Daily Archives

April 9, 2018

ଖାପ୍ ପଂଚାୟତରେ ଅପମାନିତ ଯୁବକଙ୍କ ମୃତ୍ୟୁ ଘଟଣା : ୪ ଗ୍ରାମବାସୀଙ୍କୁ ବାନ୍ଧିଲା କାଲିମେଳା ଥାନା ପୁଲିସ

କନକ ବ୍ୟୁରୋ : ମାଲକାନଗିିରି ଜିଲ୍ଲା ବାପାନପାଲି ଗାଁ ଖାପ୍ ପଂଚାୟତ ଘଟଣାରେ ନୂଆ ମୋଡ । ଭାଇରାଲ ହୋଇଛି ଖାପ୍ ପଂଚାୟତର ଦଣ୍ଡିତ ଯୁବତଙ୍କ ମୃତ୍ୟୁ ପୂର୍ବରୁ ଭିଡିଓ । ଯେଉଁଥିରେ ନିଜ ମୃତ୍ୟୁର କାରଣ କହିଛନ୍ତି ମୃତକ । କାଲିମେଳା ଥାନା ବାପାନପାଲରେ ପଂଚାୟତର ନିଷ୍ପତି ଓ ଅପମାନ ସହି…

ୟୁପିଆଇରୁ ୟୁଏସଏସଡି ପର୍ଯ୍ୟନ୍ତ : ଜାଣନ୍ତୁ ଡିଜିଟାଲ ପେମେଣ୍ଟର ଭିନ୍ନ ଭିନ୍ନ ତରିକା

ଡିଜିଟାଲ ମେମେଣ୍ଟ ପ୍ଲାଟଫର୍ମ ନୋଟବନ୍ଦୀ ପରେ ଭାରତୀୟ ଅର୍ଥବ୍ୟବସ୍ଥାରେ ନେଣଦେଣ କରିବା ପାଇଁ ଏକ ସୁବିଧାଜନକ ଉପାୟ ହୋଇଯାଇଛି । ସରକାରଙ୍କ ଦ୍ୱାରା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରାଯିବା ପରେ ଲୋକ ସପିଙ୍ଗ ଠାରୁ ଆରମ୍ଭ କରି ବିଜୁଳି ବିଲ ଭରିବା ପର୍ଯ୍ୟନ୍ତ, ନିଜ ପରିବାର ଲୋକଙ୍କୁ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦାରିଦ୍ର୍ୟର କଷାଘାତରେ ୩ ବଢିଲା ରୋଗୀଣା ପୁଅଝିଅ

କନକ ବ୍ୟୁରୋ: ୧୦ ବର୍ଷ ହେଲା ଖଟିଆରେ ପଡି ରହିଛନ୍ତି ୨ ଭଉଣୀ । ଭାଇ ବି ୫ ବର୍ଷ ହେଲା ରୋଗାଗ୍ରସ୍ତ । ପରିବାରର ବୋଝ ମୁଣ୍ଡାଇବା ସମୟରେ ପରିବାର ପାଇଁ ବୋଝ ହୋଇଛନ୍ତି ଭାଇଭଉଣୀ । ଅଭାବୀ ପରିବାରର ୩ ବଢିଲା ପୁଅଝିଅ ଅସୁସ୍ଥ ହୋଇପଡିଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ…

ଚାଷୀ ପାଇଁ କାଳ ହେଲା କାଳବୈଶାଖୀ ! ଫସଲ ଉଜାଡି ଦେଲା ଅଦିନିଆ ବର୍ଷା

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ହେଲେ ଯେତେବେଳେ ଖାଦ୍ୟ ଯୋଗାଉଥିବା ଚାଷୀର ମେରୁଦଣ୍ଡ ଭାଙ୍ଗି ଦିଏ କାଳବୈଶାଖୀ ସେତେବେଳେ ଏଭଳି ସ୍ଥିତି ସାମ୍ନାକୁ ଆସେ । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । ଅଦିନିଆ ଝଡିବର୍ଷାରେ ପ୍ରଭାବରେ ଗଛରେ ହିଁ ନଷ୍ଟ ହୋଇଯାଉଛି…

କୋଟିପତି କୁକୁରଙ୍କ ଗାଁ ! ଏଠି ପ୍ରତିଟି କୁକୁର ହେଉଛନ୍ତି କୋଟିଏ ଟଙ୍କାର ମାଲିକ

ଆପଣ କୋଟିପତି ଶଦ୍ଦ ସଂପର୍କରେ ଶୁଣିଥିବେ ଏବଂ ପଢିଥିବେ ନିଶ୍ଚୟ । ହେଲେ ଆପଣ କେବେ କୌଣସି କୁକୁର ବିଷୟରେ ପଢିଛନ୍ତି ଯିଏ କି କୋଟିଏ ଟଙ୍କାର ମାଲିକ ହୋଇଥିବେ । ଆଜ୍ଞା ହଁ ! କଥାଟା ପୂରା ସତ । ଗୁଜୁରାଟର ଏକ ଗାଁରେ ଏଭଳି ଏକ ଟ୍ରଷ୍ଟ ରହିଛି, ଯାହାକି କେବଳ କୁକୁରମାନଙ୍କ ପାଇଁ ହିଁ…

ଜନ୍ମଦିନ ପାଳିଲେ ଜଗା-ବଳିଆ । ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ହସ୍ପିଟାଲରେ ପାଳିତ ହୋଇଛି ଦୁଇଭାଇଙ୍କ…

କନକ ବ୍ୟୁରୋ: ଜନ୍ମଦିନ ପାଳିଲେ ଜଗା-ବଳିଆ । ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ଦୁଇ ଭାଇ ଜଗା-ବଳିଆଙ୍କ ଜନ୍ମଦିନ । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଉଭୟଙ୍କ ଜନ୍ମଦିନ ପାଳନ ହୋଇଛି । ଆଜି ଏହି ଦୁଇ ଶିଶୁଙ୍କ ତୃତୀୟ ଜନ୍ମଦିନ । ଏମ୍ସରେ ଦୁଇ ଶିଶୁଙ୍କ ଜନ୍ମଦିନ…