କନକ ବ୍ୟୁରୋ: ରାସ୍ତାକଡ଼କୁ ଓଲଟିଲା ମଦ ବୋଝେଇ ଟ୍ରକ୍ । ପାରାଦୀପ- କୁଜଙ୍ଗରେ ଘଟିଛି ଦୁର୍ଘଟଣା । ମଦ ବୋଝେଇ ଟ୍ରକ ଓଲଟିପଡିଥିବା ବେଳେ ଟ୍ରକ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । 

Advertisment

ଟ୍ରକଟି ପାରାଦୀପ ଗଡ ଆସୁଥିବା ବେଳେ କୁଜଙ୍ଗରେ ରାସ୍ତା କଡକୁ ଓଲଟିପଡ଼ିଥଲା। ସେପେଟ ମଦ ନେବାକୁ ଲୋକଙ୍କ ଭିଡଲାଗିଥବା ବେଳେ ଲୋକେ ପେଟିରୁ ମଦ ସବୁ.ବୋହିନେଇଥିବା ଦେଖିବାକୁ ମିଳିଥଲା । ତେବେ ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି  ।