Advertisment
Manini Pattanayak profile image

Manini Pattanayak

ନାରୀ ଶକ୍ତିର ଅଦ୍ଭୁତ ଉଦାହରଣ ।

କୋଳରେ ନବଜାତ, ହାତରେ ଲାଠି । ନାରୀ ଶକ୍ତିର ଅଦ୍ଭୁତ ଉଦାହରଣ ।

 ପଞ୍ଚାୟତିରାଜରେ ବଡ ଦୁର୍ନୀତି

ବଡ଼ ଦୁର୍ନୀତି ଧରିଲେ ନୂଆ ସରକାର । ୫ ବର୍ଷରେ ହୋଇଛି ୨୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି

ବଦଳିବ ଶିକ୍ଷା ଭିତ୍ତିଭୁମି

ବଦଳିବ ରାଜ୍ୟ ଶିକ୍ଷା ଭିତ୍ତିଭୂମି । ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର ୨୭୩ କୋଟି ଆବଣ୍ଟନ ।

ରନୱେରେ ଓଲଟିଲା ବିମାନ

କାନାଡ଼ାର ଟରୋଣ୍ଟରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ।

କେମିତି ମଲା ଦନ୍ତା?

ପୁଣି ଏକ ଦନ୍ତା ହାତୀ ମୃତ୍ୟୁ । ବିସ୍ଫୋଟକ ଖାଇ ମୃତ୍ୟୁ ଘଟିଥିବା ସନ୍ଦେହ ।

ଜଗା ଦର୍ଶନ ପାଇଁ ନୂଆ ଯୋଜନା

ମାଗଣାରେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ  । ଗରିବଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ସରକାରଙ୍କ ନୂଆ ଯୋଜନା ।

ବୋହିନେଲେ ପେଟିପେଟି ମଦ

ରାସ୍ତାକଡ଼କୁ ଓଲଟିଲା ମଦ ବୋଝେଇ ଟ୍ରକ୍ । ବୋହିନେଲେ ନେଲେ ପେଟି ପେଟି ମଦ ।

 ଭୋଜି ଖାଇ ୩୦୦ ଅସୁସ୍ଥ

ବାହାଘର ଭୋଜି ଖାଇ ୩ଶହରୁ ଅଧିକ ଲୋକ ଅସୁସ୍ଥ । ଗାଁରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା।

କତର ଅମୀରଙ୍କୁ ମୋଦୀଙ୍କ ସ୍ବାଗତ

କତରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନିଙ୍କୁ ଭବ୍ୟ ସ୍ବାଗତ ।  ସ୍ବାଗତ କରିବାକୁ ବିମାନ ବନ୍ଦରରେ ପହଞ୍ଚିଲେ ମୋଦୀ ।

ଗୁଳି ମାଡରେ ଶଳା ଭିଣୋଇ ଗୁରୁତର

ଗୁଳି ମାଡରେ ଶଳା, ଭିଣୋଇ ଗୁରୁତର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ ସନ୍ଦେହ ।

ସବସ୍କ୍ରାଇବ କରନ୍ତୁ