Daily Archives

April 18, 2018

ବିପଦରେ ଛୋଟ ପିଲାଙ୍କ ଭବିଷ୍ୟତ ! ସ୍କୁଲ ପରିସରରେ ମୁଣ୍ଡ ଉପରେ ଝୁଲୁଛି ୧୧ କେଭି ତାର ।

କନକ ବ୍ୟୁରୋ : ସ୍କୁଲ ଉପରେ ଝୁଲୁଛି ବିପଦ । ଆଶା ଆଶଙ୍କା ଭିତରେ ଚାଲିଛି ଛୋଟ ପିଲାଙ୍କ ଭବିଷ୍ୟତ ଗଢା । ପ୍ରତିମୂହୁର୍ତ୍ତରେ ବିପଦର ଆଶଙ୍କା ରହିଛି । ଆଉ ଏହାରି ଭିତରେ ମଧ୍ୟ ଚାଲିଛି ରାଇରଙ୍ଗପୁର ଚାପଲ ସ୍କୁଲ । ସ୍କୁଲ ପରିସରରେ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି । ଛାତ୍ରଛାତ୍ରୀ…

ମାଟି ତଳୁ ମହାଦେବ! ସଡକ ପୁନଃନିର୍ମାଣ ପାଇଁ ଖୋଳା ଚାଲିଥିବା ସମୟରେ ମାଟି ତଳୁ ଏମିତି କିଛି ବାହାରିଲା ଯାହା ଲୋକଙ୍କ…

ମହାରାଷ୍ଟ୍ର ବିଡ ଜିଲ୍ଲାର ଅମ୍ବେଜୋଗେଇଠାରେ ଏକ ସଡକର ପୁନଃନିର୍ମାଣ ପାଇଁ ମାଟି ଖୋଳା ଚାଲିଥିବା ସମୟରେ ମାଟି ତଳୁ ଏକ ଦୁର୍ଲଭ ମୂର୍ତ୍ତି ଆବିର୍ଭାବ ହେଲା । ଆଶ୍ଚର୍ଯ୍ୟର କଥା ଏହି କି ଯେ ମୂର୍ତ୍ତି ବାହାରିବା କିଛି ସମୟ ପରେ ଏକ କଳାନାଗ ୩ ଘଣ୍ଟା ଧରି ମୂର୍ତ୍ତି ପାଖରେ ଘୁରି ବୁଲିଲା ।…

ବାହାହେବାକୁ କହି ସମ୍ପର୍କ ରଖିଲେ, ହେଲେ ଧୋକା ଦେଇ ଖସିଗଲେ ! ବଜାରରେ ଭାଇରାଲ ହେଲା ଏମଏମଏସ ।

କନକ ବ୍ୟୁରୋ : କୁହାଯାଏ, ପ୍ରେମ ଅନ୍ଧ, ପ୍ରେମ ଶାସ୍ୱତ ଓ ଚିରନ୍ତନ । ହେଲେ ଏହି ବିଶ୍ୱାସ ରଖି ଆଗକୁ ବଢିଥିବା ପ୍ରେମିକାକୁ ଯଦି ପ୍ରେମିକ ଧୋକ୍କା ଦିଏ, ତେବେ ପ୍ରେମର ସଂଜ୍ଞା ବଦଳି ଯାଏ । ଆଉ ଠିକ ଏଭଳି ଏକ କାହାଣୀ ବାସ୍ତବରେ ଦେଖିବାକୁ ମିଳିଛି । ପ୍ରେମରେ ଅନ୍ଧ ପ୍ରେମିକା ଆଜି ବାଟବଣା…

ପାଣି ପାଇଁ ଡହକବିକଳ ହେଉଛନ୍ତି ଲୋକେ ! ପ୍ରଚଣ୍ଡ ଖରାରେ ଶୁଖିଯାଉଛି କୂଅ ପୋଖରୀ, ଶୋଷ ମେଂଟାଇବାର ଠିକଣା ପାଲଟିଛି…

କନକ ବ୍ୟୁରୋ : ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାର ପ୍ରକୋପରେ କୂଅ ପୋଖରୀ ସବୁ ଶୁଖିଯିବା ସହିତ ନଳକୂପରୁ ବାହାରୁଥିବା ପାଣି ଆବଶ୍ୟକତା ପୁରଣ କରିବାରେ ଅସମର୍ଥ ହେଉଥିବାରୁ ଦିନରାତି ନଳକୂପ ନିକଟରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ନମ୍ବର ଲଗାଇ ସଂଗ୍ରହ କରିବାକୁ…

୧୦ ବର୍ଷ ପୂର୍ବରୁ ଆଜିର ଦିନରେ ଜନ୍ମ ନେଇଥିଲା ଆଇପିଏଲ୍ ! ମୋଦି ଦେଇଥିଲେ ଆଇଡ଼ିଆ

ଇଣ୍ଡିଆନ୍ ପ୍ରିିମିୟର ଲିଗ୍ ତଥା ଆଇପିଏଲ ଆଜି ସାରା ବିଶ୍ୱରେ ଏକ ନୂତନ ସ୍ଥାନ ଅଧିକାର କରିଛି । କେବଳ ଭାରତର ଖେଳାଳି ନୁହେଁ ବିଦେଶୀ ଖେଳାଳି ମଧ୍ୟ ଆଇପିଏଲର ଅଂଶ ହେବା ପାଇଁ ଚାହିଁ ବସିଥାଆନ୍ତି । ଆଇପିଏଲ ମ୍ୟାଚରେ କେବଳ ରନ ବର୍ଷା ହୁଏନି ଟଙ୍କା ବର୍ଷା ମଧ୍ୟ ହୁଏ । ପ୍ରଥମ ଆଇପିଏଲ୍…

ରୋଡ ରୋମିଓଙ୍କୁ ମିଳିବ ପାନେ ! ଏଣିକି ମହିଳା ମାନଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ବ୍ରେସଲେଟ, ଅପରାଧୀଙ୍କୁ କରିବ ଚିହ୍ନଟ…

ସମାଜରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ବଢି ଚାଲିଛି ଯୌନ ନିର୍ଯ୍ୟାତନା । ଘରୁ ବାହାରକୁ ଯାଉଥିବା ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ବଡ ସମସ୍ୟା ପାଲଟି ଗଲାଣି । ତେବେ ମହିଳାଙ୍କ ଉପରେ ହେଉଥିବା ଏପରି ନିର୍ଯ୍ୟାତନାକୁ ରୋକିବା ପାଇଁ ଆମେରିକାର ବୈଜ୍ଞାନିକ ମାନେ ଏପରି ଏକ…