ ବୟସରେ ମୁହେଁ ମୁହେଁ ମହାକାଶ ଓ ସୌରମଣ୍ଡଳର କଥା। ବିନା ଶିକ୍ଷକରେ ଗୁଗୁଲ ଓ ୟୁଟ୍ୟୁବ ସର୍ଚ୍ଚ କରି ମହାକାଶ ସମ୍ମନ୍ଧୀୟ ପ୍ରଶ୍ନର ଅନର୍ଗଳ ଉତ୍ତର ଦେଉଛନ୍ତି ୭ ବର୍ଷୀୟ ବାଳକ
By
Pranjna Parimita Behera
Jul 01, 2020
19:36
IST
Prev
1
...
21
22
23
Next
Advertisment
ସବସ୍କ୍ରାଇବ କରନ୍ତୁ