Advertisment
Manini Pattanayak profile image

Manini Pattanayak

ଦୋଷୀଙ୍କୁ କଠୋର ଶାସ୍ତି: ମମତା

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତାଙ୍କ ପ୍ରତିକ୍ରିୟା, ଦୋଷୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ମେଡିକାଲ କୋଠାରୁ କଙ୍କାଳ ଉଦ୍ଧାର

ବଲାଙ୍ଗୀରରେ ଚାଞ୍ଚଲ୍ୟ, ପାଟଣାଗଡ଼ ଭାଇଁସା ମେଡିକାଲର ପରିତ୍ୟକ୍ତ କୋଠାରୁ ମିଳିଲା ୩ ଶିଶୁଙ୍କ କଙ୍କାଳ

ମେକ୍ସିକୋରେ ପ୍ରକୃତିର ତାଣ୍ଡବ

ମେକ୍ସିକୋରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି

ଦୁର୍ଘଟଣାରେ ୩ କାତାର ନେତା ମୃତ

ଇସ୍ରାଏଲ-ହମାସ ଶାନ୍ତି ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ କାତାର ନେତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନୋବେଲ ପୁରସ୍କାର ନେଇ ବେଟିଂ!

ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ପୂର୍ବରୁ ବେଟିଂ, ମାରିଆଙ୍କ ନାଁ ଘୋଷଣା ପୂର୍ବରୁ ଜୋରଦାର ବେଟିଂ

ପାକିସ୍ତାନର ୫୮ ଯବାନ ନିହତ

ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ସଂଘର୍ଷ, ସୀମାରେ ଦୁଇ ସେନା ମଧ୍ୟରେ ଗୁଳିବର୍ଷା

ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

ସବୁ କଳ୍ପନାଜଳ୍ପନାର ଅନ୍ତ, ବିଜେପିରେ ସାମିଲ ହେଲେ ଜୟ ଢୋଲକିଆ

ଟାଇଟଲ୍ ଜିତିଲେ ଶୁଭାଙ୍କର

ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍‌ର ଛାତ୍ର ୭୧ତମ ସିଟ୍ ଆଣ୍ଡ ଡ୍ର ପ୍ରତିଯୋଗିତାରେ ଟାଇଟଲ୍ ଜିତିଲେ

ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ !

ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ ! ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଦୁଷ୍କର୍ମ ହୋଇଥିବା ସୂଚନା

ଜାତୀୟ ରାଜପଥରେ ଭୟଙ୍କର ଜାମ୍

ଜାତୀୟ ରାଜପଥ ୫୨୦ କୋଇଡା ଠାରୁ ରେଙ୍ଗାଲବେଢ଼ା ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍,  ରାତିରୁ ଏଯାଏ ଇଞ୍ଚେ ବି ଆଗକୁ ଗଡୁନି ଚକା

Advertisment
ସବସ୍କ୍ରାଇବ କରନ୍ତୁ