Daily Archives

April 24, 2018

ପତଳା ଓ ମୋଟା ହେବା ପାଇଁ କଣ ଖାଇବା ଉଚିତ ! ବିଜ୍ଞାପନ ମାଧ୍ୟମରେ ସରକାର ଦେଲେ ପରାମର୍ଶ, ସୋସିଆଲ ମିଡିଆରେ କେନ୍ଦ୍ର…

କନକ ବ୍ୟୁରୋ : ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ନେଇ ଭାରତ ସରକାରଙ୍କ ବିଜ୍ଞାପନ ଏବେ ବିବାଦ ଘେରରେ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୁଗଠିତ ଶରୀର ଗଠନ ପାଇଁ ବିଜ୍ଞାପନ ଦେଇ କଣ ଖାଦ୍ୟ ଖାଇବା ଉଚିତ, ସେନେଇ ପରାମର୍ଶ ଦେଇଥିଲେ । ତେବେ ଏହାକୁ ଟ୍ୱିଟରରେ ପ୍ରବଳ ବିରୋଧ ଦେଖିବାକୁ…

କେମିତି ଧରାପଡିଲା ପାର୍ସଲ ବୋମାର ମାଷ୍ଟରମାଇଣ୍ଡ ! ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡିଲେ ଖଳନାୟକ ପୁଂଜିଲାଲ,…

କନକ ବ୍ୟୁରୋ : ଦୀର୍ଘ ଦୁଇ ମାସ ଧରି ଅପରାଧୀକୁ ଧରିବାକୁ ନୟାନ୍ତ ହୋଇପଡିଥିବା ପୋଲିସ, କେମିତି ପୁଂଜିଲାଲ ପାଖରେ ପହଁଚିଲା । କଣ ଥିଲା ଏହାର ଖିଅ । କେମିତି ପୋଲିସ ଜାଣିଥିଲା ପୁଂଜିଲାଲ ହିଁ ଏହି ଘଟଣାର ମାଷ୍ଟରମାଇଣ୍ଡ । ତେବେ ପାସର୍ଲ ବମର ଅଭିଯୁକ୍ତଙ୍କୁ ଧରିବା ପାଇଁ ଖିଅ ଖୋଜୁ ଖୋଜୁ…

ଚିଠି ଖୋଲିଦେଲା ଇଂରାଜୀ ଅଧ୍ୟାପକଙ୍କ ଗୁମର ! ଫିଟିଲା ପାଟଣାଗଡ ବୋମା ରହସ୍ୟ, ପ୍ରିନସପାଲ ପଦ ମିଳିଲାନି ବୋଲି ବୋମା…

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମାର ରହସ୍ୟମୟ ଅପରାଧ କାହାଣୀରେ ଶେଷରେ ଯବନିକା ପଡିଛି । ଗତ ଦୁଇ ମାସ ଧରି ପୋଲିସ ନାକେଦମ୍ ହୋଇଯାଇଥିଲା, ଏହି ଅପରାଧର ମୂଳରେ ପହଁଚିବାକୁ । ଶେଷରେ ଘରପାଖରେ ଧରାପଡିଲା ଷଡଯନ୍ତ୍ରକାରୀ ଇଂରାଜୀ ଅଧ୍ୟାପକ । ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା…

ମନ୍ଦିର ଭିତରେ ମହାପାପୀ ! ନିଶା ଔଷଧ ଖୁଆଇ ବଳାତ୍କାରର ଭିଡିଓ ଭାଇରାଲ କଲେ ପୂଜକ

କନକ ବ୍ୟୁରୋ : ମନ୍ଦିରକୁ ଆସୁଥିବା ଜଣେ ଯୁବତୀର ଅଶ୍ଲୀଳ ଭିଡିଓ ବନାଇ ଭାଇରାଲ୍ କରିଦେଲେ ସେହି ମନ୍ଦିରର ପୂଜକ । ଭୁବନେଶ୍ୱରରେ ଘଟିଛି ଏହି ଘଟଣା । ଯୁବତୀଙ୍କୁ ନିଶା ଦେଇ ତାଙ୍କ ନଗ୍ନ ଭିଡିଓ ବନାଇଥିଲେ ପୂଜକ ଜଣକ । ଏବଂ ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ନଚେତ୍…

କାଲିଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ! ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ନିଷ୍ପତ୍ତି ।

କାଲିଠାରୁ ଖରା ଛୁଟି । ଆସନ୍ତା କାଲିଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍ତୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମ…

ଭେଟନ୍ତୁ ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ! ଯିଏ ହଜାର ହଜାର ମହିଳାଙ୍କ ପାଇଁ ପ୍ରେରଣା ।

ଏମିତି ଆଉ କୌଣସି କ୍ଷେତ୍ର ବାକି ନାହିଁ ଯେଉଁଥିରେ ମହିଳାମାନେ ନିଜ ଦକ୍ଷତା ଏବଂ ପରାକ୍ରମ ଦେଖାଇନାହାନ୍ତି । ତେବେ ଅଗ୍ନିଶମ କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି କୋଲକାତାର ଝିଅ ତାନ୍ୟା ସାନ୍ୟାଲ । ଯିଏକି ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀ ହୋଇ ଇତିହାସ ରଚିଛନ୍ତି ।…