Daily Archives

March 11, 2018

୨ ବର୍ଷୀୟ ପୁଅକୁ ଆଇଫୋନ ଧରାଇବା ହେଲା କାଳ : ୪୭ ବର୍ଷ ପାଇଁ ଫୋନ ଲକ !

ଶୀର୍ଷକ ପଢ଼ି ଆଶ୍ଚଯ୍ୟ ହେଉଥିବେ; ମାତ୍ରଏହା ସତ । କୁହାଯାଏ ଅଜ୍ଞାନ ଶିଶୁଙ୍କୁ ସବୁବେଳେ ଫୋନଠୁ ଦୂରେଇ ରଖିବା କଥା । କିନ୍ତୁ ଅନେକ ସମୟରେ ସେମାନଙ୍କ ଜିଦ ସାମନାରେ ଅଭିଭାବକ ଉପାୟଶୂନ୍ୟ ହୋଇ ହାରିଯାଆନ୍ତି । ଆଉ ତା’ପରେ ଯେଉଁ ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ, ତାହା ବେଳେବେଳେ କଳ୍ପନା…

ଶୀଘ୍ର କରନ୍ତୁ, କେବଳ ଆଜି ପାଇଁ ଆମାଜନରେ ଲାଗିଛି ସେଲ : ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଉପରେ କେତେ ରିହାତି ?

ଆମାଜନରେ ୧୧ ମାର୍ଚ୍ଚ ଅର୍ଥାତ କେବଳ ଆଜି ପାଇଁ ଏକ ସେଲ ଆୟୋଜନ କରାଯାଇଛି । ଏଥିରେ ସାଉଣ୍ଡ ୱାନର ସାମଗ୍ରୀ ଉପରେ ବହୁତ ରିହାତି ରହିଛି । ସେଲ ସମୟରେ ଗ୍ରାହକଙ୍କୁ ଇୟରଫୋନ, ହେଡଫୋନ ଓ ବ୍ଲୁ ଟୁଥ ସ୍ପିକର ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏଥିରେ ସବୁଠୁ ବିଶେଷ ସାମଗ୍ରୀ…

ବାଲାଟ ପୂର୍ବରୁ ଚାଲିଲା ବୁଲେଟ ! ବିହାରରେ ଭୋଟକେନ୍ଦ୍ର ନିକଟରେ ଫୁଟିଲା ୧୨ ରାଉଣ୍ଡ ଗୁଳି

ବିହାରରେ ଆଜି ଉପନିର୍ବାଚନ ଚାଲିଥିବା ବେଳେ ଗୁଳିକାଣ୍ଡ ହୋଇଛି । ମତଦାନ ଚାଲିଥିବା ବେଳେ ଜାହାନାବାଦରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଜାହାନାବାଦର ୯୪ ନମ୍ବର ବୁଥରେ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ ହୋଇଛି । ମତଦାନ କେନ୍ଦ୍ର ପାଖରୁ ପ୍ରାୟ ୫୦୦ ମିଟର ଦୂରରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି…

ଡ୍ରାଇଭରରୁ କେମିତି ହେଲେ ଆର୍ମି ଅଫିସର ? : ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଯାତ୍ରା ବିଷୟରେ

ମହାରାଷ୍ଟ୍ର ପୁନେର ଜଣେ ନିବାସୀ ଆର୍ମି ଅଫିସର ରୂପେ ଶୀଘ୍ର ହିଁ ଦେଶର ସେବା କରୁଥିବା ନଜର ଆସିବେ । ସେ ହେଉଛନ୍ତି ଓଲା କ୍ୟାବ ଡ୍ରାଇଭର ଓ ତାଙ୍କ ନାଁ ଓମ ପୈଥାନେ । ଓମ ୧୦ ମାର୍ଚ୍ଚରେ ଚେନ୍ନାଇର ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପାସ ହେବେ ଓ ଦେଶ ସେବାରେ ଯୋଗ ଦେବେ । ଏହି କାହାଣୀକୁ…

ମୋଦି-ନବୀନ କଂଗ୍ରେସ ମହାସମୁଦ୍ରରେ ଲିଭିଯିବେ! ସୁର ମାରିଲେ ତେରଛା ବାଣ

କନକ ବ୍ୟୁରୋ : ଥମୁନି କଂଗ୍ରେସ କନ୍ଦଳ । ପିସିିସି ସଭାପତିଙ୍କ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧୀ ଗ୍ରହଣ ନକରିବା ଏବଂ ଏନେଇ ଶୃଙ୍ଖଳା କମିଟି ଅଧ୍ୟକ୍ଷା ଘୋଷଣା କରିବା ପରେ ଏହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଏନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ।…

ଉଜୁଡ଼ିଗଲା ସଜଡ଼ା କ୍ୟାରିୟର ! ପରକୀୟା ପ୍ରୀତି ଯୋଗୁଁ ସାମିଙ୍କ କ୍ରିକେଟ କ୍ୟାରିୟରରେ ପଡିପାରେ ପୂର୍ଣ୍ଣଛେଦ ?

କ୍ରିକେଟର ମହମ୍ମଦ ସାମିଙ୍କ ଅଡୁଆ ବଢିବାରେ ଲାଗିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଛନ୍ତି ସାମିଙ୍କ ପତ୍ନୀ ହସିନ ଜହାଁ । ସେ କହିଛନ୍ତି ସାମିଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲି । ୪ ଦିନ ଯାଏଁ ସାମିଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଆଉ ଏବେ ପରିସ୍ଥିତି ସୀମା…