Daily Archives

April 14, 2018

ପାଣି ପାଇଁ ରାଜଧାନୀ ଭୁବନେଶ୍ୱରେ ପଡିବ ହାହାକାର ! ଶୁଖିଗଲାଣି ନଈ, ପାଣି ପାଇବା ପାଇଁ ନଈରେ ଖୋଳାହେଲା ପୋଖରୀ

ରାଜଧାନୀବାସୀଙ୍କୁ ଆଉ ପାଣି ପିଇବାକୁ ମିଳିବ ନାହିଁ । ଏଭଳି ଏକ ଆଶଙ୍କା ଏବେ ଚିନ୍ତାର କାରଣ ହୋଇଛି । ଏପ୍ରିଲ୍ ମାସରେ କିଛି ସରୁ ଧାରକୁ ଛାଡିଦେଲେ କୁଆଖାଇ ନଦୀ ଶୁଖିଲା ପଡିଛି । ପାଣି ସମସ୍ୟା ଉକ୍ରଟ ହେବାରୁ ବାଲି ବନ୍ଧରେ ପାଣି ଅଟକାଇ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି…

ଯୁଦ୍ଧମୁହାଁ ପୃଥିବୀ ! ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସେନାର ଜୋରଦାର ଆକ୍ରମଣ, ୠଷ ଦେଲା ଚେତାବନୀ

ଯୁଦ୍ଧ ଆଡକୁ ମୁହାଁଉଛି ପୃଥିବୀ । ସିରିଆରେ ମିଳିତ ବାହିନୀର ମିସାଇଲ୍ ଆକ୍ରମଣ ପରେ ବଦଳିବାରେ ଲାଗିଛି ଆନ୍ତର୍ଜାତିକ ସମୀକରଣ । ଆକ୍ରମଣ ପରେ ଲକ୍ଷ୍ୟପୂରଣ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି । ଏଥିପାଇଁ ଟ୍ରମ୍ପ୍ , ଫ୍ରାନ୍ସ ଓ ବ୍ରିଟେନ୍ ସାମରିକ ବାହିନୀକୁ…

ଓଡ଼ିଆ ନବବର୍ଷକୁ ନିଆରା ଢଙ୍ଗରେ ପାଳିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀ ! ଓଡ଼ିଆ ଭାଷାର…

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆବର୍ଷ । ପରମ୍ପରା ଅନୁଯାୟୀ ଆଜିଠାରୁ ହିଁ ଓଡ଼ିଆ ନବବର୍ଷ ଆରମ୍ଭ ହୁଏ । ଏହି ପବିତ୍ର ଉତ୍ସବକୁ ବିଭିନ୍ନ ଢଙ୍ଗରେ ପାଳନ କରନ୍ତି ଓଡ଼ିଶାବାସୀ । ତେବେ ଚଳିତବର୍ଷ ଓଡ଼ିଆ ନବବର୍ଷକୁ ଏକ ଢଙ୍ଗରେ ପାଳନ କରିଛନ୍ତି ଉତ୍କଳ…

ସିରିୟା ଉପରେ ୧୧୪୦ କୋଟି ଟଙ୍କାର କ୍ରୁଜ ମିସାଇଲ ପକାଇଲା ଆମେରିକା ! ଗୋଟିଏ ବୋମାର ଦାମ ୯.୫ କୋଟି

ସିରିୟା ଉପରେ ଏବେ ଆମେରିକା ନେତୃତ୍ୱରେ ଯେଉଁଭଳି ଭାବେ ଆକାଶମାର୍ଗରୁ ଆକ୍ରମଣ କରାଯାଉଛି ତାହା ଏବେ ପୂରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି । ଆମେରିକା ନେତୃତ୍ୱରେ ବ୍ରିଟେନ ଓ ଫ୍ରାନ୍ସ ସିରିୟା ଉପରେ ଘନଘନ ମିସାଇଲ ଆକ୍ରମଣ କରୁଛନ୍ତି । ତେବେ ଏହି ଆକ୍ରମଣ ପାଇଁ ଆମେରିକା ଏବେ କୋଟି କୋଟି…

ଓଡ଼ିଶା ଏମ୍ସ ପାଇଁ ଖୁସିଖବର ! ସ୍ୱଚ୍ଛତାରେ ସାରା ଦେଶରେ ଦୁଇ ନମ୍ବରରେ ରହିଲା ଭୁବନେଶ୍ୱର ଏମ୍ସ

କନକ ବ୍ୟୁରୋ : ଓଡ଼ିଶା ଏମ୍ସ ପାଇଁ ଖୁସିଖବର । ସ୍ୱଚ୍ଛତା ବା ସଫାସୁତରା ପାଇଁ ଦେଶର ବି ଶ୍ରେଣୀର ହସ୍ପିଟାଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଭୁବନେଶ୍ୱର ଏମ୍ସ । ଆଉ ଏଥିପାଇଁ ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବିଦେଶୀ ଉପରେ ସ୍ୱଦେଶୀ ମୋହର ! ବିଦେଶୀ ଯୁଦ୍ଧ ସାମଗ୍ରୀ ଉପରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ’ ଟ୍ୟାଗ୍ ।

ବିଦେଶୀ ଯୁଦ୍ଧ ସାମଗ୍ରୀ ଉପରେ ଏବେ ସ୍ୱଦେଶୀ ମୋହର ଲାଗିବ । ୟୁଏସ୍ ଏବଂ ୟୁକେର ସ୍ପେଶାଲ ଫୋର୍ସ ଦ୍ୱାରା ପ୍ରସ୍ତୁତ ହେଉଥିବା ରାଇଫଲ୍ ଉପରେ ଏବେ ‘ମେଡ୍ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ । ଥିରୁବିନ୍ଦଥାଇ ସ୍ଥାନରେ ଡିଫେନ୍ସ ଏକ୍ସପୋ-୨୦୧୮ ରେ ୫ରୁ ଅଧିକ ଭାରତୀୟ କମ୍ପାନୀ ଏହା ଉପରେ ମୁହଁ…