Daily Archives

April 18, 2018

ମହିଳା ସାମ୍ବାଦିକଙ୍କ ଗାଲରେ ହାତମାରି ବିବାଦରେ ଫସିଗଲେ ତାମିଲନାଡୁ ରାଜ୍ୟପାଳ ! ଯୌନ ଶୋଷଣ ନେଇ ଅଭିଯୋଗର ସଫେଇ…

କନକ ବ୍ୟୁରୋ : ହାତ ମାରି କ୍ଷମା ମାଗିଲେ ତାମିଲନାଡୁ ରାଜ୍ୟପାଳ । ମହିଳା ସାମ୍ବାଦିକଙ୍କ ଗାଲ ଆଉଁସି ବିବାଦୀୟ ହୋଇଥିବା ବନୱାରୀ ଲାଲ୍ ପୁରୋହିତ, ଶେଷରେ ତାଙ୍କ ଆଚରଣ ପାଇଁ କ୍ଷମା ମାଗିଛନ୍ତି । ଯୌନ ଶୋଷଣ ଭଳି ସଂଗୀନ ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ରାଜ୍ୟପାଳ ଜଣେ…

ଉଚ୍ଚଜାତିର ଗରିବଙ୍କୁ ମଧ୍ୟ ମିିଳିବ କି ସଂରକ୍ଷଣ ? ଦାବି ଉଠାଇଲେ ଏନଡିଏର କେତେକ ସହଯୋଗୀ ଦଳ

କନକ ବ୍ୟୁରୋ : କ’ଣ ଏଣିକି ଉଚ୍ଚଜାତିର ଗରିବ ଲୋକମାନଙ୍କୁ ବି ସଂରକ୍ଷଣ ସୁବିଧା ମିଳିବ?  କଣ ଅନୁସୂଚିତ ଜାତି ଓ ଜନଜାତିଙ୍କ ପରି ବ୍ରାହ୍ମଣ ବା କ୍ଷତ୍ରିୟମାନେ ମଧ୍ୟ ସଂରକ୍ଷଣ ପାଇପାରିବେ ? ଏପରି ପ୍ରସଙ୍ଗ ଉପରେ ଏବେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରରେ ଶାସନାଧିନ ଏନଡିଏର କେତେକ ସହଯୋଗୀ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ! ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବହିବ…

କନକ ବ୍ୟୁରୋ :  ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି…

ମହାଭାରତ ସମୟରେ ମଧ୍ୟ ବ୍ୟବହାର ହେଉଥିଲା ଇଂଟରନେଟ୍ : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଦାବି ପରେ…

ମହାଭାରତ ଯୁଗରୁ ଦେଶରେ ଇଣ୍ଟରନେଟ୍‌ ଓ ସାଟେଲାଇଟ୍‌ ମହଜୁଦ୍‌ ରହିଥିଲା ଏବଂ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଭାରତରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ହୋଇ ସାରିଥିଲା । ଏପରି ବୟାନ ଦେଇ ବିବାଦ ଘେରରେ ଅଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର…

ଛତିଶଗଡ ଷଡଯନ୍ତ୍ରର ଅସଲ ଚିତ୍ର !  ଗ୍ରୀଷ୍ମ ଆରମ୍ଭରୁ ଶୁଖିଲା ଇବ ନଦୀ, ରାଜ୍ୟରେ ବଢିଲା ଜଳ ଚିନ୍ତା

କନକ ବ୍ୟୁରୋ : କେବଳ ମହାନଦୀ ନୁହେଁ ଏହାର ମୁଖ୍ୟ ଶାଖା ନଦୀ ମାନଙ୍କୁ ମଧ୍ୟ ନିଶ୍ଚିହ୍ନ କରିବାକୁ ବସିଛି ଛତିଶଗଡ ସରକାର । ଉପରମୁଣ୍ଡରୁ ପାଣି ଚୋରି କରି ଇବ ନଦୀକୁ ମରୁଭୂମିରେ ପରିଣତି କରିଛି ରମଣ ସିଂହ ସରକାର ।  ଟନେଲ କରି ପାହାଡ ମଧ୍ୟରେ ପାଣି ଚୋରି କରୁଥିବା ବେଳେ ଆନିକଟ କରି ପାଣି…

ଲାଲୁଙ୍କ ଘରେ ଖୁସିର ମାହୋଲ! ବଡପୁଅ ତେଜପ୍ରତାପଙ୍କ ନିର୍ବନ୍ଧ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ୍ଣ ହେଲା ।

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ବିବାହ ଚଳିତ ବର୍ଷ ମେ ୧୨ ତାରିଖରେ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ପଟନାରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଯାଇଛି । ତେଜପ୍ରତାପଙ୍କ ବିବାହ ବିହାରର ପୂର୍ବ…