Daily Archives

April 20, 2018

ଶିକ୍ଷା ଆଗରେ ହାର ମାନିଲା ବୟସ ! ୯୬ ବର୍ଷ ବୟସରେ ହାଇସ୍କୁଲ ଯାଉଛନ୍ତି ମହିଳା, ଅନ୍ୟ ପାଇଁ ସାଜିଲେ ଉଦାହରଣ

ଶିକ୍ଷା ଆଗରେ ହାର ମାନିଛି ବୟସ । କୌଣସି ବିଷୟରେ ଜାଣିବାକୁ ଇଚ୍ଛା ଥିଲେ ଏଥିରେ ବୟସ ବାଧା ସୃଷ୍ଟି କରିପାରେ ନାହିଁ ।ଆଉ ଏହାର ପ୍ରତ୍ୟେକ୍ଷ ଉଦାହରଣ ହେଉଛନ୍ତି ମେକ୍ସିକୋର ୯୬ ବର୍ଷିୟ ମହିଳା ଗ୍ୱାଡାଲୁପ ପାଲାସିଅସ । ଯେଉଁ ବୟସରେ ଆରାମ କରିବା କଥା ସେହି ବୟସରେ ନିଜ ସ୍ୱପ୍ନକୁ ପୂରଣ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ସହ ଝଡ଼ ବର୍ଷା ସମ୍ଭାବନା ! ଘଣ୍ଟା ପ୍ରତି ୫୦ରୁ ୬୦…

କନକ ବ୍ୟୁରୋ : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଶୁକ୍ରବାର ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି…

ମଣିଷ ଗଢୁଛି ବିର୍ସାମୁଣ୍ଡା ବିଦ୍ୟାପୀଠ ! ବିନା ସରକାରୀ ସହାୟତାରେ ଦିନରେ କୁନି କୁନି ପିଲା ଓ ରାତିରେ ଅପାଠୁଆ…

କନକ ବ୍ୟୁରୋ : ଦିନେ କି ବର୍ଷେ ନୁହେଁ ୧୭ ବର୍ଷା ବିନା ସରକାରୀ ସହାୟତାରେ ଚାଲିଛି ସ୍କୁଲ । ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ମଧ୍ୟ ପାଠପଢା ଚାଲିଛି । ଯେଉଁଠୁ ପାଠପଢି ଆଜି ବି.ଟେକ୍ ଇଂଜିନିୟର ହୋଇପାରିଛନ୍ତି ଛାତ୍ରଛାତ୍ରୀ । ଆଦିବାସୀ ଗରିବ ପିଲା ଓ ସେମାନଙ୍କ ମାଆଙ୍କୁ ସାକ୍ଷର କରିବା ପାଇଁ…

ପୁଣି ଫେରିଲା ଚକଡ଼ା ଚଡକ ! ଧାନ ଚାଷରେ ପୋକ ଲାଗିବା ପରେ ଚିନ୍ତାରେ ସମ୍ବଲପୁର ଜିଲ୍ଲା ଚାଷୀ

କନକ ବ୍ୟୁରୋ : ସମ୍ବଲପୁରରେ ଚାରିଆଡେ ଚାଲିଛି ଚକଡା ପୋକର ଆତଙ୍କ । ଏକର ଏକର ଧାନ ଜମିରେ ଚକଡା ପୋକ ଲାଗିବା ଆରମ୍ଭ ହୋଇଯାଇଛି । ପୋକ ଲାଗିବା ଦେଖି ଚାଷୀ କୀଟନାଷକ ସିଂଚନ କରୁଛି ହେଲେ କିଛି ଲାଭ ନାହିଁ । କାରଣ ଉଭୟ ସରକାରୀ ଓ ବେସରକାରୀ ଔଷଧ କାମ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀ…

ପ୍ରେମିକର ପାଗଳାମୀ ! ବିବାହ କରିବାକୁ ପ୍ରେମିକା ମନା କରିବାରୁ ୫ ଲକ୍ଷ ଟଙ୍କାରେ ଲଗାଇଲା ନିଆଁ ।

ମଧ୍ୟପ୍ରଦେଶର ସିହୋର ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମିକା ବିବାହ କରିବାକୁ ମନା କରିବାରୁ ୫ ଲକ୍ଷ ଟଙ୍କା ନୋଟରେ ନିଆଁ ଲଗାଇଦେଇଛି ପ୍ରେମିକ । ସୂଚନା ଅନୁଯାୟୀ, ସମ୍ପୃକ୍ତ ପ୍ରେମିକ ଜଣଙ୍କ ଏକ ପ୍ରାଇଭେଟ କମ୍ପାନୀରେ କ୍ୟାସିୟର କାମ କରୁଥିଲେ । ତେବେ ଏହି ଟଙ୍କାକୁ ସେ…

ଭାରତରେ ଏମିତି ବି ହୁଏ ଫଟୋ ଉଠା ! ଗୋଟିଏ ପରଫେକ୍ଟ ଫଟୋ ପାଇଁ ଗଛରେ ଓଲଟା ଝୁଲିଲେ ଫଟୋଗ୍ରାଫର, ଇଣ୍ଟରନେଟରେ ଭାଇରାଲ…

ଏକ ସୁନ୍ଦର ଫଟୋ ପଛରେ ସର୍ବଦା ଜଣେ ପ୍ରଫେସନାଲ ଫଟୋଗ୍ରାଫରଙ୍କ ଭୂମିକା ରହିଥାଏ । କିନ୍ତୁ ବେଳେବେଳେ ସୁନ୍ଦର ଫଟୋ କ୍ଲିକ୍ କରିବା ପାଇଁ ଫଟୋଗ୍ରାଫରଙ୍କୁ ନାକେଦମ ହେବାକୁ ପଡିଥାଏ । ଅନେକ କସରତ ପରେ ହିଁ ଗୋଟିଏ ସୁନ୍ଦର ଫଟୋ ଉଠାଇବାକୁ ସକ୍ଷମ ହୋଇଥାନ୍ତି ଫଟୋଗ୍ରାଫର । କିନ୍ତୁ ଆପଣ…