Daily Archives

March 27, 2018

ବିଧାନସଭାରେ ବିଡମ୍ବନା । ଧାରଣାରେ ବସିଲେ ବିରୋଧୀ ନେତା, ପ୍ରସଙ୍ଗ ଲୋକାୟୁକ୍ତ ନିଯୁକ୍ତି

କନକ ବ୍ୟୁରୋ: ବିଧାନସଭାରେ ପୁଣି ଲୋକପାଳ ତାତି । ଲୋକାୟୁକ୍ତ ବିଲର ସ୍ଥିତି କଣ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ । ବିରୋଧୀଙ୍କ ଏହି ଦାବୀ ଯୋଗୁ ଗୃହ କାର୍ଯ୍ୟ ଅଚଳ । ଗତ କାଲି ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟଙ୍କ ସମାନ ଦାବୀ ଯୋଗୁଁ ଗୃହ ସ୍ୱାଭାବିକ ହୋଇପାରିନଥିଲା । ମଙ୍ଗଳବାର ଗୃହ…

ଆରମ୍ଭ ହେଲା ରତ୍ନଭଣ୍ଡାରରେ ପ୍ରବେଶ ପାଇଁ ପ୍ରସ୍ତୁତି ! ଧୋତି ଗାମୁଛା ପିନ୍ଧି, ମୁଣ୍ଡରେ ଲାଇଟ ଲଗାଇ ଭଣ୍ଡାର ଘରକୁ…

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ ପାଇଁ ହାଇକୋର୍ଟ ଦେଇଥିବା ଅବଧୀ ଆଜି ଶେଷ ହୋଇଛି । କିନ୍ତୁ ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ କରାଯାଇପାରିନାହିଁ । ଗତକାଲି ନାଁକୁ ମାତ୍ର କିଛି ବିଶେଷଜ୍ଞ ଓ କୋର୍ କମିଟି ସଦସ୍ୟ ଭଣ୍ଡାର ଘର ବାହାରୁ ସ୍ଥିତି ଅନୁଧ୍ୟାନ କରି କହିଥିଲେ,…

ପୁନରାବୃତ୍ତି ହେଲା ମହାଭାରତର ଚରିତ୍ର : ଜୁଆ ଖେଳରେ ସ୍ତ୍ରୀକୁ ବାଜି ଲଗାଇଲେ ସ୍ୱାମୀ

ବୁଲନ୍ଦ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ମୋହସିନ ନାମକ ବ୍ୟତ୍ତି ଜୁଆ ଖେଳରେ ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ବାଜି ଲଗାଇ ହାରିଯାଇଛନ୍ତି । ଜୁଆରେ ଜିତିଥିବା ଥିବା ଇମରାନ, ମୋହସିନଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ଆସିବା ପାଇଁ ବାଧ୍ୟ କରିଥିଲେ । ଯେତେବେଳେ…

ଘରେ ବସି ବି ବନାଇ ପାରିବେ ନିଜ ଭୋଟର କାର୍ଡ ! ଜାଣନ୍ତୁ ପୂରା ପ୍ରକ୍ରିୟା

ଯଦି ଆପଣଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି ,ତେବେ ଘରେ ବସି ବି ଆପଣ ଆପଣଙ୍କର ଭୋଟର ଆଇଡ଼ି କାର୍ଡ଼କୁ ତିଆରି କରି ପାରିବେ । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହେବାର ୧ ମାସ ମଧ୍ୟରେ ହିଁ ଆପଣଙ୍କ ପାଖରେ ଯାଇ ଆପଣଙ୍କର Voter ID କାର୍ଡ଼ ପହଞ୍ଚିଯିବ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ ଫଲୋ…

ଡେଭିଡ ଓ୍ଵାର୍ଣ୍ଣରଙ୍କ ପ୍ରତି ବଢୁଛି ଅଡୁଆ ! ହୋଟେଲରୁ ବାହରି ଯିବାକୁ କହିଲେ ସାଥୀ ଖେଳାଳି, ସେପଟେ ଅଷ୍ଟ୍ରେଲିଆ ଟିମର…

ବଲ ଟେମ୍ପରିଂ ମାମଲାରେ ଫସିଥିବା ଡେଭିଡ ଓ୍ଵାର୍ଣ୍ଣରଙ୍କ ପ୍ରତି ଦିନକୁ ଦିନ ଅଡୁଆ ବଢୁଛି । କ୍ରିକେଟ ଅଷ୍ଟ୍ରେଲିଆ ଓ୍ଵାର୍ଣ୍ଣରଙ୍କ କ୍ରିକେଟ୍ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବ କିନ୍ତୁ ଏହା ପୂର୍ବରୁ ଖେଳାଳିଙ୍କ ମଧ୍ୟରେ ଅନେକ ଆଲୋଚନା ହେଉଛି । ରିପୋର୍ଟ ଅନୁସାରେ କେପ୍ଟାଉନ୍ର ଏକ ହୋଟେଲରେ…

ସରକାରଙ୍କ ଅନୁମତି ମିଳିଲେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଯିବ ଏଏସଆଇ ଟିମ ! ଧୋତି ଗାମୁଛା ଓ ମୁଣ୍ଡରେ ଏଲଇଡି ଲାଇଟ ଲଗାଇ…

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଦିନକୁ ଦିନ ବଢ଼ିଚାଲିଛି ରହସ୍ୟ । ରତ୍ନଭଣ୍ଡାର ନେଇ  କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ପୁରୀ ଶ୍ରୀମନ୍ଦିରର ସ୍ଥିତି…