0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Mukesh Sahu
ନ୍ୟୁଜ୍
ଚାଷ ବେଳେ ଚାଷୀ ହନ୍ତସନ୍ତ । ସାର ମିଳୁନଥିବାରୁ ଅଟକି ରହିଛି ଚାଷ କାମ, ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀ । ବାରମ୍ବାର ଦାବି ସତ୍ୱେ ସାର ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇଲେ ଚାଷୀ ।
By
Mukesh Sahu
Aug 05, 2021
20:48
IST
ନ୍ୟୁଜ୍
ପାଣି ଆସୁ ଆସୁ ଭୁଷୁଡ଼ିଗଲା ନୂଆ କେନାଲ, ଉଜୁଡ଼ିଗଲା ଶହ ଶହ ଏକର ଫସଲ । କୋନାଲ ନିର୍ମାଣ ନେଇ ଆସିଲା ସାଂଘାତିକ ଅଭିଯୋଗ, ଲୋକ କହିଲେ, ଦୁର୍ବଳ କାମ ଯୋଗୁଁ ଧୋଇଗଲା ସୁନାର ଫସଲ ।
By
Mukesh Sahu
Aug 05, 2021
20:25
IST
ନ୍ୟୁଜ୍
ପ୍ରେମ ନେଇଗଲା କି କଲେଜ ଛାତ୍ରଙ୍କ ଜୀବନ ? ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ତୁଷାରଙ୍କ ମୃତଦେହ, ପୂର୍ବତନ ପ୍ରେମିକାଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ।
By
Mukesh Sahu
Aug 05, 2021
20:04
IST
ନ୍ୟୁଜ୍
ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।
By
Mukesh Sahu
Aug 05, 2021
19:42
IST
ନ୍ୟୁଜ୍
ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍ ଦେଇ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ ।
By
Mukesh Sahu
Aug 05, 2021
19:32
IST
ନ୍ୟୁଜ୍
କୁବେର ପିଏସ ବିରଞ୍ଚିଙ୍କ ବଢିଲା ଅଡୁଆ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୁରୀରେ ଏକାଧିକ ପ୍ଲଟ୍ ହାତେଇଥିବା ସୂଚନା ।
By
Mukesh Sahu
Aug 05, 2021
19:23
IST
ନ୍ୟୁଜ୍
ଯାଜପୁରରେ ଗଜା ମରୁଡି ଆଶଙ୍କା । ବର୍ଷା ଅଭାବରୁ ଫାଟି ଆଁ କରିଛି ତଳେ ଘେରା, ଉଠା ଜଳସେଚନ ପ୍ରକଳ୍ପ କାମ କରୁନଥିବାରୁ ଆଶା ଆଶଙ୍କାରେ ଚାଷୀ ।
By
Mukesh Sahu
Aug 04, 2021
17:16
IST
ନ୍ୟୁଜ୍
ଘରେ ରୋଗୀଣା ସ୍ତ୍ରୀ, ଝିଅ...ମୁଁ ଦିବ୍ୟାଙ୍ଗ । ପରିବା ବିକିଲେ ପୁରୁଛି ପେଟ, ଜୀବନ ଡଙ୍ଗାକୁ ଟାଣି ଟାଣି ନେଉଛି ମୋ ଟ୍ରାଇ ସାଇକେଲ । ଆଖି ଭିଜାଇଦେବ ଭଦ୍ରକର ଭିନ୍ନକ୍ଷମ ଜଗବନ୍ଧୁଙ୍କ କାହାଣୀ।
By
Mukesh Sahu
Aug 03, 2021
16:23
IST
ଦେଶ ବିଦେଶ
ଆଉ ପାଦେ ଆଗେଇଲା ଡିଜିଟାଲ ଇଣ୍ଡିଆ । ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ କଲେ ଇ-ରୁପି ପେମେଣ୍ଟ ପ୍ଲାଟଫର୍ମ, ଜାଣନ୍ତୁ ଏହା କେମିତି କରିବ କାମ ।
By
Mukesh Sahu
Aug 03, 2021
16:15
IST
ଦେଶ ବିଦେଶ
ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରଥମ ଥର ଆସିଲା ଶିଳ୍ପାଙ୍କ ବୟାନ । ସୋସିଆଲ ମିଡିଆେରେ ସେୟାର କଲେ ଷ୍ଟେଟମେଣ୍ଟ, ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବା ପାଇଁ ଗଣମାଧ୍ୟମକୁ କଲେ ଅନୁରୋଧ ।
By
Mukesh Sahu
Aug 02, 2021
21:32
IST
Prev
1
...
161
162
163
Next
Advertisment
ସବସ୍କ୍ରାଇବ କରନ୍ତୁ