କନକ ବ୍ୟୁରୋ; ବଲାଙ୍ଗୀରରେ ଚାଞ୍ଚଲ୍ୟ । ମେଡିକାଲର ପୁରୁଣା ପରିତ୍ୟକ୍ତ କୋଠାରୁ ମିଳିଲା ଶିଶୁଙ୍କ କଙ୍କାଳ । ୩ଟି ନବଜାତକଙ୍କ କଙ୍କାଳ ମିଳିଛି । ପାଟଣାଗଡ ଥାନା ଭାଇଁସା ମେଡିକାଲର ପୁରୁଣା ପରିତ୍ୟକ୍ତ କୋଠାରୁ ନବଜାତକଙ୍କ କଙ୍କାଳ ମିଳିଛି ।
ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ କିଏ ଏବଂ କାହିଁକି ଏହି ସ୍ଥାନରେ ତିନୋଟି ନବଜାତ ଶିଶୁର ଭ୍ରୁଣକୁ ଏହି ସ୍ଥାନରେ ଫିଙ୍ଗିଲା, ତାହା ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/12/skeleton-2025-10-12-16-07-15.jpg)