Daily Archives

March 14, 2018

ବି ଏବଂ ଓ ବ୍ଲଡ ଗ୍ରୁପର ଶୁଭ ପରିଣୟ : ନିଜ ବିବାହ ଉତ୍ସବରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କଲେ ନବ ଦମ୍ପତି

କନକ ବ୍ୟୁରୋ : ବି ଏବଂ ଓ ବ୍ଲଡ ଗ୍ରୁପର ଶୁଭ ପରିଣୟ । ନିଜ ବିବାହ ଉତ୍ସବରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିଛନ୍ତି କଟକ ନୂଆପଡା ଅଂଚଳର ନବ ଦମ୍ପତି ସାଇପ୍ରକାଶ ଓ ପ୍ରଣତି । ବିବାହ ଉତ୍ସବରେ ଏଭଳି କାର୍ଯ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଏହି ନବଦମ୍ପତି । ବର ଓ…

ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ : ସହରରେ ୧୫ରୁ ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ : ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ । ସମ୍ବଲପୁରର ପେନସନ ପଡା, ମାୟା ବଗିଚା, କୁମ୍ଭାରପଡା ଭଳି ବସ୍ତି ଅଂଚଳରେ ପ୍ରାୟ ୧୫ରୁ ଅଧିକ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ଆଖି ଆଗରେ ରଖି ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।…

ହଳଦିଆ ଦାନ୍ତରୁ ମିଳିବ ଛୁଟକାରା : ଆପଣାନ୍ତୁ ଏହି ଘରୋଇ ଉପଚାର

ଅନେକ ଲୋକଙ୍କ ପାଖରେ ଦାନ୍ତ ସମସ୍ୟା ଦେଖାଯାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଲୋକ ଡାକ୍ତରଙ୍କୁ ପରାମର୍ଶ କରିଥାନ୍ତି । କାରଣ ଦାନ୍ତର ଚମକପଣ ହିଁ ସୁନ୍ଦର ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଅନେକ ସମୟରେ ଦାନ୍ତକୁ ଠିକ ଭାବେ ସଫା ନକରିବା, ଅଧିକ ଚା’, କଫି ପିଇବା,…

ମଦ ପିଉଥିବା ଲୋକଙ୍କ ମୁଣ୍ଡରେ ପଡିଲା ଚଡକ ! ସହଜରେ ମିଳିବନାହିଁ ମାଦକ ଦ୍ରବ୍ୟ, ପିଇବା ପୂର୍ବରୁ ଭାବିବାକୁ ପଡିବ…

ମଦ ପିଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଖରାପ ଖବର । ଯାହାକୁ ଜାଣିବା ପରେ ଆପଣ ମଦ କିଣିବା ପୂର୍ବରୁ ହଜାର ଥର ଚିନ୍ତା କରିବେ । ତେବେ ମାମଲାଟି କଣ ହୋଇପାରେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ । ସୂଚନା ମୁତାବକ, ଆସନ୍ତା ମାସରୁ ମଦର ଦାମ ୧୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଯିବ । ନୂଆ…

ନିରଭଙ୍କ ପରେ ପୁଣି ଥରେ ଠକିଲା ପିଏନବି ? ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଛି ଏହି ସବୁ ଅସୁବିଧା

୧୨,୪୦୦ କୋଟି ଟଙ୍କାର ଠକେଇ ପରେ ସଂଘର୍ଷ କରୁଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ସାମନାରେ ଆଉ ଏକ ବଡ ବିପଦ ମୁଣ୍ଡ ଟେକି ଛିଡା ହୋଇଛି । ବ୍ୟାଙ୍କର ଅନେକ ଏଟିଏମରୁ ଲୋକଙ୍କୁ ଟଙ୍କା ଉଠାଇବାରେ ଅସୁବିଧା ହେଉଛି । ଏହା ବ୍ୟତୀତ ପିଏନବି ବ୍ୟାଙ୍କ ଶାଖା ଗୁଡିକରେ ନେଣଦେଣ ପ୍ରକ୍ରିୟା ସୂଚାରୂ ରୁପେ…

ବିନା ଟଙ୍କାରେ ଘରେ ବସି ଆରମ୍ଭ କରନ୍ତୁ ୫ଟି ବ୍ୟବସାୟ ! ପ୍ରତିମାସ ଆପଣଙ୍କ ପକେଟକୁ ଚାଲି ଆସିବ ୩୦ରୁ ୪୦ ଟଙ୍କା

ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଥିବା ସମସ୍ତ ସାମଗ୍ରୀର ଦରଦାମ ସାଙ୍ଗକୁ କମ ରୋଜଗାରରେ ଘର ଚଳାଇବା କୌଣସି ସହଜ କଥା ନୁହେଁ । ଘର ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କର ପାଠପଢା ବାବଦକୁ ହେଉଥିବା ଖର୍ଚ୍ଚ ପାଇଁ ଅତିରିକ୍ତ ଇନକମ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ତେବେ ଏହାକୁ ଦୃଷ୍ଟିରେ…