Daily Archives

April 12, 2018

ଟିଟୋ ଅଛି କେଉଁଠି ! କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ୍ ଟିଟୋ, ଟିମରେ ରହିଛନ୍ତି କମିଶନରେଟ…

କନକ ବ୍ୟୁରୋ : ଟେଣ୍ଡର ଫିକ୍ସିଂର ରିଙ୍ଗମାଷ୍ଟର ଟିଟୋକୁ ଖୋଜୁଛି ପୋଲିସ । ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ କରିଛି କମିଶନରେଟ୍ ପୋଲିସ । ଆଉ ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି । ଟେଣ୍ଡର ଫିକ୍ସିଂକୁ ନେଇ ଗତ ୨୯ ତାରିଖରେ ଠିକାଦାର ତାହିର ଅଲ୍ଲୀଙ୍କୁ ଗୁଳି…

ଖାତା ନ ଦେଖିବାରୁ ଚାକିରି ଗଲା ! ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ…

କନକ ବ୍ୟୁରୋ : କାଲି ନିଲମ୍ବନ ପାଇଁ ନାଲିଆଖି ଦେଖାଇଥିଲେ ସରକାର, ଆଜି ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ଯୁକ୍ତ ୨ ପରୀକ୍ଷା ଖାତା ଦେଖାକୁ ବର୍ଜନ କରିଥିବା ଅଧ୍ୟାପକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଦେଖାଇଛି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ । ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇନଥିବା ଇତିହାସ…

୨ଟି ବଳାତ୍କାର, ଲୋମଟାଙ୍କୁରା ବାସ୍ତବତା ! ହେଲେ, ଦେଶର ଚୌକିଦାର ନିରବ ।କଥାରେ ନୁହେଁ, କାମରେ ଦେଖାଅ । ବେଟି ବଚାଓ,…

କନକ ବ୍ୟୁରୋ : ନ୍ୟାୟ ଦେବ କିଏ? ନ୍ୟାୟ ମାଗିଲେ ମୃତ୍ୟୁ ମିଳୁଛି । ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଗୋଟିଏ ପଟେ ମୋଦି ସରକାର ‘ବେଟି ବଚାଓ ବେଟି ପଢାଓ’ ଅଭିଯାନକୁ ନେଇ ବିଜେପି ମନ୍ତ୍ରୀ ବାହାବା ନେଉଥିବା ବେଳେ ଅନ୍ୟପଟେ ବିଜେପିର ନେତା ମାନେ…

Gmail ୱେବ କୁ ରିଡିଜାଇନ କରିବ ଗୁଗୁଲ ! ଜାଣନ୍ତୁ କଣ ରହିବ ଫିଚର୍ସ ।

Gmail ୱେବରେ ପରିବର୍ତ୍ତନ ଆଣିବ ଗୁଗୁଲ । Gmail ଦୁନିଆରେ ଇ-ମେଲ ସର୍ଭିସ ସବୁଠାରୁ ଅଧିକ ବ୍ୟବହାର କରାଯାଇଥାଏ । ଗୁଗୁଲ ଏବେ ଏହାକୁ ନୂଆ ଡିଜାଇନ କରିବା ପାଇଁ ପ୍ରସ୍ତୁତି କରୁଛି । ଏମିତିରେ ମଧ୍ୟ କିଛି ଦିନ ପୂର୍ବରୁ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । କିନ୍ତୁ Gmail ୱେବରେ…

ରାତି ୮ଟା ଯାଏଁ ସର୍ତକ ରୁହନ୍ତୁ ! ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ୫ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା…

କନକ ବ୍ୟୁରୋ : ପୁଣି ଫେରିଲା କାଳବୈଶାଖୀ । ଆଜି ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀ ସହ ଝଡ଼ବର୍ଷାର ସମ୍ଭାବନା ରହିଛି । ଏନେଇ ସର୍ତକ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଇଏମଡି ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, ଏହି ସମୟର ଘଡ଼ଘଡି ସହ ୫୦ରୁ ୬୦…

ଛାତ୍ରୀ ମାନଙ୍କ ପାଇଁ ଖୁସିଖବର ! ଆଇଆଇଟିରେ ଚଳିତ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୭୭୯ ସିଟ ରହିବ ରିଜର୍ଭ, ଜାଣନ୍ତୁ…

ଛାତ୍ରୀ ମାନଙ୍କ ପାଇଁ ଖୁସିଖବର ଆଣିଲା ଆଇଆଇଟି । ଏଣିକି ଆଇଆଇଟିରେ କେବଳ ଛାତ୍ରୀ ମାନଙ୍କ ପାଇଁ ୭୭୯ଟି ସିଟ୍ ରିଜର୍ଭ ରହିବ । ଇଞ୍ଜିନିୟରିଙ୍ଗକ୍ଷେତ୍ରରେ ଯୁବତୀ ମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଆଇଆଇଟି ଚଳିତ ବର୍ଷ ଠାରୁ କେବଳ ଯୁବତୀ ମାନଙ୍କ ପାଇଁ ୭୭୯ଟି ସିଟ ସଂରକ୍ଷିତ ରଖିବ ।…