Daily Archives

March 30, 2018

ଜମି ଗୋଟିଏ, ଠକେଇ କୋଟିଏ ! ପୁଲିସ୍ ଜାଲରେ ୪୨୦ ଅମିନ୍ ଦିଲ୍ଲୀପ ସ୍ୱାଇଁ

କନକ ବ୍ୟୁରୋ : ଜମି ଦେବେ କହି ଅମୀନ ଠକି ନେଇଛନ୍ତି କୋଟି କୋଟି ଟଙ୍କା । ଅମୀନ ୪୨୦ । ନାଁ- ଦିଲ୍ଲୀପ ସ୍ୱାଇଁ । ବିଡିଏର ସରକାରୀ ଅମୀନ କରିଛନ୍ତି ଠକିନେଇଛନ୍ତି ଟଙ୍କା । ଦେଖିବାକୁ ବେଶ ସାଦା ସିଧା । ହେଲେ କାରନାମା ବେଶ ଭୟାନକ । ଜମି ଗୋଟିଏ ଠକେଇ କୋଟିଏ । ଜମି ଦେବା ନାଁରେ ଠକି…

‘କଲେକ୍ଟର’ଙ୍କ ମୁହଁରେ କିଡନାପ୍ କାହାଣୀ ! ୭ବର୍ଷ ପରେ ଅପହରଣ ଘଟଣାରୁ ପରଦା ହଟାଇଲେ ମାଲକାନଗିରିର ପୂର୍ବତନ…

କନକ ବ୍ୟୁରୋ : ୭ବର୍ଷ ତଳର ରହସ୍ୟ ଉପରୁ ଉଠିଲା ପରଦା । ନିଜ ମୁହଁରେ ଅପହରଣର କାହାଣୀ ବଖାଣିଲେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଭିନୀଲ କ୍ରିଷ୍ଣା । କେମିତି ଥିଲା ଅପହରଣର ସେଇ ୯ ଦିନ । ମାଓଗଡ଼ରେ କେମିତି ବିତିଥିଲା ରାତି । ଆଜି କନକ ନ୍ୟୁଜ୍ କନକ୍ଲେଭରେ ପ୍ରଥମ ଥର ପାଇଁ ପୁରା କାହାଣୀ…

ବି.କେ ହରିପ୍ରସାଦ ଗଲେ ଜିତେନ୍ଦ୍ର ସିଂ ଆସିଲେ ! ବଦଳିବ କି ଓଡ଼ିଶା କଂଗ୍ରେସର ଭାଗ୍ୟ ?

କନକ ବ୍ୟୁରୋ : କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଚନ୍ଦ୍ରଶେଖର ସାହୁ ଭଳି ଦଳର ବରିଷ୍ଠ ନେତାମାନେ କଂଗ୍ରେସ ଛାଡୁଥିବାବେଳେ ଆଜି ବଦଳିଛନ୍ତି ରାଜ୍ୟ ପ୍ରଭାରୀ । ଓଡ଼ିଶା ପାଇଁ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର…

ଏପ୍ରିଲ ମାସରୁ ଆରମ୍ଭ ହେବ ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ! ମିଳିବ ଏହି ସବୁ ସେବା ।

ଇଣ୍ଡିଆନ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଏପ୍ରିଲ ମାସରୁ ସାରା ଦେଶରେ କାମ କରିବା ଆରମ୍ଭ କରିବ । ପୋଷ୍ଟ ଅଫିସ ପୂର୍ବରୁ କହିସାରିଛି ଯେ, ପେମେଣ୍ଟସ୍ ବ୍ୟାଙ୍କ ଦ୍ରୁତଗତିରେ ବିସ୍ତାର ହେବାରେ ଲାଗିଛି । ଏପ୍ରିଲ ମାସରୁ ପୁରା ଦେଶରେ ଏହାର ନେଟୱାର୍କ କାମ କରିବା ଆରମ୍ଭ କରିବ । ଇଣ୍ଡିଆନ…

ଭାରତରେ ମୋଦି, ଓଡ଼ିଶାରେ ନବୀନ ! ଇଣ୍ଡିଆନ୍ ଏକ୍ସପ୍ରେସର ଶ୍ରେଷ୍ଠ ଶହେ ଜଣ ପ୍ରଭାବଶାଳୀ ତାଲିକାରେ ୪ ଓଡ଼ିଆ

କନକ ବ୍ୟୁରୋ : ଇଣ୍ଡିଆନ୍ ଏକ୍ସପ୍ରେସ ଦେଶର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀଙ୍କ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ତାଲିକାର ତୃତୀୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଥିବା ବେଳେ ୩୦ ନମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୨…

ରାଜଧାନୀର ଏକ ଆପାଟମେଂଟ୍ ଉପରୁ ଖସିି ଯୁବତୀଙ୍କ ମୃତ୍ୟୁ ! ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ପରିବାର ଲୋକଙ୍କ…

କନକ ବ୍ୟୁରୋ : ଆଜି ରାଜଧାନୀରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚା ଖେଳିଯାଇଥିଲା । ପ୍ରଶ୍ନ ଉଠିଥିଲା, ଯୁବତୀ ଜଣଙ୍କୁ ମାରିଦେଲେ କି ପୁରୁଷବନ୍ଧୁ । ଏଭଳି ଚର୍ଚା ହେବାର କାରଣ ହେଉଛି, ଆଜି ଭୋର୍ ୩ଟାରେ ପଟିଆସ୍ଥିତ ଏକ ଆପାର୍ଟମେଂଟ ବାଲକୋନିରୁ ପଡି ଯୁବତୀଙ୍କର ମୃତ୍ୟୁ ହୋଇଛି…