Advertisment

Mukesh Sahu

ହସ୍ପିଟାଲ ବେଡରୁ ବିଧାନସଭା । ଭର୍ଚୁଆଲ ମୋଡରେ ମୌସୁମୀ ଅଧିବେଶନରେ ସାମିଲ ହେଲେ ବିରୋଧୀ ଦଳ ନେତା, କରୋନାରୁ ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାୟକ ।

ନୟାଗଡ଼ରେ ଗର୍ଭପାତକୁ ନେଇ ବିତର୍କ । ପେଟରେ ଥିବା ଶିଶୁ, ବାମନ ହେବା ନେଇ ଜାଣିବା ପରେ କରାଇଥିଲେ ଗର୍ଭପାତ, ନର୍ସିଂହୋମ ସିଲ୍ କରି ୫ଜଣଙ୍କୁ ଗିରଫ କଲା ପୋଲିସ । 

ମଧ୍ୟବିତ୍ତଙ୍କ ରୋଷେଇ ଘରେ ମହଙ୍ଗା ମାଡ । ଆଜି ୯ ଶହ ଟପିଲା ରୋଷେଇ ଗ୍ୟାସର ଦର । ରାହୁଲ କହିଲେ, ଜିଡିପି ଅର୍ଥ ଗ୍ୟାସ୍, ଡିଜେଲ ଓ ପେଟ୍ରୋଲ ବୁଝନ୍ତି ମୋଦି ସରକାର ।

ଗ୍ରାହକ ସାଜି ଆସିଥିଲା ଲୁଟେରା । ବ୍ୟାଙ୍କ କର୍ମଚାରୀଙ୍କୁ ବାନ୍ଧି ଲୁଟ୍ କରି ଫେରାର ହେବା ବେଳେ ଧରିପକାଇଲେ ସିକ୍ୟୁରିଟି ଗାର୍ଡ, ଖେଳନା ବନ୍ଧୁକ ଓ ଛୁରିରେ କରାଇଥିଲା ଭୟଭୀତ ।

କରୋନାର ନୂଆ ଭାରିଆଣ୍ଟ ବିଶ୍ୱ ପାଇଁ ସାଜିବ କି ବିପଦ ? ଦକ୍ଷିଣଆଫ୍ରିକା ସମେତ ୮ଟି ଦେଶରେ ହେଲା ଚିହ୍ନଟ, ହୁ କହିଲା ସଂକ୍ରମଣର ସ୍ଥିତି ଉପରେ ରହିଛି ନଜର ।

ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଚେକିଂ କରୁଥିଲେ ଦୁଇ ଯୁବକ । ହଠାତ ପହଞ୍ଚିଗଲା ଅସଲି ପୋଲିସ, ଉତୁରିଗଲା ପ୍ରାଙ୍କ୍ ଭିଡ଼ିଓ ବନାଇବା ନିଶା ।

ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।

ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା ଧରି ପ୍ରଳୟ ରଚିଲା ଇଡା । 

ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୂତ୍ର, ୨୧ଟି ଜିଲ୍ଲା ପ୍ରଭାବିତ, ସେପଟେ ଉତ୍ତରପ୍ରଦେଶରେ ବି ବନ୍ୟାରେ ଲୋକେ ହନ୍ତସନ୍ତ ।

ପ୍ରାଇମ ଟାଇମ ବୁଲେଟିନ : ୩୧/୦୮/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୩୧/୦୮/୨୦୨୧

Advertisment
ସବସ୍କ୍ରାଇବ କରନ୍ତୁ