କୋଟିପତି ଝାଡୁଦାର । ୧୦ ବର୍ଷ ହେଲାଣି ଉଠାଉନାହାଁନ୍ତି ଦରମା, ଅଜବ ଢଙ୍ଗରେ ଚଳାଉଛନ୍ତି ପରିବାର ।

କନକ ବ୍ୟୁରୋ: ବୃତ୍ତି ହେଉଛି ଝାଡୁ ମାରିବା ହେଲେ ପ୍ରକୃତରେ ସେ କୋଟିଏ ଟଙ୍କାର ମାଲିକ । ବିଶ୍ୱାସ ହେଉନଥିଲେ ବି କଥାଟା କିନ୍ତୁ ଏକଦମ ସତ । ଆହ୍ଲାବାଦ ସଙ୍ଗମନଗରୀ ପ୍ରୟାଗରାଜ ସିଏମଓ ଅଫିସରେ କାମ କରୁଛନ୍ତି ଜଣେ କୋଟିପତି ସ୍ୱିପର । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ତାଙ୍କ…

ନା କିଛି କହି ପାରନ୍ତି, ନା ଖାଦ୍ୟ ଟିକେ ଖାଇପାରନ୍ତି । ହେଲେ ତାଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚିତ

କନକ ବ୍ୟୁରୋ: ପଦେ କଥା କହିବାକୁ ଶକ୍ତି ନାହିଁ । ହେଲେ ମନ କଥା ବୁଝିପାରନ୍ତି ପ୍ରେମିକା। ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୋଶେଫଙ୍କ ପ୍ରେମ କାହାଣୀ । ଏ ହେଉଛି ଆମେରିକା ଚିକାଗୋରେ ରହୁଥିବା ଦିବ୍ୟାଙ୍ଗ ଜୋସେଫ୍ ୱିଲିୟମ୍ସଙ୍କ କାହାଣୀ । ବିନା ପାଟିରେ ଜନ୍ମ ନେଇଥିବା ଏହି ବ୍ୟକ୍ତିଙ୍କୁ ସମାଜ…

‘କୁତବ ମୀନାରରେ ପୂଜା ପାଇଁ ଅନୁମତି ମିଳିପାରିବ ନାହିଁ’। ସପକ୍ଷବାଦୀଙ୍କ ଆବେଦନକୁ ବିରୋଧ କଲା ଏଏସଆଇ

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ କୁତବ ମୀନାର ପରିସରରେ ହିନ୍ଦୁ ଦେବାଦେବୀଙ୍କ ପୁନଃସ୍ଥାପନ ସହ ପୂଜାର୍ଚ୍ଚନା କରିବା ଅଧିକାରକୁ ଅଗ୍ରାହ୍ୟ କରିଛି ଏଏସଆଇ । କୁତବମୀନାର ପରିସରରେ ପୁଣି ଥରେ ପୂଜାର୍ଚ୍ଚନା କରିବାକୁ ସପକ୍ଷବାଦୀ ସାକେତ କୋର୍ଟରେ ଆବେଦନ କରିଥିଲେ । ହେଲେ ଏଥିପାଇଁ ଅନୁମତି…

ରାଜ୍ୟସଭା ନିର୍ବାଚନ । କଂଗ୍ରେସ ପାଇଁ ମୁଣ୍ଡବିନ୍ଧା, ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ: ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ ମେ’ ୩୧ ତାରିଖ ଯାଏଁ ଚାଲିବ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ…

ଶ୍ରୀଲଙ୍କା ପରେ ପାକିସ୍ତାନ ପାଳି । ସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ

କନକ ବ୍ୟୁରୋ: ଶ୍ରୀଲଙ୍କା ପରେ ଏବେ ପାକିସ୍ତାନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି କାଙ୍ଗାଳ ସ୍ଥିତି । ଏଠି ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ପରିଲକ୍ଷିତ ହେଲାଣି । ଦେଶ ଚଳାଇବାକୁ ନା ଅଛି ଅବଶ୍ୟକ ଅର୍ଥ ନା ଅଛି ଇନ୍ଧନ । ଦେଶକୁ କିପରି ଚଳାଇବେ ସେହି ଚିନ୍ତାରେ ଶାହାବାଜ୍ ସରକାର ।…

ରାଜ୍ୟସଭା ନିର୍ବାଚନ: ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ

କନକ ବ୍ୟୁରୋ: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ୩ଟି ଆସନ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ପୂର୍ଣ୍ଣକାଳୀନ ଆସନ ପାଇଁ ହେବ ନିର୍ବାଚନ । ସୂଚନା ମୁତାବକ, ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ମେ’ ୩୧ ଯାଏଁ ଚାଲିବ ନାମାଙ୍କନ ପତ୍ର ଦାଖଲ ହେବ ।…