Daily Archives

March 15, 2018

ଗୋବର ଫିଙ୍ଗାଳିଙ୍କୁ ଫୁଲମାଳ ! ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଫିଙ୍ଗିଥିବା ଯୁବକଙ୍କୁ ହିରୋ ଭଳି ସମ୍ବର୍ଦ୍ଧନା ଦେଲେ…

କନକ ବ୍ୟୁରୋ : ଗୋବର ଫିଙ୍ଗିଲେ, ସମ୍ବର୍ଦ୍ଧନା ପାଇଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ୍ ପାଣ୍ଡିଆନଙ୍କ ବାସଭବନରେ ଗୋବର ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ହିରୋ ଭଳି ସମ୍ବର୍ଦ୍ଧନା ଦିଆଯାଇଛି । ଭଙ୍ଗାରୁଜା ଓ ଗୋବର ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ବିଜେପି କର୍ମୀ…

ଭାରତକୁ ଆସିଲା ହୋଣ୍ଡା ଆକ୍ଟିଭା ୫ଜି ! ଷ୍ଟାଇଲିସ ଲୁକ୍ ସାଙ୍ଗକୁ ରହିଛି ଦମଦାର ଫିଚର୍ସ

ଭାରତରେ ଲଞ୍ଚ ହେଲା ହୋଣ୍ଡା ଆକ୍ଟିଭା ୫ଜି । ଏସଟିଡି ଓ ଡିଏଲଏକ୍ସ ଭଳି ଦୁଇଟି ମଡେଲରେ ଆକ୍ଟିଭା ୫ଜିକୁ ଲଞ୍ଚ କରାଯାଇଛି । ଏହି ନୂତନ ହୋଣ୍ଡା ଆକ୍ଟିଭା ୫ଜି ମଡେଲକୁ ପ୍ରଥମେ ଅଟୋ ଏକ୍ସପୋ ୨୦୧୮ ଅବସରରେ ପ୍ରଦର୍ଶିତ କରାଯାଇଥିଲା । ଦିଲ୍ଲୀରେ ଏହାର ଏକ୍ସ ସୋ ରୁମ ମୂଲ୍ୟ ଯଥାକ୍ରମେ ୫୨,୪୬୦ ଓ…

କେମିତି ଅଭିଶପ୍ତ ହେଲି ମୁଁ ! ପଢନ୍ତୁ ମୋ ମା’ର ‘ସ୍ୱାର୍ଥପର’ କାହାଣୀ

କନକ ବ୍ୟୁରୋ : ଜନ୍ମରୁ ବାପା ମା’ କଣ ତାହା ଜାଣିନାହାନ୍ତି । ଛୁଆବେଳୁ ଅନାଥ ଓ ବେସାହାରା ହୋଇପଡିଥିବା ୩ ଛୁଆଙ୍କୁ କୋଳେଇନେଇଛନ୍ତି ଜେଜେମା । କିନ୍ତୁ ଏବେ ଦି ଓଳି ଦି ମୁଠା ଖାଇବାକୁ ଯୋଗଡା କରିବା ପାଇଁ କରିବାକୁ ପଡୁଛି ସଂର୍ଘଷ । ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି । ପାଠପଢା ମଧ୍ୟ…

ଲୁଣି ପାଣି ଉଜାଡି ଦେଲା ୬୦ ଏକର ଫସଲ ! ଭୁଲ କାହାର, କାହିଁକି ଚାଷୀ ହେବ ହନ୍ତସନ୍ତ

କନକ ବ୍ୟୁରୋ :  ଚାଷୀଙ୍କୁ ପ୍ରୋତ୍ସାହାନ ପାଇଁ ସରକାର ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଚାଷ ଜମିରେ ଲୁଣି ପାଣି ମାଡିଯାଇଛି । ଫଳରେ ଏକର ଏକର ଚାଷ ଜମିରେ ଚାଷ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କାମ ଆରମ୍ଭ କରିଥିବା ଚାଷୀଙ୍କୁ ଏବେ…

ଡାକ୍ତର ଛୁଟିରେ ରୋଗୀ ଧାଡିରେ ! ଭଗବାନଙ୍କ ଭରସାରେ ଡାକ୍ତରଖାନା, ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଅଜବ ଚିକିତ୍ସା…

କନକ ବ୍ୟୁରୋ : ଚେୟାର ଫାଙ୍କା ପଡ଼ିଛି । ବାହାରେ ରୋଗୀଙ୍କ ଲମ୍ବା ଧାଡ଼ି । ପଛୁଆ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜୟପୁର ଉପଖଣ୍ଡ ଚିକିତ୍ସାଳୟ । ଗୋଟିଏ ଦିନରେ ସବୁ ଡ଼ାକ୍ତର ଛୁଟିରେ ଯିବାରୁ ରୋଗୀ ହନ୍ତସନ୍ତ ହୋଇଛନ୍ତି । ଜୟପୁର ମେଡ଼ିକାଲରେ ଅଜବ…

‘ତେଜସ’ର ତେଜରେ ଚିହିଁକି ଉଠିବ ପାକିସ୍ତାନ ଓ ଚୀନ୍ ! ଭାରତୀୟ ବାୟୁସେନାରେ ସାମିଲ ହେବ ୩୨୪ଟି ଅତ୍ୟାଧୁନିକ ତେଜସ…

ଦୀର୍ଘ ବର୍ଷ ପରେ ଯୁଦ୍ଧବିମାନ ‘ତେଜସ’କୁ ଭାରତୀୟ ବାୟୁସେନା ନିଜ ଟ୍ରୁପରେ ସାମିଲ କରିବାକୁ ରାଜି ହୋଇଛି । ୩୨୪ଟି ତେଜସ ବିମାନକୁ ସାମିଲ କରିବାକୁ ସ୍ୱୀକୃତି ମିଳିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୨୩ ତେଜସ ସାମିଲ ହେବେ । ଏହାର ବିକାଶ ଓ ଉତ୍ପାଦନ ପାଇଁ ପ୍ରାୟ ୭୫ ହଜାର କୋଟି…