Daily Archives

April 18, 2018

ଆୟକର ରିଟର୍ଣ୍ଣ ଫାଇଲ୍‌ ଫର୍ମରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି କି ? ହରାଇ ପାରନ୍ତି ଚାକିରି, ସତର୍କ ସୂଚନା ଜାରି କଲା…

ଦେଶର ବେତନ ଭୋଗୀ କର୍ମଚାରୀମାନଙ୍କ ପାଇଁ ଏକ ଜରୁରୀ ଘୋଷଣା ସହ ସତର୍କ ସୂଚନା ଜାରି କରିଛି ଆୟକର ବିଭାଗ । ବୁଧବାର ଆୟକର ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଯଦି ଏଣିକି କୌଣସି ବେତନ ଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍‌ ସମୟରେ ନିଜ ଆୟ ସଂପର୍କରେ…

ବିଜେଡିରେ ଯୋଗଦେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ! ନବୀନ ନିବାସରେ ଅନୁଷ୍ଠିତ ମିଶ୍ରଣ ପର୍ବରେ…

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଇଛନ୍ତି ମୁମ୍ବାଇର ବହୁଚର୍ଚ୍ଚିତ ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ । ବାର୍ ବଷ୍ଟର ଭାବେ ମୁମ୍ବାଇରେ ଖ୍ୟାତି ଅର୍ଜନ କରିଥିବା ଅରୂପ ପଟ୍ଟନାୟକ ଭାରତୀୟ ପୋଲିସ ସେବାରୁ ଅବସର ନେବା ପରେ ରାଜନୀତିରେ ଆରମ୍ଭ କରିଛନ୍ତି କ୍ୟାରିୟର । ନବୀନ ନିବାସରେ…

ପୁଣି ନାବାଳିକା ନିର୍ଯ୍ୟାତନା… ସରମରେ ମୁଣ୍ଡ ନଇଁ ଯାଉଛି ! ସଇତାନ ସାଜିଲେ ସମ୍ପର୍କୀୟ ।

ସମାଜରେ ହଜିଯାଇଛି ରକ୍ତ ସମ୍ପର୍କର ମୂଲ୍ୟ। ଯିଏ ଦିନେ ଜନ୍ମ ଦେଇଥିଲେ ସିଏ ହିଁ ନେଇଗଲେ ଝିଅର ଇଜ୍ଜତ । ନିଜ ୧୦ ବର୍ଷୀୟ ଝିଅକୁ ବଳାତ୍କାର କରିଛନ୍ତି ବାପା । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭୂବନେଶ୍ୱର କ୍ୟାପିଟାଲ ଥାନା ଆଦିବାସୀ ପଡିଆ ବସ୍ତି ଅଞ୍ଚଳରେ । ୧୦ ବର୍ଷୀୟ ଝିଅଟିର ମା…

ବ୍ରିଟେନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ବ୍ରିଟିସ୍ ପ୍ରତିପକ୍ଷ ଥେରେସା ମେ’ଙ୍କ ସହ ବୈଠକ

କନକ ବ୍ୟୁରୋ : ବ୍ରିଟେନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବ୍ରିଟିସ୍ ପ୍ରତିପକ୍ଷ ଥେରେସା ମେ’ଙ୍କୁ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କ ସମର୍କରେ ଆଲୋଚନା କରିଛନ୍ତି ମୋଦି । ଦୁଇ ନେତା ସୀମାପାର ଆତଙ୍କବାଦ, ଭିସା ଓ ଇମିଗ୍ରେସନ ବିଷୟରେ ଆଲୋଚନା କରିଛନ୍ତି । ଏହାପୂର୍ବରୁ…

ଅନ୍ଧାରୀ ମୁଲକରେ ହିଟଲର ଶାସନ ! ଝିଅଙ୍କ ପାଇଁ ମୋବାଇଲ ଓ ଜିନ୍ସ ମନା, ହରିୟାଣା ରୋହତକ ଖାପ୍ ପଂଚାୟତର ଅଜବ ନିର୍ଦ୍ଦେଶ

କନକ ବ୍ୟୁରୋ : ଖାପ୍ ପଂଚାୟତର କଡ଼ା ନିର୍ଦ୍ଦେଶ । ଝିଅଙ୍କ ପାଇଁ ମୋବାଇଲ ଓ ଜିନ୍ସ ମନା । ଗାଁରେ ରହୁଥିବା ଝିଅ ମାନେ ବ୍ୟବହାର କରିପାରିବେନି ଜିନ୍ସ କିମ୍ବା ମୋବାଇଲ୍ । ନିୟମ ଭାଂଗିଲେ ଦେବାକୁ ପଡ଼ିବ ଜରିମାନା । ହରିୟାଣାର ରୋହତକ ଜିଲ୍ଲାର ଇସପୁରି ଗାଁ ପଂଚାୟତ ଏଭଳି ଏକ ଆଦେଶ ଜାରି କରିଛି…