Daily Archives

July 2, 2024

ଜୁଲାଇ ୮ ତାରିଖରୁ ୨୭ ତାରିଖ ଯାଏଁ ହେବ ରତ୍ନଭଣ୍ଡାର କାମ । ଓଡିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ ।

କନକ ବ୍ୟୁରୋ: ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ଜୁଲାଇ ୮ ତାରିଖରୁ ୨୭ ତାରିଖ ଯାଏଁ ହେବ ରତ୍ନଭଣ୍ଡାର କାମ । ଏହି ୧୯ ଦିନରେ ରତ୍ନଭଣ୍ଡାରର ଯାଞ୍ଚ ହେବା ସହିତ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ତେବେ ଏଥିପାଇଁ ଆସନ୍ତା ୪ ତାରିଖରେ…

ଲାଞିଗଡରେ ଥିବା ବେଦାନ୍ତ ଆଲୁମିନିୟମର ବିଶୋଧନାଗାର ଲାଭ କଲା କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ଏବଂ କଳିଙ୍ଗ ଶକ୍ତି…

କନକ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କଳାହାଣ୍ଡି ଜିଲ୍ଲାର ଲାଞିଗଡରେ ଥିବା ଆଲୁମିନା ରିଫାଇନାରୀ ୟୁନିଟ୍ ପାଇଁ ସମ୍ମାନଜନକ କଳିଙ୍ଗ ଶକ୍ତି ଉତ୍କର୍ଷ ପୁରସ୍କାର ଏବଂ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ଜିତିଛି । ଏହି ପୁରସ୍କାର ଗୁଡିକ ଓଡିଶା…

ଭାରତ ଫେରିବେ ୱେଷ୍ଟଇଣ୍ଡିଜରେ ଫସିଥିବା ଭାରତୀୟ ଟିମ । ଖେଳାଳୀଙ୍କୁ ଆଣିବାକୁ ସ୍ୱତନ୍ତ୍ର ବିମାନ ପଠାଇଲା ବିସିସିଆଇ ।…

କନକ ବ୍ୟୁରୋ: ତିନି ଦିନ ହେଲା ଘୂର୍ଣ୍ଣିଝଡ଼ ଭିତରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫସିଥିବା ଭାରତୀୟ ଟିମ୍ ସ୍ୱଦେଶ ଫେରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଝଡ଼ତୋଫାନ ଯୋଗୁଁ ଭାରତୀୟ ଟିମ୍, ବିସିସିଆଇ ଷ୍ଟାଫ, କିଛି ଖେଳାଳିଙ୍କ ପରିବାର ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଭାରତ…

କିଏ ହେବ ଲୋକସଭାର ଉପ-ବାଚସ୍ପତି? ପଦକୁ ନେଇ ସରକାର ଏବଂ ବିରୋଧି କଥା କଟାକଟି । ଅବଧେଶ ପ୍ରସାଦଙ୍କୁ ପଦ ଦେବାକୁ…

କନକ ବ୍ୟୁରୋ: ଖାଲି ପଡିବ କି ଲୋକସଭାରେ ଉପ ବାଚସ୍ପତି ପଦ? ୧୮ତମ ଲୋକସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପ-ବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି । ସରକାରଙ୍କ ତରଫରୁ ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଡେପୁଟି ସ୍ପିକର…

ଦ୍ୱିତୀୟ ଦିନରେ ପୁଣି ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । କହିଲେ ସତକୁ ହଟାଯାଇପାରିବ ନାହିଁ । ଘଟଣାକୁ ନେଇ…

କନକ ବ୍ୟୁରୋ: ବିରୋଧୀ ଦଳ ନେତା ଭାବେ ସଂସଦରେ ପ୍ରଥମ ଭାଷଣରେ ମୋଦୀ ସରକାରଙ୍କୁ କଡା ସମାଲୋଚନା କରି ଚର୍ଚ୍ଚାକୁ ଆସିଥିବା ରାହୁଲ ଗାନ୍ଧୀ ଦ୍ବିତୀୟ ଦିନରେ ଏଭଳି କହିଛନ୍ତି। ସତକୁ ହଟାଯାଇପାରିବ ନାହିଁ, ମୋଦୀଙ୍କ ଦୁନିଆରେ ସତକୁ ହଟାଯାଇପାରିବ କିନ୍ତୁ ବାସ୍ତବରେ ସତକୁ ଲୁଚାଯାଇପାରିବ…

କିଏ ଏହି ବାବା? ଯାହାଙ୍କ ସତସଙ୍ଗରେ ଚାଲିଗଲା ଶହେରୁ ଅଧିକ ଜୀବନ

କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ ଘଟିଯାଇଛି । ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମରେ ଏଭଳି ଘଟଣା ଘଟିଛି । ଆଉ ମୃତକମାନଙ୍କ…