କନକ ବ୍ୟୁରୋ :  ରାଜ୍ୟରେ ହାଲୁକା ବର୍ଷା ସହ ଘନ କୁହୁଡି  ଆଲର୍ଟ ।  ୨୪ ଘଣ୍ଟା ରେ ଘନ କୁହୁଡି  ନେଇ ରାଜ୍ୟର ତିନି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Advertisment


ଏହିସବୁ ଜିଲ୍ଲାଗୁଡିକ ହେଉଛି, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ଘନ କୁହୁଡି ଆଶଙ୍କା । ୮ ତାରିଖ ଯାଏଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ଚେତାବନୀ ।