Advertisment
Manini Pattanayak profile image

Manini Pattanayak

‘ରେରା’କୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ରେରା ଆଇନକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ୫ ହଜାର ବର୍ଗ ଫୁଟ୍ ଜମି ଥିଲେ ପ୍ଲଟ ବିକ୍ରିରେ ହେବନି ସମସ୍ୟା  ।

ସୁକତେଲ ଅଧିକାରୀଙ୍କୁ ଘେରିଲେ

ବଲାଙ୍ଗୀରରେ ଲୋୟର ସୁକତେଲ ଅଫିସରଙ୍କୁ ଘେରିଲେ ବୁଡ଼ି ଅଞ୍ଚଳବାସୀ । ୫ ଘଣ୍ଟା ଧରି ଅଫିସରେ ତାଲା ପକାଇ ଆନ୍ଦୋଳନ ।

plane

ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଜଳି ପାଉଁଶ ହେଲା ବିମାନ ।

ସରକାରୀ କର୍ମଚାରୀଙ୍କୁ  ଚାର୍ଟଜିପିଟି ମନା

ସରକାରୀ କର୍ମଚାରୀ ଚାର୍ଟଜିପିଟି ବ୍ୟବହାର କରିପାରିବେ ନାହିଁ ।  ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର ।

ପାକିସ୍ତାନ ମୁହଁରେ ପୁଣି କାଶ୍ମୀର

ପାକିସ୍ତାନ ମୁହଁରେ ପୁଣି କାଶ୍ମୀର । ପ୍ରସଙ୍ଗ ଉଠାଇଲେ ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ

ମହାକୁମ୍ଭରେ ବୁଡ ପକାଇବେ ପାକିସ୍ତାନୀ

ମହାକୁମ୍ଭରେ ବୁଡ଼ ପକାଇବେ ପାକିସ୍ତାନୀ । ମୋଦୀ ସରକାର ଦେଲେ ୧୦ ଦିନିଆ ଭିସା ।

ବୁଡ ପକାଇଲେ ଭୁଟାନର ରାଜା

ମହାକୁମ୍ଭରେ ବୁଡ ପକାଇଲେ ଭୁଟାନର ରାଜା । ଯୋଗୀ ମଧ୍ୟ ପକାଇଲେ ବୁଡ ।

ସୁଶାନ୍ତ  ସିଂ

ପୂର୍ବତନ ବିଧାୟକ ସୁଶାନ୍ତ  ସିଂ ଗୁରୁତର ।  ହସ୍ପିଟାଲରେ ଭର୍ତ୍ତି ।

୨ ଜଣଙ୍କୁ ବର୍ବର ହତ୍ୟା

ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା ।

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି କାଲିମେଳାରେ ଚାଂଚଲ୍ୟ । ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଠାବ ।

ସବସ୍କ୍ରାଇବ କରନ୍ତୁ