Daily Archives

March 8, 2018

ଆଲିଆଙ୍କ ସହ ବ୍ରେକଅପ୍ ପରେ ସିଦ୍ଧାର୍ଥଙ୍କ ଖୁଲାସା ! ନୂଆ ଗର୍ଲଫ୍ରେଣ୍ଡ ଖୋଜୁଛନ୍ତି ଅଭିନେତା

ଗଲଫ୍ରେଣ୍ଡ ଖୋଜୁଛନ୍ତି ବଲିଉଡ଼ର ହ୍ୟାଣ୍ଡସମ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଆଲିଆଙ୍କ ସହ ବ୍ରେକଅପ୍ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ଚୁପ ରହିଲେ ସିଦ୍ଧାର୍ଥ । ବ୍ରେକ ଅପ୍ ନେଇ ମଧ୍ୟ କିଛି ମନ୍ତବ୍ୟ ଦେଲେନି ଏହି ଅଭିନେତା । ହେଲେ ଏବେ ନୂଆ ଗର୍ଲଫ୍ରେଣ୍ଡ ଖୋଜୁଛନ୍ତି ବୋଲି ସଙ୍କେତ…

ଶିଶୁଙ୍କୁ ପାଉଡ଼ର ଲଗାଉଥିଲେ, କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

ସବୁ ବାପା-ମା ତାଙ୍କ ପିଲା ସୁସ୍ଥ ଏବଂ ମଜ୍‌ବୁତ୍‌ ରୁହନ୍ତୁ ବୋଲି ଚାହିଁ ଥାଆନ୍ତି । ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷପ ନେଇ ଥାଆନ୍ତି । କିନ୍ତୁ ସେମାନେ ନେଉଥିବା ପଦକ୍ଷପ ସେମାନଙ୍କ ପିଲା ପାଇଁ କେତେ ଉପକାରୀ ତାହା ସେମାନେ ଜାଣି ନଥାନ୍ତି । ଉଦାହରଣ ସ୍ୱରୁ ଛୋଟ…

‘ହାପି ଫିର ଭାଗ ଯାଏଗି’ ଟିଜର ହେଲା ରିଲିଜ : ଡାଏନାଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ଫିଲ୍ମ ‘କକଟେଲ’ଜରିଆରେ ବଲିଉଡରେ ପାଦ ଥାପିଥିବା ଡାଏନା ପେଣ୍ଟି ଏବେ ଦୁଇଟି ସିନେମାରେ ନୂଆ ରୂପରେ ଆସୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ହାପି ଫିର ଭାଗ ଯାଏଗି’ର ସିକ୍ୱେଲ। ଏଥିରେ ତାଙ୍କ ସହ ସୋନାକ୍ଷୀ ବି ଦେଖିବାକୁ ମିଳିବେ । ‘ହାପି ଭାଗ ଯାଏଗି’ରେ ନିଜର ବାହାଘରରୁ ରକ୍ଷା ପାଇବାଲାଗି…

ଶେଷ ହେଲା ମାଟ୍ରିକା ପରୀକ୍ଷା ! ମାର୍ଚ୍ଚ ୨୦ ତାରିଖରୁ ଖାତା ଦେଖା ଆରମ୍ଭ 

କନକ ବ୍ୟୁରୋ : ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି  । ଚଳିତବର୍ଷ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।   ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ୫୭ଟି ମୂଲ୍ୟାୟନ କେନ୍ଦ୍ରରେ  ୧୩ ହଜାର ୨୮୦ ଜଣ…

ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇ ମହିଳାଙ୍କ ସଫଳତାର କାହାଣୀ ! ଦୁର୍ଯ୍ୟୋଧନ ଭୂମିକା ତୁଲାଇ ନାଁ କରିଛନ୍ତି…

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ…

ମହିଳାଙ୍କ ସୁରକ୍ଷା ମହିଳାଙ୍କ ହାତରେ ! ସ୍ମାର୍ଟଫୋନରେ ଅଛି ସମସ୍ତ ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ଫୋନର…

ବ୍ୟସ୍ତ ବହୁଳ ଜୀବନ ସହିତ ଅସୁରକ୍ଷିତ ପରିବେଶ । କିଛି ଅଘଟଣର ଡର ସବୁବେଳେ ମନରେ ଘର କରିଥାଏ । କିନ୍ତୁ ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୋକଙ୍କ ହାତରେ ରହୁଛି ସ୍ମାର୍ଟ ଫୋନ । ମହିଳାଙ୍କ ସୁରକ୍ଷା ପାଇଁ ବହୁତ ଗେଜେଟସ ଓ ଆପ ଅଛି । ନିତିଦିନିଆ କାମଠୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ, ସବୁ…