ଯାଜପୁରରେ ବିବାଦ ଭିତରେ ସଭା କଲେ ଫାଇଭ-ଟି ସଚିବ। ଲୋକଙ୍କଠାରୁ ଗ୍ରହଣ କଲେ ଅଭିଯୋଗପତ୍ର

350

କନକ ବ୍ୟୁରୋ: ବିବାଦ ଭିତରେ ଯାଜପୁର ରୋଡର ଚାନ୍ଦମା ପଡିଆରେ ସଭା କରିଛନ୍ତି ଫାଇବ-ଟି ସଚିବ । କଂଗ୍ରେସ କର୍ମୀଙ୍କ ହଙ୍ଗାମା ସତ୍ତେ୍ୱ ସଭା କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏହାପରେ ଲୋକଙ୍କ ଠାରୁ ସଚିବ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ।