ବିଚାରପତିଙ୍କ ଆତ୍ମହତ୍ୟା । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ

କନକ ବ୍ୟୁରୋ: ବିଚାରପତିଙ୍କ ଆତ୍ମହତ୍ୟା । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ କଟକ ସିଡିଏ ସେକ୍ଟର-୯ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ମୁତାବକ, ବିଚାରପତି ସୁବାସ କୁମାର ବିହାରୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ୟୁଜର୍ସଙ୍କୁ ଟ୍ୱିଟରର ଉପହାର । ଏଥର ଟ୍ୱିଟରେ ଭୁଲ ସୁଧାରି ପାରିବେ ତ୍ରୁଟି ।

କନକ ବ୍ୟୁରୋ: ଟ୍ୱିଟରରେ ରହିବ ଏଡିଟ୍ ବଟନ୍ । ଥରେ ଟ୍ୱିଟ୍ କରିଦେଲେ ଅଉ ତାକୁ ଏଡିଟ୍ କରିହେଉନଥିଲା । ଆବଶ୍ୟକ ପଡିଲେ ଟ୍ୱିଟକୁ ଡିଲିଟ କରିବେ ପଛେ ହେଲେ ସେଥିରେ ହୋଇଥିବା ତ୍ରୁଟିକୁ ସୁଧାରିବା ଅସମ୍ଭବ ଥିଲା । ହେଲେ ଏବେ ଆଉ ଏପରି କିଛି ସମସ୍ୟା ହେବନି । ଏଥର ୟୁଜର୍ସ ଚାହିଁଲେ ଟ୍ୱିଟରେ…

ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍, ହେଲେ ୫ ଭାଷାରେ କଥା ହୋଇ ଲୋକଙ୍କୁ ଲୁଟୁଥିଲା ସୁପର ସାଇବର ଠକ । 

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପୋଲିସ ହାତରେ ଏପରି ଜଣେ ଯୁବକ ଧରାପଡିଛି, ଯିଏ ଅତି ଚାଲାକି କରି ସାଇବର ଠକେଇ କରୁଥିଲେ ।  ତା ବିଷୟରେ ଯାହା ତଥ୍ୟ ଜଣାପଡିଲା ତାହା ଜାଣି ପୋଲିସ ତାଜୁବ ହୋଇଯାଇଥିଲା । ପାଠପଢା ମାତ୍ର ଅଷ୍ଟମ ପାସ୍ । ନିପଟ ଗାଁରେ ଘର । ହେଲେ ମସ୍ତିଷ୍କ ପୁରା ତୀକ୍ଷ୍ଣ ।  ୫…

ଡାକ୍ତରଖାନା ଝରକାରୁ ଖସି ରୁଷୀୟ ତୈଳ କମ୍ପାନିର ମୁଖ୍ୟ ମୃତ । ରହସ୍ୟମୟ ମୃତ୍ୟୁର ଯାଞ୍ଚ ଆରମ୍ଭ ।

କନକ ବ୍ୟୁରୋ: ରୁଷ୍‌ର ଦ୍ବିତୀୟ ବୃହତ୍‌ ତୈଳ କମ୍ପାନି ‘ଲୁକ୍‌ଅଏଲ୍‌’ର ମୁଖ୍ୟ ରାଭିଲ୍‌ ମାଗାନୋଭ୍‌ ଗୁରୁବାର ଦିନ ମସ୍କୋସ୍ଥିତ ଏକ ଡାକ୍ତରଖାନା ଝରକାରୁ ଖସିପଡ଼ି ମୃତ୍ୟୁବରଣ କରିଥିବା କଥା କୁହାଯାଉଛି। ୧୯୯୩ରେ ‘ଲୁକ୍‌ଅଏଲ୍‌’ ଆରମ୍ଭ ହେବା ସମୟରୁ ହିଁ ୬୭ ବର୍ଷିୟ ମାଗାନୋଭ୍‌ ସେଥିରେ…

ମହିଳାଙ୍କୁ ଗର୍ଭାଶୟ କ୍ୟାନ୍ସରରୁ ମିଳିବ ମୁକ୍ତି! ବଜାରକୁ ଆସିଲା ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ୍

କନକ ବ୍ୟୁରୋ: ମହିଳାଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଥର ଆଉ ରହିବନି ଗର୍ଭାଶୟ କ୍ୟାନ୍ସରର ଡର । କାରଣ ଏହାର ମୂଳୋତ୍ପାଟନ ପାଇଁ ଆସିଯାଇଛି ପ୍ରଥମ ସ୍ୱଦେଶୀ ଟିକା । ଆଜି ଏହାକୁ ଲଞ୍ଚ କରାଯାଇଛି । ଡିସିଜିଆଇ ଜୁଲାଇ ୧୨ ତାରିଖରେ ଏହାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲା । ଏହା ହେଉଛି ପ୍ରଥମ…

ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଦେଉଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ନୀତିଶ କୁମାର କହିଲେଏଭଳି କଥା

କନକ ବ୍ୟୁରୋ: ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବାକୁ ବିହାର ଗସ୍ତରେ ପହଞ୍ଚିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ । ଏହି ଅବସରରେ ଦୁହେଁ ମିଶି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ହେଲେ ମଝିରେ ଜଣେ ସାମ୍ବାଦିକ ଏପରି ପ୍ରଶ୍ନ କଲେ ଯେ ନିଜ…