ବିଶ୍ୱର ସବୁଠୁ ଦାମୀ ତକିଆ, ଦାମୀ ଶୁଣିଲେ ତାଜୁବ ହୋଇଯିବେ । ନିଦ୍ରାହିନତା ରୋଗୀଙ୍କ ପାଇଁ ହେବ ସହାୟକ

କନକ ବ୍ୟୁରୋ: ମୁଣ୍ଡ ତଳେ ଖଣ୍ଡେ ଚାଖଣ୍ଡେ ତକିଆ ହୋଇଗଲେ ଚଳିଗଲା । ହେଲେ ଏହି ତକିଆ ଯେ ଏତେ ଦାମୀ ହୋଇଥିବ, ସହଜରେ ବିଶ୍ୱାସ କରିହୁଏନା । ହେଲେ ଏହା ସତ । ନେଦରଲ୍ୟାଣ୍ଡର ଜଣେ ସର୍ଭିକାଲ ସ୍ପେଶାଲିଷ୍ଟ ତଥା ଡିଜାଇନର ଦିସ୍ ଭାନ୍ ଡେର୍ ହିଲଷ୍ଟ୍ ପ୍ରସ୍ତୁତ କରିଛନ୍ତିି ବିଶ୍ୱର ସବୁଠୁ ଦାମୀ…

ଚଳନ୍ତା କାର ଭିତରେ ମା’, ଝିଅଙ୍କୁ ଗଣଦୁଷ୍କର୍ମ । ରାସ୍ତା କଡରେ ଫୋପାଡି ଦେଇ ଚାଲିଗଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପାଶବିକତାର ସବୁ ସୀମା ପାର କରିଛନ୍ତି ଦୁର୍ବୃତ୍ତ । ଚଳନ୍ତା କାରରେ ମା’ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଫୋପାଡି ଦେଇ ଚାଲିଯିବା ଘଟଣା ପୁରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।…

ସିନ୍ଦେଙ୍କ କ୍ୟାମ୍ପରେ ମହାରାଷ୍ଟ୍ରର ଉଚ୍ଚ ଶିକ୍ଷା ମନ୍ତ୍ରୀ । ଉଦ୍ଧବଙ୍କ ପାଖରେ ଆଉ କେତେ ମନ୍ତ୍ରୀ?

କନକ ବ୍ୟୁରୋ: ମାତୋଶ୍ରୀଙ୍କ ନିକଟତର ଥିବା ମହାରାଷ୍ଟ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ । ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ମାତ୍ର ୩ ଜଣ ମନ୍ତ୍ରୀ । ଏହାସହ ସିନ୍ଦେଙ୍କ ପାଖରେ ଏବେ ୩୯ ଶିବସେନା ବିଧାୟକ ରହିଥିବା ଜଣାପଡିଛି ।…

ଭାଇରାଲ ହେଉଛି ସମାଜବାଦୀ ପାର୍ଟି ନେତାଙ୍କ ମଜାଦାର୍ ଇଂରାଜୀ ଭିଡିଓ । ଉପନିର୍ବାଚନରେ ହାରିବା ପରେ କହିଲେ ଏପରି କଥା ।

କନକ ବ୍ୟୁରୋ: ଆଜମଗଡରୁ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଭାଇ ଧର୍ମେନ୍ଦ୍ର ଯାଦବଙ୍କ ଇଂଲିସ୍ କହିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କୁ ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ ହରାଇବା ପରେ ପୋଲିସ ଉପରେ ନିଜର ବିରକ୍ତି ପ୍ରକାଶ କରିବାକୁ ଯାଇ ହିନ୍ଦି ମିଶା…

ଚର୍ଚ୍ଚାରେ‘ଗୁଗୁଲ୍ ଗୋଲ୍ଡେନ୍ ବାବା’ । ମୁହଁରେ ସୁନାର ମାସ୍କ, ପାଦରେ ପିନ୍ଧୁଛନ୍ତି ରୂପାର ଜୋତା

କନକ ବ୍ୟୁରୋ: ଆପଣ ସୁନାରେ ଛାଉଣୀ କିଛି ଲୋକଙ୍କୁ ପୂର୍ବରୁ ସୋସିଆଲ ମିଡିଆରେ ଦେଖିଥିବେ । ହେଲେ ଜଣେ ବାବା ବୋଲାଉଥିବା ବ୍ୟକ୍ତି ସୁନାରେ ଛାଉଣୀ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏମିତି ଜଣେ ବାବା ହେଉଛନ୍ତି ୟୁପି କାନପୁରର ‘ ଗୁଗୁଲ୍ ଗୋଲ୍ଡେନ୍ ବାବା’…

ରଥ ଉଚ୍ଚତାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା ପରେ ତେଜିଲା ବିବାଦ । ମନ୍ତବ୍ୟକୁ ନିନ୍ଦା କଲେ କେନ୍ଦୁଝର ବଳଦେବଜୀଉ…

 କନକ ବ୍ୟୁରୋ: ବଡ଼ ଠାକୁରଙ୍କ ରଥ ସବୁଠୁ ବଡ ବୋଲି ଗଜପତି ମହାରାଜ କହିବା ପରେ ବିବାଦ ତେଜୁଛି ।  ଗଜପତି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ । ଏବେ ନୁହେଁ ଦୀର୍ଘ ୩୦୦ ବର୍ଷ ହେଲା କେନ୍ଦୁଝରରେ ବଡ ରଥ…