Daily Archives

April 22, 2018

ପୃଥିବୀ ଦିବସ ୨୦୧୮ : ‘ ପୃଥିବୀ ଦିବସ’ ସହିତ ଜଡିତ କିଛି ବିଶେଷ ତଥ୍ୟ, ଆପଣ ଜାଣିବା ନିହାତି ଜରୁରୀ

ଆଜି ସମଗ୍ର ବିଶ୍ୱରେ ‘ଆର୍ଥ ଡେ’ ଅର୍ଥାତ ‘ପୃଥିବୀ ଦିବସ’ ପାଳନ କରାଯାଉଛି । ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଓ ଧରଣୀକୁ ଧନ୍ୟବାଦ ଜଣାଇବା ପାଇଁ ଏହି ଦିନକୁ ଆଜିର ଦିନରେ ପାଳନ କରାଯାଏ । ଆଜିର ଦିନରେ ପୃଥିବୀର ଧୈର୍ଯ୍ୟକୁ ମନେ ପକାଯାଏ, ଯିଏ ଏହି ଦୁନିଆର ବୋଝକୁ ଟେକି ରଖିଛି ।…

ହଜିଯିବ ୨୦୦୦ ଟଙ୍କା ନୋଟ, ଏବଂ ଆପଣଙ୍କ ପାଖକୁ ପୁଣି ଫେରିବ ୧୦୦୦ ଟଙ୍କା ନୋଟ ! ଜାଣନ୍ତୁ ଏହି ଭାଇରାଲ ଖବରର ସତ୍ୟତା ।

କଣ ପୁଣି ଥରେ ଦେଶରେ ନୋଟବନ୍ଦୀ ହେବାକୁ ଯାଉଛି ? କଣ ସତରେ ନୂଆ ୨୦୦୦ ଟଙ୍କା ନୋଟ ବନ୍ଦ ହୋଇଯିବ ? ଏମିତି ଅନେକ କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ କୁହାଯାଉଛି ଯେ, ସରକାର ୨୦୦୦ ଟଙ୍କା ନୋଟକୁ ବନ୍ଦ କରିବାକୁ ଯାଉଛନ୍ତି । ଏବଂ ଏହା ବଦଳରେ ପୁଣି ଥରେ ୧ହଜାର…

କେଉଁ ରାଜ୍ୟରୁ ଆସିଥାନ୍ତି ଅଧିକ ସଂଖ୍ୟକ IAS ! ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥାର ସତ୍ୟତା କେତେ

ଭାରତର ସବୁଠାରୁ କଷ୍ଟ ପରୀକ୍ଷା ଭିତରେ ଆଇଏଏସ ପରୀଷାର ନାଁ ଆସେ । ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ କାଠିକର ପାଠ । ଭାରତୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜତି ହେଉଥିବା ଏହି ପରୀକ୍ଷାରେ ଟପ ରାଙ୍କ ମଧ୍ୟରେ ରଖୁଥିବା ଛାତ୍ରଛାତ୍ରୀ ଆଇଏଏସ ହୋଇଥାନ୍ତି ।…

ଚା’ ପ୍ରେମରେ ବାୟା ହେଲେ ଦମ୍ପତି : ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡି ସାଜିଲେ ଚା ବିକାଳି

ଭାରତରେ ପ୍ରାୟତଃ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାଆନ୍ତି । ଅନେକ ଚା’ କପେ ପାଇଁ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏହି ଚା’ ପ୍ରେମ ପାଇଁ ନିକଟରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦମ୍ପତି ନିଜର ଚାକିରି ଛାଡ଼ିଛନ୍ତି । ପୁନେରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ନିତିନ ବିୟାନି ଏବଂ…

କଂଗ୍ରେସ ଭବନରେ ପଦାଧିକାରୀଙ୍କ ସହ ଟିମ ନିରଞ୍ଜନଙ୍କ ବୈଠକ : ବିଧାୟକଙ୍କ ସମେତ ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ…

କନକ ବ୍ୟୁରୋ : କଂଗ୍ରେସର ନବକଳେବର । ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ ପରେ ଦଳକୁ ମଜବୁତ କରିବାକୁ ଟିମ ନିରଞ୍ଜନ ଭୁବନେଶ୍ୱରରେ ବୈଠକ ପରେ ବୈଠକ କରିଛନ୍ତି । ସମସ୍ତ ବିଧାୟକଙ୍କ ସହ ଦଳକୁ ମଜବୁତ କରିବା ସମ୍ପର୍କରେ ଟିମ ନିରଞ୍ଜନ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତାଙ୍କ…

୧୨ ବର୍ଷରୁ କମ ନାବାଳିକାଙ୍କ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ : କେନ୍ଦ୍ର କ୍ୟାବିନେଟ ପରେ ଅଧ୍ୟାଦେଶକୁ…

କନକ ବ୍ୟୁରୋ : ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବା ଅଧ୍ୟାଦେଶକୁ ଆଜି ରାଷ୍ଟ୍ରପତି ମଂଜୁରୀ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ପରେ ରାଷ୍ଟ୍ରପତି ଅଧ୍ୟାଦେଶରେ ଉପରେ ହସ୍ତାକ୍ଷର କରିଛନ୍ତି । ଏହାପରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଦେଇଛନ୍ତି । ଏବେ ଦୁଷ୍କର୍ମକୁ ନେଇ ନୂଆ…