Daily Archives

March 15, 2018

ମିଛ କହିଥିଲେ ବୈଜୟନ୍ତ ! ନିର୍ବାଚନ ସତ୍ୟପାଠରେ ଲୁଚାଇଛନ୍ତି ତଥ୍ୟ, ସାଂସଦଙ୍କୁ କୋର୍ଟକୁ ଟାଣିଲେ ନିର୍ବାଚନମଣ୍ଡଳୀର…

କନକ ବ୍ୟୁରୋ : ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା କୋର୍ଟରେ ମାମଲା ଦାୟର ହୋଇଛି । ପ୍ରାର୍ଥିପତ୍ର ଦାଖଲ ସମୟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ଏହି ମାମଲା ହୋଇଛି । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବୀରେ ରହି କୋଟି କୋଟି ଟଙ୍କା ଦରମା…

ଦୁଃଖ ଆଣିଲା ଜାତିସଂଘର ସୁଖୀ ଦେଶର ତାଲିକା ! ଭାରତୀୟଙ୍କ ଠାରୁ ଅଧିକ ଖୁସିରେ ପାକିସ୍ତାନ, ଜାଣନ୍ତୁ ସୁଖୀ ତାଲିକାରେ…

ବର୍ଷକୁ ବର୍ଷ ଭାରତରେ ହଜିଯାଉଛି ଖୁସି । ଜାତିସଂଘର ଖୁସି ତାଲିକାରେ ୧୫୬ଟି ଦେଶ ମଧ୍ୟରୁ ୧୩୩ ତମ ସ୍ଥାନରେ ରହିଛି ଭାରତ । ଗତବର୍ଷ ତୁଳନାରେ ୧୧ ଟି ଦେଶ ତଳକୁ ଚାଲି ଯାଇଛି । ଆଉ ସବୁଠୁ ଗୁରତ୍ୱପୂର୍ଣ୍ଣ ହେଉଛି ଏହି ରିପୋର୍ଟ ଅନୁସାରେ ଅଭ୍ୟନ୍ତର କନ୍ଦଳରେ ବୁଡ଼ି ରହିଥିବା ପାକିସ୍ତାନର…

ପୋଲିସ ପ୍ରଶ୍ନରେ ଝାଳନାଳ ହେଲେ ରଞ୍ଜିତା ବିଶ୍ୱାଳ! ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ଗୋଟିଏ ଟେବୁଲରେ ସୁଶାନ୍ତ ଧଳସାମନ୍ତ…

କନକ ବ୍ୟୁରୋ : ରିମାଣ୍ଡର ଦ୍ୱିତୀୟ ଦିନରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଓ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ୪ ଘଂଟା ଧରି ମୁହାଁମୁହିଁ ଜେରା କରିଛି ପୋଲିସ । ଗତ ଫେବୃଆରୀ ୨୩ ରେ ହୋଇଥିବା ବିଜନ ପାଲ୍ ଗୁଳିକାଣ୍ଡ ଘଟଣାରେ ଏମାନଙ୍କର ସଂପୃକ୍ତି ନେଇ ପୋଲିସ ପଚରା ଉଚରା କରିଛି ।…

ଜୋର ଧରିଲା ସୁର-ତାରା ଲଢେଇ ! ତାରା କହିଲେ, କଂଗ୍ରେସକୁ ଧ୍ୱଂସ କରୁଛନ୍ତି ସୁର, ଆଗକୁ କଂଗ୍ରେସରେ ହେବ ବଡ ଧରଣର…

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ନୂଆଦିଲ୍ଲୀରେ ବସୁଛି ଏଆଇସିସିର ବୈଠକ । ଏଥିରେ ଯୋଗ ଦେବାକୁ ଆଜି ଅଧିକାଂଶ ରାଜ୍ୟ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । କିନ୍ତୁ ନେତୃତ୍ୱ ବିବାଦ ପିଛା ଛାଡୁନି । ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ପଦରୁ ନହଟାଇଲେ ଦଳ ଛାଡିବେ ବୋଲି କିଛି ବିଧାୟକ ଖୋଲାଖୋଲି…

ଅନ୍ଧାର ରାତିରେ ଅପରାଧ ! ଭୋଟ ପୂର୍ବରୁ କାହିଁକି ଫୁଟିଥିଲା ଗୁଳି

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଦଳ । ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିଛି ଭାରତୀୟ ଜନତା ପାର୍ଟି । ଡ୍ରାଇଭର ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ପୁଲିସ, ସରକାରଙ୍କ…

ଜେଲ ଗଲେ ଜୟନାରାୟଣ ! ତିନି ସପ୍ତାହ ପରେ ଗିରଫ, ତା ପରେ ଜେଲ । ଲାଗିଲା ହତ୍ୟାକାଣ୍ଡର ସଙ୍ଗୀନ ଦଫା, ନବୀନ କହିଲେ, ଆଇନ…

କନକ ବ୍ୟୁରୋ : ବରଗଡ଼ ବନାବିରା ଗୁଳିକାଣ୍ଡ ଘଟଣାରେ ଗିରଫ ହୋଇ ଜେଲ ଗଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର । ଗୁଳିକାଣ୍ଡର ଷଡଯନ୍ତ୍ର ପଛରେ ଜୟନାରାୟଣଙ୍କ ସଂପୃକ୍ତି ଅଭିଯୋଗରେ ଆଜି ପଦମପୁର ପୁଲିସ ତାଙ୍କୁ ସମ୍ବଲପୁରରୁ ଗିରଫ କରିଥିଲା । ଆଉ ଜାମିନ୍ ନାମଞ୍ଜୁର…