Daily Archives

July 3, 2024

ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପାଇଁ କେଏମବିବି +୨ ବିଜ୍ଞାନ କଲେଜର ଓରିଏନଣ୍ଟେସନ କାର୍ଯ୍ୟକ୍ରମ । ଗୁରୁମନ୍ତ୍ର ଦେଲେ…

କନକ ବ୍ୟୁରୋ : କଟକ ବାରଙ୍ଗ ସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଆୟୋଜିତ ହୋଇଛି ଓରିଏନଣ୍ଟେସନ୍ କାର୍ଯ୍ୟକ୍ରମ। ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର ଯୋଗ ଦେଇଥିବା ବେଳେ…

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି…

କନକ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହେ ପୂର୍ବରୁ ମଧ୍ୟ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ…

ସଫଳତାର ଶିଢ଼ି ଚଢ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦଖଲ କଲେ ଆଇସିସିର ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ଏକ ନମ୍ବର ସ୍ଥାନ

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରହି ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି। ଏହାଭିତରେ ଆଉ ଏକ ଭଲ ଖବର ଅସିଛି। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର…

ତାମିଲନାଡୁ ବିଜେପି ମୁଖ୍ୟଙ୍କ ରାଜନୀତିରୁ ସାମୟିକ ଅବ୍ୟାହତି: ଫେଲୋସିପ ପାଇଁ ୩ ମାସ ପାଇଁ ଅକ୍ସପୋର୍ଡରେ ପଢ଼ିବାକୁ…

କନକ ବ୍ୟୁରୋ: ଛୁଟିରେ ଯିବେ କେ ଆନ୍ନାମଲାଇ। ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲ୍ଲାଇ ରାଜନୀତିରୁ ସାମୟିକ ଅବ୍ୟାହତି ନେଇଛନ୍ତି। ଦ ଚେଭେନିଂ ଗୁରୁକୁଳ ଫେଲୋସିପ୍ ଫର ଲିଡରସିପ୍ ଆଣ୍ଡ ଏକ୍ସଲେନ୍ସ’ ନାମକ ଏକ ଫେଲୋସିପ ପ୍ରୋଗ୍ରାମରେ ଭାଗ ନେବା ପାଇଁ ବିଦେଶ ଯିବାର କାର୍ୟ୍ୟକ୍ରମ ରହିଛି।…

ରାଜ୍ୟସଭାରେ ମୋଦୀଙ୍କ ସମ୍ବୋଧନ: ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ୍

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମ୍ବୋଧନ ବେଳେ ସେ ମଣିପୁର ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ମଣିପୁର ପରି ଅତି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି,…

ଜିକା ଭାଇରସ୍ ନେଇ ବଢ଼ିଲା ଚିନ୍ତା: ରାଜ୍ୟଙ୍କୁ ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

କନକ ବ୍ୟୁରୋ: ଜିକା ଭାଇରସ୍ ସଂକ୍ରମଣ ନେଇ ରାଜ୍ୟ ଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର। ଏନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ଚିଠିରେ ପରାମର୍ଶ ଦିଆଯାଇଛି। କିପରି ମଶାଙ୍କ ସଂଖ୍ୟା ଓ ପ୍ରାଦୁର୍ଭାବକୁ…