Daily Archives

April 20, 2018

ଭିନିଲ କ୍ରୀଷ୍ଣାଙ୍କ ଅପହରଣର ୭ ବର୍ଷ ପରେ ଫେରିଲା ସାହସ ! ବିଚ୍ଛିନ୍ନାଂଚଳରେ ପଂଚିଲା ମାଲକାନଗିରି ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ଭିନିଲ କ୍ରୀଷ୍ଣା ଅପହରଣ ଘଟଣାର ୭ ବର୍ଷ ପରେ ବିଚ୍ଛିନ୍ନାଂଚଳବାସୀଙ୍କ ନିକଟରେ ପହଁଚିଲା ପ୍ରଶାସନ । ଦୁର୍ଗମ ଯୋଡାମ୍ବ ପଂଚାୟତ ଠାରେ ଏକ ଜନ ସମ୍ପର୍କ ଶିବିରର ଆୟୋଜନ କରି ଲୋକଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିଛି ସରକାରୀ କଳ । ସିଙ୍ଗିଲ ୱିଣ୍ଡୋ…

ସାରା ରାଜ୍ୟରେ ତାତିର ରାଜୁତି ! ବ୍ରହ୍ମପୁରରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

କନକ ବୁରୋ : ସାରା ରାଜ୍ୟରେ ରାଜ୍ କରୁଛି ତାତି । ସୂର୍ଯ୍ୟଙ୍କର ପ୍ରଖର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ । ରାଜ୍ୟ ବ୍ୟାପୀ ମୁଣ୍ଡ ଫଟା ଖରା ଅନୁଭୁତ ହେଉଥିବା ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଖରା ଦାଉରେ ଦିନ ୧୦ ଟା ପରେ ଏକ ପ୍ରକାର ଠପ୍…

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ନେଇ ସହମତି ! ୭୧ ସାଂସଦଙ୍କ ଦସ୍ତଖତ ସହ ଉପରାଷ୍ଟ୍ରପତିଙ୍କୁ…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ନେଇ ସହମତି ହୋଇଛି । ୭୧ ସାଂସଦଙ୍କ ଦସ୍ତଖତ ସହ ଉପରାଷ୍ଟ୍ରପତିଙ୍କୁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କଂଗ୍ରେସକୁ ୭ଟି ଦଳ ଏନସିପି, ବିଏସପି, ସିପିଆଇ, ସିପିଏମ, ସମାଜବାଦୀ ପାର୍ଟି,…

ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମିଳିବ ଫାଶୀଦଣ୍ଡ ! ଖୁବଶୀଘ୍ର ନିୟମ ବଦଳାଉଛନ୍ତି କେନ୍ଦ୍ର ସରକାର

ନାବାଳିକା ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କଲେ ଆଉ ମିଳିବନି ତ୍ରାହି । ଏଥିପାଇଁ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରାଯିବ । ଖୁବଶୀଘ୍ର ସରକାର ଏନେଇ ଥିବା ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏବେ ଦେଶରେ ଯେଉଁଭଳି ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି…

ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟ ପରେ ତେଜୁଛି ରାଜନୀତି ! ପରସ୍ପରକୁ ଦୋଷ ଦେଉଛନ୍ତି ବିଜେପି ଓ କଂଗ୍ରେସ

କନକ ବ୍ୟୁରୋ : ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସଂପର୍କିତ ରାୟ ପରେ ତେଜୁଛି ରାଜନୀତି । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ମେଳି ବାନ୍ଧୁଛନ୍ତି ବିରୋଧୀ । କଂଗ୍ରେସ ଦଳର ନେତୃତ୍ୱରେ ଏକାଧିକ ସମଭାବପନ୍ନ ଦଳକୁ ନେଇ ଆଜି ଏକ ବୈଠକ…

ଶ୍ରୀମନ୍ଦିରରେ ବାହାରିଲା ବରାଦି ଅବଢା ! ପ୍ରଶାସନ ଓ ସେବାୟତଙ୍କ ଭିତରେ ବିବାଦ ଯୋଗୁ ୪ ଦିନ ହେଲା ବନ୍ଦ ଥିଲା…

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବାହାରିଲା ବରାଦି ଅବଢା । ୪ ଦିନ ପରେ ଆଜି ଭକ୍ତଙ୍କୁ ମିଳିଛି ମହାପ୍ରସାଦ । ଗତ ଚାରି ଦିନଧରି ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ବାଦବିବାଦ ଲାଗିରହିଥିଲା । ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବାବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା…