Daily Archives

April 13, 2018

ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ଶୁଖିଯାଇଛି ମହାନଦୀ ! ବିସ୍ତିର୍ଣ୍ଣ ବାଲୁକା ମରୁଭୂମୀ ପାଲଟିଛି ମହାନଦୀ ପଠା

କନକ ବ୍ୟୁରୋ : ଶୁଖି ଯାଉଛି ଓଡିଶାର ଜୀବନ ରେଖା । ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ହେବା ଯୋଗୁଁ ଓଡିଶାରେ ମହାନଦୀ ଶୁଖିଲା ପଡିଛି । ସ୍ଥିତି ଏଭଳି ହୋଇଛିି ଯେ, ବିସ୍ତିର୍ଣ୍ଣ ବାଲୁକା ମରୁଭୂମୀ ପାଲଟିଛି ମହାନଦୀ ପଠା । ବୌଦ୍ଧ ମହାନଦୀ ସେତୁ । ଯେଉଁଠି ସବୁବେଳ ଅକାତକାତ ପାଣି ଥାଏ, ସେଠି…

ଯାହାକୁ ଧକ୍କା ମାରିବାର ଅଛି, ସେମାନେ ଘରକୁ ପଳାଅ ! ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରିୟଙ୍କା ।

ଉନ୍ନାଓ ଏବଂ କାଠୁଆ ଗଣଦୁଷ୍କର୍ମ ଘଟଣାକୁ ନେଇ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତାମାନେ ବିଳମ୍ବିତ ରାତିରେ ଇଣ୍ଡିଆ ଗେଟ ଠାରେ ପହଞ୍ଚିଥିଲେ ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।…

ଓଡିଶା ଉପରେ ଆନ୍ଧ୍ରର ନଜର ! ସୀମାବର୍ତ୍ତୀ ଗାଁକୁ ଅକ୍ତିଆର କରିବା ପାଇଁ କରୁଛି ଉଦ୍ୟମ,କୋଟିଆ ପରେ ଟାର୍ଗେଟରେ ଗଜପତିର…

କନକ ବ୍ୟୁରୋ : ଓଡିଶା ଉପରେ ପଡୋଶୀ ରାଜ୍ୟ ଆନ୍ଧ୍ରର ନଜର । ରାଜ୍ୟର ଅନେକ ସୀମାବର୍ତ୍ତୀ ଗାଁକୁ ଅକ୍ତିଆର କରିବା ପାଇଁ ମସୁଧା କରୁଛନ୍ତି ଆନ୍ଧ୍ର ସରକାର । କୋରାପୁଟ କୋଟିଆ ବିଷୟରେ ସମସ୍ତ ଅବଗତ ଥିବେ ଆଜି ଆମେ ଆଉ ଏକ ଜିଲ୍ଲାର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ବୁଲୁଛି ଆନ୍ଧ୍ରର ବୁଲଡୋଜର…

ଅଜବ ସୁରକ୍ଷା ବ୍ୟବସ୍ଥା ! ପିଞ୍ଜରା ଭିତରେ ଆମ୍ବେଦକର, ୩ ଜଣ କନେଷ୍ଟବଳ ଦେଉଛନ୍ତି ୨୪ ଘଣ୍ଟିଆ ସୁରକ୍ଷା

ପିଞ୍ଜରାର ତାରିଜାଲି ଭିତରେ ଭାରତର ସମ୍ବିଧାନର ପ୍ରଣୟନକାରୀ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯେଉଁଭଳି ଭାବେ ଏବେ ଦେଶରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି ତାହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ଆମ୍ବେଦକରଙ୍କ…

ପୁଣି ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍ ! ହେଲେ କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି ସରକାର, ଜାଣନ୍ତୁ ?

ଦେଶରୁ କଳାଧନକୁ ମୂଳପୋଛ କରିବା  ପାଇଁ ୨୦୧୬ ନଭେମ୍ବର ୮ରେ ମୋଦି ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ ।  ଅର୍ଥ ବ୍ୟବସ୍ଥାରୁ ଉଚ୍ଚମୂଲ୍ୟର ନୋଟ୍ ଯଥା ୫୦୦ ଏବଂ ୧୦୦୦ ଟଙ୍କିଆକୁ ବାଦ୍ ଦିଆଗଲେ ଅର୍ଥନୀତିରେ କଳାଧନ କାରବାରକୁ କମାଯାଇପାରିବ ବୋଲି କୁହାଯାଇଥିଲା । ଦେଶରେ ଆତଙ୍କବାଦୀ…

କର୍ପୂର ଦୂର କରିବ ଶରୀରର ଅନେକ ସମସ୍ୟା । ଜାଣନ୍ତୁ କିପରି କରିବେ ବ୍ୟବହାର

ଘରେ ଘରେ କର୍ପୂରର ବହୁଳ କରାଯାଉଛି । ଏହାକୁ ପୂଜାକରିବା ସମୟରେ ବ୍ୟବହାର କରିବା ସହ ପୋଷାକ ଓ ବହିକୁ ସୁରକ୍ଷିତ ରଖିବା ପାଇଁ କର୍ପୂର ରଖାଯାଇଥାଏ । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି । -କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । -ଆଜିକାଲି ଅନେକ ଲୋକ…