Daily Archives

April 2, 2018

କ୍ଷମା ମାଗିଲେ କେଜରିୱାଲ ! କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭୁଲ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭୁଲ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପୂର୍ବରୁ ଜେଟଲୀଙ୍କୁ ଦୁର୍ନୀତିଗ୍ରସ୍ଥ ବୋଲି କେଜରିୱାଲ ଅଭିଯୋଗ ଆଣିଥିଲେ । ଆଉ ଏହାକୁ ନେଇ ଜେଟଲୀ କେଜରିୱାଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ । କେଜରିୱାଲଂକ…

ଏମିତି ବି ମା’ ! ରଙ୍ଗ ଧଳା କରିବା ପାଇଁ ୫ବର୍ଷର ଶିଶୁୁପୁତ୍ରକୁ ପ୍ରତିଦିନ ଘଷୁଥିଲେ ପଥରରେ

ରବିବାର ଦିନ ଚାଇଲ୍ଡ୍ ଲାଇନ୍ ଏବଂ ନିଶାତପୁର ପୁଲିସ ଉଦ୍ଧାର କରିଛନ୍ତି ଜଣେ ପାଞ୍ଚ ବର୍ଷିୟ ବାଳକକୁ । ବାଳକଟିକୁ ଉତ୍ତରାଖଣ୍ଡରୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା ଜଣେ ମହିଳା ଗୋଟାଏ ବିଚିତ୍ର ବିଶ୍ୱାସର ବଶବର୍ତ୍ତୀ ହୋଇ ଗୋରା କରିବା ପାଇଁ ତା’କୁ ପଥରରେ ଘଷିଥିବାର ଅଭିଯୋଗ ଆସିଥିଲା ।…

ଆଉ କାମ ଦେବନି ଆତଙ୍କବାଦୀ ଓ ମାଓବାଦୀଙ୍କ ଚାଲ ! ଲ୍ୟାଣ୍ଡମାଇନ୍ସକୁ ଖୋଜି ନିଷ୍କ୍ରିୟ କରିବା ପାଇଁ ୧୫ ବର୍ଷର ବାଳକ…

ଭାରତୀୟ ସେନା ପାଇଁ ଡ୍ରୋନ ଏବେ ବହ୍ମାସ୍ତ୍ର ଭଳି କାମ କରୁଛି । ପ୍ରତ୍ୟେକ ବଡ ବଡ ଅପରେସନରେ ଡ୍ରୋନର ସହାୟତା ନେଉଛି ସେନା । କିନ୍ତୁ ଏହାକୁ ବିଭିନ୍ନ ବାହାର ଦେଶରୁ କିଣୁ୍ଥିବାରୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ ରହିଛି । କିନ୍ତୁ ଏହାର ସରଳ ଉପାୟ ବାହାର କରିଛନ୍ତି ୧୫ ବର୍ଷିୟ କୁନି ଉଦ୍ଭାବକ…

ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହେବା ଭିତରେ ଆସିଲା ଆଶ୍ୱସ୍ତିକର ଖବର ! ଶସ୍ତା ହେଲା ଏଲପିଜି, ଜାଣନ୍ତୁ କମିଲା କେତେ ?

ବଜାରରେ ପେଟ୍ରୋଲ ଏବଂ ଡିଜେଲର ଦର ଏବେ ଆକାଶ ଛୁଇଁଛି । ଯେଉଁଠି ପେଟ୍ରୋଲର ଦର ୮୦ ଟଙ୍କାରେ ପହଂଚିଲାଣି ତ ଡିଜେଲ ଦର ମଧ୍ୟ ୬୦ ଛୁଇଁଛି । ତେବେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅହେତୂକ ଅଭିବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଉ ଖବରଟି ହେଲା ଏଲପିଜି ଦରରେ…

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ : ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ଚିକିତ୍ସା

କନକ ବ୍ୟୁରୋ : ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ଚାଲିଛି ଚିକିତ୍ସା । ମୋବାଇଲ୍ରେ ଲାଇଟ୍ରେ ରୋଗୀଙ୍କୁ ନର୍ସ ଦେଉଛନ୍ତି ଇଞ୍ଜେକସନ । ଆଉ ଅନ୍ଧାରରେ ଚାଲିଛି ରୋଗୀ ସେବା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରର ମୁଖ୍ୟ ଚିକିତ୍ସାଳୟରେ । ବାଲେଶ୍ୱର ମେଡିକାଲର ମେଲ୍ ଓ…

ଗାଡିର ମାଇଲେଜ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ କିଛି ସରଳ ଟିପ୍ସ

ସାଧାରଣତଃ ଆମେ ଯେତେବେଳେ କୌଣସି ଗାଡି କିଣିବାକୁ ସୋ’ରୁ ଯାଇଥାଉ ସେତେବେଳେ ପ୍ରଥମେ ଗାଡିର ମାଇଲେଜ ସଂପର୍କରେ ପଚାରି ବୁଝିଥାଉ । ବର୍ତ୍ତମାନ ପରିସ୍ଥିତିରେ ଯଦିଓ ବିଭିନ୍ନ ପ୍ରକାରର ଟେକନିକ୍ ସାମ୍ନାକୁ ଆସିଛି ହେଲେ ଆଜି ବି ଲୋକେ ମାଇଲେଜକୁ ହିଁ ଅଧିକ ପ୍ରାଥମିକତା ଦେଇଥାନ୍ତି । ଏକ…