Advertisment

Pranjna Parimita Behera

ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ ।  post image

ବର୍ଷା ଅଭାବରୁ ଗୋପରେ ଗଜା ମରୁଡି ଆଶଙ୍କା । ଖରା ଯୋଗୁଁ ଚାଷ ଜମି ଫାଟି ଆଁ କଲାଣି । ପୋଡି ଗଲାଣି ତଳି । ଚିନ୍ତାରେ ଚାଷୀ । 

ପରଲୋକରେ ସରୋଜ ଖାନ୍ । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ହୃଦଘାତରେ ପରଲୋକ । ୨ ହଜାରରୁ ଅଧିକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହ ଜିତିଥିଲେ ୩ଟି ଜାତୀୟ ପୁରସ୍କାର post image

ପରଲୋକରେ ସରୋଜ ଖାନ୍ । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ହୃଦଘାତରେ ପରଲୋକ । ୨ ହଜାରରୁ ଅଧିକ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହ ଜିତିଥିଲେ ୩ଟି ଜାତୀୟ ପୁରସ୍କାର

ଅନୁଗୁଳ ଜିଲ୍ଲାରେ ୧୦ କୋଇଲା ଖଣି ବନ୍ଦ : ଧର୍ମଘଟ ଯୋଗୁଁ ଗଡ଼ିଲାନି ଗୋଟିଏ ବି ଟ୍ରକ୍‌ post image

ଅନୁଗୁଳ ଜିଲ୍ଲାରେ ୧୦ କୋଇଲା ଖଣି ବନ୍ଦ : ଧର୍ମଘଟ ଯୋଗୁଁ ଗଡ଼ିଲାନି ଗୋଟିଏ ବି ଟ୍ରକ୍‌

ଗଭୀର ପୋଖରୀରେ ଅଥଳ ଜଳରାଶି. . .ଜୀବନକୁ ବାଜି ଲଗାଇ ଦୁଇ ବର୍ଷର ଶିଶୁକୁ ବଂଚାଇଲେ ୧୦ ବର୍ଷର ନାବାଳକ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା post image

ଗଭୀର ପୋଖରୀରେ ଅଥଳ ଜଳରାଶି. . .ଜୀବନକୁ ବାଜି ଲଗାଇ ଦୁଇ ବର୍ଷର ଶିଶୁକୁ ବଂଚାଇଲେ ୧୦ ବର୍ଷର ନାବାଳକ । ଘଟଣାକୁ ନେଇ ରାଜନଗର ଅଂଚଳରେ ଜୋରଦାର ଚର୍ଚ୍ଚା

ଓଡିଶାରେ ସୁପର ଆନାକୋଣ୍ଡା । ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି । ଦୌର୍ଘ୍ୟ ୨ କିଲୋମିଟର ଥିବାବେଳେ ବଗିି ସଂଖ୍ୟା ୧୭୭ post image

ଓଡିଶାରେ ସୁପର ଆନାକୋଣ୍ଡା । ରାଜ୍ୟରେ ପ୍ରଥମ ଥର ଲାଗି ଗଡିଲା ଦେଶର ସବୁଠାରୁ ଲମ୍ବା ମାଲଗାଡି । ଦୌର୍ଘ୍ୟ ୨ କିଲୋମିଟର ଥିବାବେଳେ ବଗିି ସଂଖ୍ୟା ୧୭୭

ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା କୋଳରେ ଜୀବନ ହାରିଲା କୁନି ପୁଅ post image

ପୁଅର ଶବକୁ ଜାବୁଡ଼ି କାନ୍ଦୁଛି ଅସହାୟ ବାପା । ସଂକ୍ରମଣ ଭୟରେ ଛୁଲଁଲେନି ଡାକ୍ତର । ଯନ୍ତ୍ରଣାରେ ଛାଟିପିଟି ହୋଇ ବାପା କୋଳରେ ଜୀବନ ହାରିଲା କୁନି ପୁଅ

ଆଗମନକାରୀଙ୍କୁ ଲୋକସେବା ଭବନ ମନା : କୋଭିଡକୁ ଦୃଷ୍ଟିରେ ରଖି ୩୧ ଜୁଲାଇ ଯାଏଁ ଲାଗିଲା କଟକଣା । ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ବି  ପ୍ରବେଶ ମନା  post image

ଆଗମନକାରୀଙ୍କୁ ଲୋକସେବା ଭବନ ମନା : କୋଭିଡକୁ ଦୃଷ୍ଟିରେ ରଖି ୩୧ ଜୁଲାଇ ଯାଏଁ ଲାଗିଲା କଟକଣା । ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନକୁ ବି  ପ୍ରବେଶ ମନା 

କେବଳ ମା’ ପାଇଁ . . . ପାଣି ମୁନ୍ଦାଏ ପାଇଁ କୋଶ କୋଶ ଚାଲି ପାଦ ଫୋଟକା ହୋଇଯାଉଥିଲା । ରୋଗୀଣା ମା’ର ଦୁଃଖ ଦେଖି ପାରିଲାନି ଝିଅ । ତାଲାବନ୍ଦ ଭିତରେ ୧୫ ଫୁଟର କୂଳ ଖୋଳିଦେଲେ ବିଏଡ଼୍ ପଢ଼ୁଥିବା ବବିତା ସୋରେନ୍ post image

କେବଳ ମା’ ପାଇଁ . . . ପାଣି ମୁନ୍ଦାଏ ପାଇଁ କୋଶ କୋଶ ଚାଲି ପାଦ ଫୋଟକା ହୋଇଯାଉଥିଲା । ରୋଗୀଣା ମା’ର ଦୁଃଖ ଦେଖି ପାରିଲାନି ଝିଅ । ତାଲାବନ୍ଦ ଭିତରେ ୧୫ ଫୁଟର କୂଳ ଖୋଳିଦେଲେ ବିଏଡ଼୍ ପଢ଼ୁଥିବା ବବିତା ସୋରେନ୍

ଆସୁଛି ଆଉ ଏକ ମହାମାରୀ . . . ସାରା ବିଶ୍ୱକୁ କରୋନା ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା । ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ତୁରନ୍ତ ନିୟନ୍ତ୍ରଣ ନହେଲେ କରୋନା ଠାରୁ ହୋଇପାରେ ଅଧିକ ଭୟଙ୍କର post image

ଆସୁଛି ଆଉ ଏକ ମହାମାରୀ . . . ସାରା ବିଶ୍ୱକୁ କରୋନା ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା । ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ତୁରନ୍ତ ନିୟନ୍ତ୍ରଣ ନହେଲେ କରୋନା ଠାରୁ ହୋଇପାରେ ଅଧିକ ଭୟଙ୍କର

ରାୟଗଡ଼ାର ବିସ୍ମୟ ବାଳକ ବିଭୁନନ୍ଦନ । କଅଁଳ ବୟସରେ ମୁହେଁ ମୁହେଁ ମହାକାଶ ଓ ସୌରମଣ୍ଡଳର କଥା। ବିନା ଶିକ୍ଷକରେ ଗୁଗୁଲ ଓ ୟୁଟ୍ୟୁବ ସର୍ଚ୍ଚ କରି ମହାକାଶ ସମ୍ମନ୍ଧୀୟ ପ୍ରଶ୍ନର ଅନର୍ଗଳ ଉତ୍ତର ଦେଉଛନ୍ତି ୭ ବର୍ଷୀୟ ବାଳକ post image

ରାୟଗଡ଼ାର ବିସ୍ମୟ ବାଳକ ବିଭୁନନ୍ଦନ । କଅଁଳ ବୟସରେ ମୁହେଁ ମୁହେଁ ମହାକାଶ ଓ ସୌରମଣ୍ଡଳର କଥା। ବିନା ଶିକ୍ଷକରେ ଗୁଗୁଲ ଓ ୟୁଟ୍ୟୁବ ସର୍ଚ୍ଚ କରି ମହାକାଶ ସମ୍ମନ୍ଧୀୟ ପ୍ରଶ୍ନର ଅନର୍ଗଳ ଉତ୍ତର ଦେଉଛନ୍ତି ୭ ବର୍ଷୀୟ ବାଳକ

ସବସ୍କ୍ରାଇବ କରନ୍ତୁ