Advertisment
Manini Pattanayak profile image

Manini Pattanayak

ପୁଣି ବଢ଼ିବ ଏମଏସପି!

ପୁଣି ବଢ଼ିପାରେ ଧାନର ଏମଏସପି । ଡାଲି ଓ ତୈଳ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ରକୁ ପ୍ରସ୍ତାବ ।

ମାତାଙ୍କ ଚମତ୍କାର

ମାତା ଚାହିଁଲେ ଜଳିବ ନିଆଁ । ବିନା ଦିଆସିଲରେ ହୋମ-ଯଜ୍ଞରେ ଲାଗୁଛି ନିଆଁ ।

ସୁନା ଦର ୮୬ ହଜାର ପାର

ସୁନା କିଣିବାକୁ ସାହସ ପାଉନି । ୮୬ ହଜାର ଟପିଲାଣି ଦର ।

ଯେବେ ଟ୍ରମ୍ପଙ୍କୁ ଭେଟନ୍ତି ନେତାନ୍ୟାହୁ

ହ୍ଵାଇଟ୍ ହାଉସରେ ଟ୍ରମ୍ପ -ନେତାନ୍ୟାହୁ ବୈଠକ । ଗାଜା ଯୁଦ୍ଧ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ।

ଜବାବ ରଖିଲେ ଶେଖ ହାସିନା

ବାଂଲାଦେଶରେ ହିଂସା ଜାରି । ଜାଳିଦେଲେ ଶେଖ ହାସିନାଙ୍କ ଘର ।

ରାଷ୍ଟ୍ରପତିଙ୍କୁ ଭେଟିଲେ ମାଷ୍ଟର ବ୍ଲାଷ୍ଟର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାଷ୍ଟର ବ୍ଲାଷ୍ଟର । ପରିବାର ସହ ରାଷ୍ଟ୍ରପତି ଭବନକୁ ଯାଇ କଲେ ସାକ୍ଷାତ ।

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ ବକ୍ତବ୍ୟ ରଖି କହିଲେ, କଂଗ୍ରେସ ପାଇଁ ଦେଶ ନୁହେଁ ପରିବାର ହିଁ ପ୍ରାଥମିକତା ।

ପୁଣି ଅସୁସ୍ଥ ପ୍ରେମାନନ୍ଦ ମହାରାଜ !

ପୁଣି ଅସୁସ୍ଥ ପ୍ରେମାନନ୍ଦ ମହାରାଜ ! ବନ୍ଦ ହେଲା ବାବାଙ୍କ ରାତ୍ରୀପଦଯାତ୍ରା  ।

ବର୍ଷା ସହ ଘନ କୁହୁଡି  ଆଲର୍ଟ

ରାଜ୍ୟରେ ହାଲୁକା ବର୍ଷା ସହ ଘନ କୁହୁଡି ଆଲର୍ଟ । ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

'ପ୍ରଶ୍ନପତ୍ର ଲିକ୍‌ କଲେ ଧରାପଡ଼ିବେ'

ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ । ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିବ ୱାଟରମାର୍କ ଓ କ୍ୟୁଆର କୋଡ୍‌

ସବସ୍କ୍ରାଇବ କରନ୍ତୁ