୨ ହଜାର ଟଙ୍କାରେ ବିକ୍ରି ହେଉଛି ୭୫୦ ଟଙ୍କାର କଡକନାଥ କୁକୁଡା । ଜାଣନ୍ତୁ କାହିଁକି ଏଭଳି ଭାବେ କଡକନାଥ କୁକୁଡାର ହେଲା…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ରାଜନୈତିକ ମାହୋଲ ସରଗରମ ରହିଛି । ନିର୍ବାଚନ ପ୍ରଚାର ଯେଭଳି ଭାବେ ଅଗାକୁ ବଢୁଛି, ସେହି ତୁଳନାରେ ମଧ୍ୟପ୍ରଦେଶ ଝାବୁଆର କଡକନାଥ କୁକୁଡାର ଦାମ ବୃଦ୍ଧି ପାଇବାରେ ଲାଗିଛି । ଝାବୁଆର ବିଶ୍ୱପ୍ରସିଦ୍ଧ କଡକନାଥ କୁକୁଡା ସାଧାରଣ ଦିନରେ…

ନଭେମ୍ବର ଶେଷ ସୁଧା ବିକ୍ରି ହେବ ଅନିଲ ଅମ୍ବାନୀଙ୍କ ଏହି ବଡ କମ୍ପାନୀ, ସାମ୍ନାକୁ ଆସିଲା ଅଶୋକ ହିନ୍ଦୁଜାଙ୍କ ପ୍ଲାନ

କନକ ବ୍ୟୁରୋ: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲିଆନ୍ସ କ୍ୟାପିଟାଲ ବିକ୍ରୀ ହେବାର ଖବର ସାମ୍ନାକୁ ଆସୁଛି । ଅନିଲ ଅମ୍ବାନୀ ଏବେ ବହୁତ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । ଗୋଟେ ପରେ ଗୋଟେ କମ୍ପାନୀ ବିକ୍ରି ହେବାରେ ଲାଗିଛି । ଏବେ ରିଲିଆନ୍ସ କ୍ୟାପିଟାଲ ବିକ୍ରି ହେବାର ଖବର ଆସୁଛି ।…

କର୍ଣ୍ଣାଟକ ରାଜ୍ୟୋତ୍ସବରେ ଉନ୍ମୋଚିତ ହେଲା ଓଡିଆ ବୈଜ୍ଞାନିକଙ୍କ ପୁସ୍ତକ । ଓଡିଶା ଓ କର୍ଣ୍ଣାଟକର ସମ୍ପର୍କକୁ ନେଇ…

କନକ ବ୍ୟୁରୋ : ବେଙ୍ଗାଲୁରୁ ଅନ୍ତର୍ଜାତୀୟ କେନ୍ଦ୍ରରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସରେ ଉଦଘାଟିତ ହୋଇଯାଇଛି ବୈଜ୍ଞାନିକ ତଥା ଲେଖକ ଶୁଭ୍ରାଂଶୁ ମହାପାତ୍ରଙ୍କ ରଚିତ ପୁସ୍ତକ ‘ବିୟଣ୍ଡ’ ସ୍ପଷ୍ଟ: ଓଡ଼ିଶା –କର୍ଣ୍ଣାଟକ ସଂପର୍କ । ସେପ୍ଟେମ୍ବର ପହିଲାରେ କର୍ଣ୍ଣାଟକ ରାଜ୍ୟୋସ୍ତବ ଦିବସ ଅବସରରେ…

ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ୭୭ ଜଣ ପୁରୁଷଙ୍କ ପରେ ୫୦ ଜଣ ମହିଳାଙ୍କୁ ବାନ୍ଧିଲା ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠି ସଂଘର୍ଷ ଘଟଣା । ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳାଙ୍କ ଗିରଫଦାରୀ । ୭୭ଜଣ ପୁରୁଷଙ୍କ ପରେ ୫୦ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଗାଁରେ ବଢ଼ିବାରେ ଲାଗିଛି ଗିରଫ ଭୟ । ଗତ ସପ୍ତାହରେ ମଂଚେଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହି ଅଂଚଳରେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ । ଖୁବଶୀଘ୍ର ଯାଜପୁରକୁ ଫେରିବ…

କନକ ବ୍ୟୁରୋ : ଯାଜପୁର ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର…

ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା…

କନକ ବ୍ୟୁରୋ : ଖୋର୍ଦ୍ଧାରେ ପୁଣି ଏକ ଛାତ୍ରଙ୍କ ମୃତ୍ୟୁ । ସ୍କୁଲ ଛାତ୍ରବାସରେ ଥିବା ଏକ ଗଛରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏହା ଆମହତ୍ୟା ନା ହତ୍ୟା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକରେ ଥିବା…