Daily Archives

March 25, 2018

ସହାୟତା ପାଇଁ ଆଗକୁ ଆସିଲେ ଭାଇଜାନ : ପୁଜା ଡଡୱାଲଙ୍କ ସହାୟତା ପାଇଁ ଟିମ୍ ପଠାଇଲେ ସଲମାନ

ଶେଷରେ ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା ସକାଶେ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ । ପୁନେ ଠାରେ ଆୟୋଜନ ହୋଇଥିବା ‘ଦ-ବଙ୍ଗ ଦି ଟୁର’ ପ୍ରେସ କନଫରେନ୍ସରେ ଅତିଥି ହୋଇ ଆସିଥିବା ସଲମାନ ଖାନଙ୍କୁ ଯେତେବେଳେ ପୁଜା ଡଡୱାଲଙ୍କ ବିଷୟରେ ପ୍ରଶ୍ନ କରାଗଲା…

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର ! ୨୫ଟି ଶତାବ୍ଦୀ ଟ୍ରେନର ଭଡା କମାଇବ ରେଳବିଭାଗ

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଶତାବ୍ଦୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡା କମ କରିବାକୁ ଯୋଜନା କରିଛି ରେଳ ମନ୍ତ୍ରଣାଳୟ । ଯେଉଁ ଯାତ୍ରୀ କମ ଦୂରତା ଯିବା ପାଇଁ ଟ୍ରେନ ବଦଳରେ ସଡକ ପଥରେ ଯାତ୍ରା କରୁଛନ୍ତି ସେଭଳି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରେଳବିଭାଗ ଏକ…

ଟ୍ରେନରେ ବାଜିଥାଏ ୧୧ପ୍ରକାର ହର୍ଣ୍ଣ! ଜାଣନ୍ତୁ କେଉଁ ହର୍ଣ୍ଣର କାମ କଣ ।

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରନ୍ତି, ଆପଣ ଶୁଣିଥିବେ କି ଟ୍ରେନରୁ ବାରମ୍ବାର ହର୍ଣ୍ଣ ଶବ୍ଦ ଆସିଥାଏ । ଏହା ସହ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ମଧ୍ୟ ହର୍ଣ୍ଣ ବଜା ଯାଇଥାଏ । କେବେ ଆପଣ ଭାବିଛନ୍ତି ଏପରି ହର୍ଣ୍ଣ କାହିଁକି ବାଜିଥାଏ ? ଯଦି ଜାଣିନାହାଁନ୍ତି , ତେବେ ଆମେ ଆପଣଙ୍କୁ…

ଟମାଟୋର ଲୁଚକାଳି ଖେଳ ! କେବେ ୧୦୦ ତ ପୁଣି କେବେ ୨ । ମୁଣ୍ଡରେ ହାତ ଦେଲେଣି ଚାଷୀ, ବିଲରେ ସଢୁଛି ବିଲାତି

କନକ ବ୍ୟୁରୋ : ଟମାଟୋ କିଲୋପିଛା ଦର କେବେ ୧୦୦ ତ ପୁଣିକେବେ ୨ ଟଙ୍କା । ୮ ମାସରେ ଟମାଟୋକୁ ନେଇ ଯେଉଁ ଉଦବେଗ ଜନକ ଚିତ୍ର ସାମ୍ନାକୁ ଆସିଛି ତାହା ଚାଷୀକୂଳର ଦୁରବସ୍ଥାକୁ ଦର୍ଶାଉଛି । ସମ୍ବଲପୁରରେ ଏବେ ୧ କିଲୋ ଟମାଟୋ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ । ପରିସ୍ଥିତି ଏମିତି ହୋଇଛି ଯେ,…

ନାଲି କାର ଓ ରହସ୍ୟମୟୀ ଯୁବତୀ ! ଭାଇରାଲ ଭିଡ଼ିଓ ଘଟଣାରେ ନୂଆ ମୋଡ

କନକ ବ୍ୟୁରୋ : ରହସ୍ୟ ବଢାଇଲା ନାଲି କାର । ଭାଇରାଲ ଭିଡିଓ ଏବଂ ଉନ୍ମୟ ପାଢୀ ହତ୍ୟା ମାମଲାରେ ଘଟଣାସ୍ଥଳରେ ଥିବା ଗୋଟିଏ ନାଲି କାର ଉପରେ ପୋଲିସ ସନ୍ଦେହ କେନ୍ଦ୍ରୀଭୂତ ହୋଇଛି । ଏପରିକି ସେଠାରେ ଜଣେ ଯୁବତୀଙ୍କୁ ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଶ୍ନ ଉଠୁଛି ଏହି ରହସ୍ୟମୟ ଯୁବତୀ…