Daily Archives

April 16, 2018

ବିଧାନସଭା ଦେଖିଲା ପିସି କାରବାରର ସତ । କିପରି ସରକାରୀ ବାବୁ ବାଲି ମାଫିଆଙ୍କଠାରୁ ପିସି ନେଉଛନ୍ତି, ତାର ଏକ ଭିଡିଓ…

କନକ ବ୍ୟୁରୋ: ପିସି କାରବାର ଅଭିଯୋଗକୁ ଅନେକ ସମୟରେ ଅସ୍ୱୀକାର କରିଥାନ୍ତି ସରକାର । ହେଲେ ଆଜି ବିଧାନସଭା ଦେଖିଥିଲା ପିସି କାରବାରର ସତ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବିଧାନସଭାରେ ପିସି କାରବାରର ଏକ ଭିଡିଓ ଦେଖାଇଛନ୍ତି । ପାଇକମାଳର ତହସିଲଦାର କିପରି ବାଲି ମାଫିଆଙ୍କଠାରୁ ଲାଂଚ…

ସୁପ୍ରିମକୋର୍ଟରେ କଠୁଆ ଦୁଷ୍କର୍ମ ମାମଲା: କେସ୍ ସ୍ଥାନାନ୍ତର ପାଇଁ ପୀଡିତାଙ୍କ ପରିବାରର ଆବେଦନ । ଜମ୍ମୁ-କାଶ୍ମୀର…

କନକ ବ୍ୟୁରୋ: ୮ ବର୍ଷର ଝିଅ ଆସିଫା ଦୁଷ୍କର୍ମ ମାମଲା ସ୍ଥାନାନ୍ତର ନେଇ ଜବାବ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆସିଫାଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଆଗାମୀ ୨୭ ତାରିଖ ସୁଧା ଜବାବ ରଖିବାକୁ ଜମ୍ମୁ-କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।…

ସୁରତରେ ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ବଢିଲା ସନ୍ଦେହ । ଡିଜିି କହିଲେ, ଯୋଗାଯୋଗ କରି ତଥ୍ୟ ଦେଇଛି ଗୁଜରାଟ…

କନକ ବ୍ୟୁରୋ: ସୁରତରେ ଦୁଷ୍କର୍ମ ପୀଡିତା ଓଡିଶାର ହୋଇଥିବା ନେଇ ବଢିଲା ସନ୍ଦେହ । ଗୋଟିଏ ପଟେ ମୃତଦେହ ମିଳିବାର ୧୦ଦିନ ପରେ ବି ପୀଡିତାଙ୍କ ଚିହ୍ନଟ କରିପାରିନାହିଁ ଗୁଜରାଟ ପୋଲିସ । ଅନ୍ୟପଟେ ପୀଡିତାଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଓଡିଶା ପୋଲିସ ଡିଜିଙ୍କ ସହ ଯୋଗାଯୋଗ କରିଥିବା…

ଖୋଲିଲା ଶ୍ରୀମନ୍ଦିର ଜଗମୋହନ : ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ, ହାଇକୋର୍ଟଙ୍କ ୫ଜଣିଆ କମିଟିର ଅନୁଧ୍ୟାନ

କନକ ବ୍ୟୁରୋ : ଦେଢବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ । ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଆଜି ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ଜଗମୋହନ ଖୋଲାଯାଇଥିଲା । ଗର୍ଭଗୃହରେ କେବଳ ପାଳିଆ ସେବାୟତ ରହିବା ନେଇ ନିୟମକୁ ବିରୋଧ କରି ଆଜି ବ୍ୟାପକ ଅସନ୍ତୋଷ ଦେଖା…

ଏଣିକି ଚାକିରିଆଙ୍କ ଦରମା ଉପରେ ବି ଲାଗିବ ଜିଏସଟି ! ଜାଣନ୍ତୁ କିପରି

ଆପଣଙ୍କ ଦରମା ଉପରେ ବି ପଡିପାରେ ଜିଏସଟିର ପ୍ରଭାବ । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରୁ ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ଇତି ମଧ୍ୟରେ ପ୍ରଶ୍ନ ଉଠିିଛି କି, ଜିଏସଟିର ପ୍ରଭାବ କଣ ସତରେ ଲୋକଙ୍କ ଦରମା ଉପରେ ପଡିପାରେ ? ଏବେ କଣ ଜନତାଙ୍କ ଦରମା ହେବା ସହିତ ଟ୍ୟାକ୍ସର ବୋଝ ବଢିଯିବ ?…

ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା : ବ୍ରହ୍ମପୁରରେ ୪ ଘଂଟା ଧରି ଟାୟାର ଜାଳି ରାସ୍ତାରୋକ କଲେ ରୋଲାଣ୍ଡ…

କନକ ବ୍ୟୁରୋ : ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ରାସ୍ତାରେ ସ୍ପିଡ୍ ବ୍ରେକର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ରୋଲାଣ୍ଡ କଲେଜର ଛାତ୍ରଛାତ୍ରୀ । ଗତକାଲି…