Daily Archives

April 9, 2018

ସାଂଘାତିକ ହୋଇଛି ମହାନଦୀର ଅବସ୍ଥା । ୪୦ ପ୍ରତିଶତ କମିଯାଇଛି ମହାନଦୀରେ ଜଳ ପ୍ରବାହ । ରଣନୀତି ସ୍ଥିର ପାଇଁ ବିଜେଡି…

କନକ ବ୍ୟୁରୋ: ସାଂଘାତିକ ହୋଇଯାଇଛି ମହାନଦୀର ଅବସ୍ଥା । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି କହିଛି, ମହାନଦୀ ଶୁଖି ଶୁଖି ଯାଉଛି । ଏପରିକି ଜଳ ପ୍ରବାହ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି । ବିଦ୍ୟୁତ ଉତ୍ପାଦନ ମଧ୍ୟ କମି କମି ଯାଉଛି । ଛତିଶଗଡ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା…

ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ରିଅଲିଟି ଶୋ କ୍ୱିନଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ ! ଘରୋଇ ଓଡିଆ ଚ୍ୟାନେଲ ରିଅଲିଟି…

କନକ ବ୍ୟୁରୋ: ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଜଣେ ରିଅଲିଟି ସୋ କୁଇନଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡିଓ । ରାଜ୍ୟର ଏକ ପ୍ରତିଷ୍ଠିତ ଓଡିଆ ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ର ସେ ବିଜେତା । ରଜ କ୍ୱିନ୍ ଟାଇଟଲରେ ଚାଲିଥିବା ଏହି ରିଅଲିଟି ସୋ ଓଡିଶାର ପ୍ରତି ଘରେ ଜଣାଶୁଣା । …

ନୟାଗଡ: ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟର ୩ ଦିନ ପରେ ଏବେ ନିଜ ନିଜ ସୁନା ପାଇଁ ବ୍ୟାଙ୍କରେ ଲାଗିଛି ଗ୍ରାହକଙ୍କ ଭିଡ

କନକ ବ୍ୟୁରୋ: ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନଦିପହରେ ସମସ୍ତଙ୍କ ଆଖି ସାମ୍ନାରେ ଅତି ସହଜରେ ୨୫୬ ପ୍ୟାକେଟ୍ ସୁନା ଲୁଟିନେଲେ ଦୁବୃତ । ମୁଣ୍ଡରେ ହେଲମେଟ୍ ପିନ୍ଧି, ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି କୋଡିଏ ମିନିଟରେ କଳାକନା ବୁଲାଇଦେଲେ କୋଟିଏ ଟଙ୍କାର ସୁନା । ଲୁଟର ୩ ଦିନ ପରେ…

ଖୁବ୍ ଶୀଘ୍ର କଂଗ୍ରେସରେ ହେବ ନବକଳେବର । କର୍ମୀଙ୍କୁ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଆହ୍ୱାନ

କନକ ବ୍ୟୁରୋ: ନିକଟରେ କଂଗ୍ରେସରେ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି କି ? ଦିଲ୍ଲୀରୁ ଆସିଛି କି କିଛି ସନ୍ଦେଶ ? କଂଗ୍ରେସର ଏହି ଦୁଇ ବରିଷ୍ଠ ନେତାଙ୍କ ବୟାନକୁ ନେଇ ପୁଣି ଥରେ ସେହି ପୁରୁଣା ଚର୍ଚ୍ଚା ତାଜା ହୋଇଯାଇଛି । ଦୀର୍ଘ ଦିନର ନୀରବତା ପରେ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି…

ବାରଗର୍ଲ ପ୍ରେମରେ ଲୁଟେରା ଗ୍ୟାଙ୍ଗ୍ ! ପ୍ରେମ ପାଇଁ ଚଳାଇଥିଲେ ଛିନତାଇ ଓ ଲୁଟତରାଜ । ପ୍ରତିବାଦ କଲେ କରୁଥିଲେ ଆକ୍ରମଣ…

କନକ ବ୍ୟୁରୋ: ବାର ଗର୍ଲ ପ୍ରେମରେ ଲୁଟେରା ଗ୍ୟାଙ୍ଗ । ବାରରେ ଶଟରଡେ ନାଇଟ୍ ସେଲିବ୍ରେସନ କରିବା ଓ ବାରଗର୍ଲଙ୍କ ଉପରେ ଟଙ୍କା ଉଡାଇବାକୁ କରୁଥିଲେ ଲୁଟପାଟ୍ । କମିଶନରେଟ୍ ପୋଲିସ ହାତରେ ୫ ଜଣିଆ ଗ୍ୟାଙ୍ଗ ଧରା ପଡିବା ପରେ ସାମ୍ନାକୁ ଆସିଛିି ଲୁଟେରାଙ୍କ ଲୁଟ୍ ପଛର ସତ । ଏହି ଲୁଟେରା…