ଆଜି ଜାତୀୟ ସଦଭାବନା ଦିବସ । ଶାନ୍ତି ଏକତା ପାଇଁ ଦିନଟିଏ

କନକ ବ୍ୟୁରୋ: ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ଦେଶବ୍ୟାପୀ ପାଳନ କରାଯାଉଛି ସଦଭାବନା ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ ମସିହାଠାରୁ ସଦଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଏହି ଦିବସ ପାଳିତ ହୋଇଆସୁଛି ।…

ଆଜି ବିଶ୍ୱ ମଶା ଦିବସ । ସଚେତନତା ହିଁ ନିଦାନ

କନକ ବ୍ୟୁରୋ: ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଉଛି ବିଶ୍ୱ ମଶା ଦିବସ । ଏହା ବ୍ରିଟିଶ୍ ଡାକ୍ତର ସାର୍ ରୋନାଲ୍ଡ ରସଙ୍କ ଆବିଷ୍କାରର ଏକ ସ୍ମୃତି ଦିବସ । ୧୮୯୭ ମସିହାରେ ମାଈ ଏନଫେଲିସ୍ ମଶା ମଣିଷଙ୍କ ମଧ୍ୟରେ ମ୍ୟାଲେରିଆ ସଙ୍କ୍ରମଣ କରୁଥିବା ଜଣାପଡିଥିଲା । ଆବିଷ୍କାର ପୂର୍ବରୁ…

ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ମଙ୍ଗଳ ଆଳତି ସମୟରେ ଶ୍ୱାସରୁଦ୍ଧ ହୋଇ ୨ ମୃତ,୬ ଗୁରୁତର

କନକ ବ୍ୟୁରୋ: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରାର ବିଶ୍ୱପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଅଘଟଣ ଘଟିଛି । ଏଠାରେ ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ପ୍ରବଳ ଭିଡ ହେବାରୁ ଅଣନିଶ୍ୱାସୀ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏହାସହ ୬ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର…

‘ନ୍ୟୁୟର୍କ ଟାଇମ୍ସ’ରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶଂସା । ସେଥିପାଇଁ ତାଙ୍କ…

କନକ ବ୍ୟୁରୋ: ‘ଆମେରିକା ବିଶ୍ୱର ସବୁଠୁ ସମୃଦ୍ଧ ରାଷ୍ଟ୍ର । ଏଠିକାର ସବୁଠାରୁ ବଡ ସମ୍ବାଦପତ୍ର ହେଉଛି ନ୍ୟୁୟର୍କ ଟାଇମ୍ସ । ଏହାର ସାମନା ପୃଷ୍ଠାରେ କାହାରି ଖବର ଛପିବା ସୌଭାଗ୍ୟର କଥା । ଏହି ପୃଷ୍ଠାରେ ଦିଲ୍ଲୀର ଖବର, ଏଠିକାର ଶିକ୍ଷା ବ୍ୟବସ୍ଥା ଖବର ଛପିଛି । ଦିଲ୍ଲୀ ଶିକ୍ଷାମନ୍ତ୍ରୀ…

ଶିକ୍ଷକଙ୍କ କ୍ରୁରତା । ଜଣେ ଛାତ୍ରଙ୍କ ବଦଳରେ ଅନ୍ୟଜଣେ ଛାତ୍ର ଉତ୍ତର ଦେବାରୁ ମାଡମାରି ଦାନ୍ତ ଭାଙ୍ଗିଦେଲେ ।

କନକ ବ୍ୟୁରୋ: ଦିନକୁ ଦିନ ସାମ୍ନାକୁ ଆସୁଛି ଶିକ୍ଷା କ୍ଷେତ୍ରରେ ଘୋର ଅବହେଳାର ଚିତ୍ର । ଶିକ୍ଷା ପରି ଜ୍ଞାନ ଦେଇ ପିଲାଙ୍କୁ ମଣିଷ କରୁଥିବା ଶିକ୍ଷକ ଯେ ଏତେ ନୃଶଂସ ହୋଇପାରନ୍ତି ତାହାର ଆଉ ଏକ ପ୍ରମାଣ ମିଳିଛି । ରାଜସ୍ଥାନ ଉଦୟପୁରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଜଣେ ଛାତ୍ର ମାଡ ମାରି…

ତେଜସ୍ୱୀଙ୍କୁ ଭେଟିବା ପରେ ଷ୍ଟଲ ଫେରିପାଇଲେ ‘ଗ୍ରାଜୁଏଟ୍ ଚାୟବାଲି’ । ନଗର ନିଗମ ଚଢାଇଥିଲା ବୁଲଡୋଜର ।

କନକ ବ୍ୟୁରୋ: ପାଟଣାର ‘ଗ୍ରାଜୁଏଟ୍ ଚା’ବାଲି’ ଭାବେ ଜଣାଶୁଣା ପ୍ରିୟଙ୍କାଙ୍କ ଦୁଃଖ ବୁଝିଲା ପ୍ରଶାସନ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କ ପାଖରେ ଗୁହାରୀ କରିବା ପରେ ନିଜ ଚା’ ଷ୍ଟଲକୁ ଫେରିପାଇଛନ୍ତି ପ୍ରିୟଙ୍କା । ଗୁରୁବାର ପାଟଣା ନଗର ନିଗମ ଜବରଦଖଲ ହଟାଇବା…