କନକ ବ୍ୟୁରୋ; ଜାତୀୟ ରାଜପଥରେ ଭୟଙ୍କର ଟ୍ରାଫିକ୍ ଜାମ୍ । ରାତିରୁ ଏଯାଏ ଇଞ୍ଚେ ବି ଆଗକୁ ଗଡୁନି ଗାଡି । ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଜାତୀୟ ରାଜପଥ ୫୨୦ କୋଇଡା ଠାରୁ ରେଙ୍ଗାଲବେଢ଼ା ରାସ୍ତାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।
ହଜାର ହଜାର ଖଣିଜ ବୋଝେଇ ଟ୍ରକ ସହ ଛୋଟ ବଡ ମୋଟର ଯାନ ରାସ୍ତାରେ ଅଟକି ରହିଥିବା ବେଳେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/11/traffic-2025-10-11-13-03-43.jpg)