Daily Archives

April 11, 2018

ଫେରିଲା ଅର୍କୁଟ ! ବିଲକୁଲ ଏକ ନୂଆ ରୂପ ଆଉ ନୂଆ ଢ଼ଙ୍ଗରେ

ଆପଣଙ୍କର ଅର୍କୁଟ କଥା ମନେ ଅଛି ? ଲୋକମାନଙ୍କୁ ସୋସିଆଲ ନେଟଓ୍ଵାର୍କିଂର ସ୍ୱାଦ ଚଖାଇଥିଲା ଅର୍କୁଟ । ପରେ ଫେସବୁକ ଆସିବା ପରେ ଲୋକେ ଅର୍କୁଟ କଥା ଭୁଲି ଗଲେ । ଫଳରେ ୨୦୧୪ରେ ବାଧ୍ୟ ହୋଇ ଗୁଗୁଲ୍‌ ଅର୍କୁଟକୁ ବନ୍ଦ କରିଥିଲା । କିନ୍ତୁ ଏବେ ଫେସବୁକ ଡାଟାଚୋରୀ ବିବାଦରେ ଫସି ରହିଥିବାରୁ ଲୋକେ…

ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ କଠୋର ହେଲେ ସରକାର ! ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ଆସୁନଥିବା…

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ କଠୋର ହେଲେ ସରକାର । ସେମାନଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ତେବେ ଏନେଇ ଥିବା ଏକ ଚିଠି, ଯେଉଁଥିରେ ଲେଖାଯାଇଛି, ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ…

କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ! ଶବକୁ ନେଇ ରାଜନୀତି ।

ହିମାଚଳ ପ୍ରଦେଶ ଏକ ଛୋଟ ରାଜ୍ୟ ହୋଇଥିବାରୁ ଏଠାରେ ଘଟୁଥିବା ପ୍ରତିଦିନର ଘଟଣା ଲୋକଲୋଚନକୁ ଖୁବ କମ ଆସିଥାଏ । କିନ୍ତୁ ସବୁ ରାଜ୍ୟ ଭଳି ଏଠାରେ ମଧ୍ୟ ରାଜନୀତିର ପ୍ରଭାବ ବେସ ଭଲ ଭାବରେ ଦେଖିବାକୁ ମିଳିଛି । ଏଥର ଏଭଳି ଏକ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି , ଯାହା ବାସ୍ତବିକ ଏକ ଲଜ୍ଜା…

ଡାଟା ଲିକ୍ ମାମଲାରେ ଆମେରିକା କଂଗ୍ରେସରେ କ୍ଷମା ମାଗିଲେ ଫେସବୁକ ସିଇଓ ଜୁକରବର୍ଗ ! ୫ ଘଂଟା ଧରି ଚାଲିଲା ଜେରା,…

କନକ ବ୍ୟୁରୋ : ଡାଟା ଲିକ୍ ମାମଲାରେ ଫେସବୁକର ସିଇଓ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ କ୍ଷମା ମାଗିଛନ୍ତି । ଆମେରିକା କଂଗ୍ରେସରେ ୪୪ଜଣ ସିନେଟର, ଜୁକରବର୍ଗଙ୍କୁ ୫ ଘଂଟା ଧରି ଜେରା କରିଥିଲେ । ଜେରା ବେଳେ କିଛି ସ୍ଥାନରେ ହଡବଡେଇ ଯାଇଥିଲେ ମାର୍କ । ଏହାସହ ଜୁକରବର୍ଗ ଭାରତକୁ ଭରସା…

ବିଶ୍ୱର ସବୁଠାରୁ ଖରାପ ଡ୍ରାଇଭର ! ଟିକିଏ ଭୁଲ ପାଇଁ ଘଟିଲା ବଡ ଦୁର୍ଘଟଣା ।

ବିଶ୍ୱର ଜଣେ ଖରାପ ଡ୍ରାଇଭର ଯାହାଙ୍କୁ ଚୀନର ଏକ ରାଜମାର୍ଗରେ ପ୍ରଦର୍ଶିତ କରାଯାଇଛି । ଏଭଳି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଇଛି ଯେ, କିଭଳି ଜଣେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଏକ ବ୍ୟସ୍ତବହୁଳ ରାଜମାର୍ଗରେ ଅନେକ କ୍ଷୟକ୍ଷତିର ପ୍ରଭାବ ଦେଖିବାକୁ ମିଳିଛି ।…