Daily Archives

March 21, 2018

ମୁହଁ ଖୋଲିଲେ ପାଟଣାଗଡ ପାର୍ସଲ ବୋମା ପୀଡିତା ! ପୁରୁଣା ପେପରରୁ ଜାଣିଲେ ସ୍ୱାମୀଙ୍କ ମୃତ୍ୟୁ ଖବର, ହସ୍ପିଟାଲ ବେଡରୁ…

କନକ ବ୍ୟୁରୋ : ସ୍ୱାମୀଙ୍କ ମୃତ୍ୟୁର ଖବର ପାଇବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ରୀମା ସାହୁ । ସ୍ୱାମୀ ସୌମ୍ୟଶେଖରଙ୍କ ଗୁଣଙ୍କୁ ପ୍ରଶଂସା କରିବା ସହ ମୃତ୍ୟୁର ଷଡଯନ୍ତ୍ର ରଚିଥିବା ଖଳନାୟକଙ୍କୁ ଧରିବାକୁ ଦାବି…

ଫେସବୁକ୍ ବ୍ୟବହାରକାରୀ ସାବଧାନ! ଆପଣଙ୍କ ଗୁପ୍ତ ତଥ୍ୟ ଚୋରି କରୁଛନ୍ତି ଭାରତର ପ୍ରମୁଖ ରାଜନୈତିକ ଦଳ, ୫ କୋଟି…

କନକ ବ୍ୟୁରୋ : ଆପଣ ବ୍ୟବହାର କରୁଥିବା ଫେସବୁକ୍ ଓ ଏଥିରେ ଆପଣ, ଆପଣଙ୍କ ବିଷୟରେ ଦେଇଥିବା ତଥ୍ୟ ଉପରେ ନଜର ରଖିଛନ୍ତି ଭାରତର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ । ଫେସବୁକରୁ ତଥ୍ୟ ଚୋରିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର…

ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ! ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ

କନକ ବ୍ୟୁରୋ : ଶପଥ ନେଲେ ସତ୍ୟପାଲ । ଓଡିଶାର ନୂଆ ରାଜ୍ୟପାଳ ଭାବେ ଆଜି ସତ୍ୟପାଲ ମଲ୍ଲିକ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ସତ୍ୟପାଲଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀ ମଲିକ ଶପଥ ଗ୍ରହଣ କରିଛନ୍ତି।…

ସେବାୟତଙ୍କ ଅନୁଭବ ଯାତ୍ରା ! ୧୪ ଦିନିଆ ଉତ୍ତର ଭାରତ ଭ୍ରମଣରେ ପୁରୀ ସେବାୟତ

କନକ ବ୍ୟୁରୋ : ଶୃଙ୍ଖଳା ଶିଖିବେ ସେବାୟତ । ଉତର-ଭାରତର ୧୪ ଦିନିଆ ଅନୁଭବ ଯାତ୍ରାରେ ଯାଇଛନ୍ତି ପୁରୀ ସେବାୟତ । ଚତୁର୍ଥ ଥର ପାଇଁ ସେବାୟତ ଏହି ଅନୁଭବ ଯାତ୍ରାରେ ଯାଇଛନ୍ତି । ପୁରୀ ନୀଳାଚଳ ଏକ୍ସପ୍ରେସରେ ଯାଇଛନ୍ତି ୬୪ ସେବାୟତ । ଏମାନଙ୍କ ସହ ଅଛନ୍ତି ୨ ଜଣ ଶ୍ରୀମନ୍ଦିର କର୍ମଚାରୀ । ଏହି…

ବେଙ୍ଗାଲୁରରୁ ଉତ୍ତର କୋରିଆକୁ ବୁକ୍ ହେଲା ଓଲା କ୍ୟାବ । ୧.୪୯ ଲକ୍ଷ ଟଙ୍କାର ଆସିଲା ବିଲ୍ ।

ଇଣ୍ଟରନ୍ୟାସନାଲ ରୋଡ୍ ଟ୍ରିପରେ ଯିବାକୁ କାହାର ବା ଇଚ୍ଛା ନଥାଏ କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଥାଏ ବଜେଟ । କିନ୍ତୁ ଯଦି ଲୋକାଲ କ୍ୟାବ୍ ଆପଣଙ୍କୁ ଏହି ସେବା ଯୋଗାଇ ଦେବ ? ଶୁଣିବାକୁ ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହିଁ ହୋଇଛି ।…

ଓଟିଭିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ନେତା ! ଆଲୋଚନାକୁ ଯିବାକୁ କଲେ ମନା । ଓଟିଭି କହିଲା, ଅଭିଯୋଗ…

କନକ ବ୍ୟୁରୋ : ଓଟିଭିକୁ ବଏକଟ କଲା ବିଜୁ ଜନତା ଦଳ । ଦୀର୍ଘ ଦିନ ଧରି ଓଟିଭି ଓ ବିଜେଡି ଭିତରେ ଲାଗି ରହିଥିବା ଆରୋପ-ପ୍ରତ୍ୟାରୋପ ଭିତରେ ଆଜି ଏଭଳି ଘୋଷଣା କରିଛି ବିଜେଡି । ଓଟିଭି ପ୍ୟାନେଲ ଡିସକସନ ବେଳେ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ଶାସକ ଦଳ । ତେଣୁ ପ୍ୟାନେଲ ଡିସକସନରୁ ନିଜକୁ…