Daily Archives

April 26, 2018

ଭାଗଚାଷୀଙ୍କ ଠାରୁ ଧାନ କିଣିବେ ସମବାୟ ସମିତି ! ଧାନ ବିକିବା ପାଇଁ ୬ ହଜାର ଚାଷୀ କରିଛନ୍ତି ପଞ୍ଜୀକରଣ

କନକ ବ୍ୟୁରୋ : ଭାଗଚାଷୀମାନଙ୍କଠାରୁ ଧାନସଂଗ୍ରହ କରିବାରେ ଅସୁବିଧା ନାହିଁ । ରବି ଧାନ ବିକିବା ପାଇଁ ବର୍ତମାନ ସୁଦ୍ଧା ୬ ହଜାର ଭାଗ ଚାଷୀ ସମବାୟ ସମିତିଗୁଡ଼ିକରେ ପଂଜୀକରଣ କଲେଣି । ମେ ୧ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିିବଙ୍କ ଅଧ୍ୟକ୍ଷତାରେ…

ହ୍ୱାଟସଅପାରେ ଡାଉନଲୋଡ଼୍ କରିପାରିବେ ଡିଲିଟ୍ ହୋଇଯାଇଥିବା ଭିଡ଼ିଓ ଓ ଫଟୋ ! ଆସୁଛି ୬ଟି ନୂଆ ଫିଚର

ହ୍ୱାଟସଆପ ଏବେ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି । ଅଫିସ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ହ୍ୱାଟସଆପର ବ୍ୟବହାର ହେଉଛି । ତେବେ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ମଧ୍ୟ ନୂଆ ନୂଆ ଫିଚର ଦେବା ସହ ଆପକୁ ଅପଡ଼େଟ୍ କରୁଛି । ଏଥର ହ୍ୱାଟସଆପରେ କିଛି ଏପରି…

ପ୍ରଶଂସକଙ୍କ ବ୍ୟବହାରରେ ରାଗିଲେ ସ୍ୱପ୍ନା ! ଅଧାରୁ ଛାଡିଲେ ଶୋ’ ।

କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ବିଗବସ୍ ସିଜିନ୍-୧୧ ରୁ ପ୍ରସିଦ୍ଧ ହୋଇଥିବା ହରିୟାଣା ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ ନିକଟରେ ଏକ ଶୋ’ରେ ନିଜର ଡ୍ୟାନ୍ସ ଜଲୱା ଦେଖାଉଥିଲେ । ସ୍ୱପ୍ନା ଫରିଦାବାଦର ହୁଡ୍ଡା ଗ୍ରାଉଣ୍ଡଠାରେ ନିଜର ଡ୍ୟାନ୍ସ ଦେଖାଇବେ ଏହା ଜାଣିବେ ପରେ…

ଭାରତ ଇତିହାସରେ ଏଭଳି କେସ୍ ଯେଉଁଠି କୋର୍ଟରେ ନୁହଁ ଜେଲରେ ହିଁ ଶୁଣାଇ ଦିଆଗଲା ରାୟ !

ଦୋଷୀକୁ ଦଣ୍ଡ ବିଧାନ କରିବା ପାଇଁ ଅଦାଲତର କାଠଗଡାରେ ଠିଆ କରି ପ୍ରଶ୍ନ ପଚରାଯାଏ । ସମ୍ପୁର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ନ୍ୟାୟାଧିଶ ରାୟ ଶୁଣାନ୍ତି । କିନ୍ତୁ କିଛି କେସ୍ ଏମିତି ଅଛି ଯାହାର ରାୟ କୋର୍ଟରେ ନହୋଇ ଥାନା ଭିତରେ ହିଁ ରଫାଦଫା ହୋଇଯାଇଛି । ଏହିଭଳି କେସରେ କେଉଁ କ୍ଷେତ୍ରରେ…

ବିଧାନସଭାରେ ରତ୍ନଭଣ୍ଡାରର ହିସାବ ଦେଲେ ସରକାର ! ୧୨ ହଜାର ୮୩୧ ଭରି ରହିଛି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ

କନକ ବ୍ୟୁରୋ :  ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆଜି ହିସାବ ଦେଇଛନ୍ତି ସରକାର । ରତ୍ନଭଣ୍ଡାରରେ ରହିଛି ୧୨ ହଜାର ୮୩୧ ଭରି ୧ ଅଣା ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ । ସେହିଭଳି ରୂପାବାସନ ଓ ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଛି ୨୨ ହଜାର ୧୫୩ ଭରି । ଆଜି ବିଧାନସଭାରେ ଏଭଳି ଉତ୍ତର…

ମଜା ଦେଖିବା ପାଇଁ ମାଙ୍ଗଡ଼କୁ ପାଣିକୁ ଠେଲିଦେଲେ ଜଣେ ଦୁଷ୍ଟବ୍ୟକ୍ତି ! ଆଉ ତା’ପରେ ମାଙ୍କଡ଼ ଯାହା କଲା . . . ଜାଣିଲେ…

ମାଙ୍କଡ଼ ସହ ମସ୍ତିମଜାକ କରିବା ଜଣେ ବ୍ୟକ୍ତି ପାଇଁ ମହଙ୍ଗା ପଡ଼ିଗଲା । ଚୀନର ଫୁଜିଆନରେ ଜଣେ ପର୍ଯ୍ୟଟକ ପୁଲ ପାଖରେ ବସିଥିବା ଏକ ମାଙ୍କଡ଼କୁ ପାଣି ଭିତରକୁ ଠେଲିଦେଇଥିଲେ । ତେବେ ପାଣି ଭିତରେ ପଡ଼ିଯିବା ବଦଳରେ ମାଙ୍ଗଡ଼ର ପ୍ରତି ଆକ୍ରମଣ ଉକ୍ତ ବ୍ୟକ୍ତିକୁ ସାରା ଜୀବନ ମନେରହିବ । ଏପରି କିଛି…