Daily Archives

March 8, 2018

ସଚିବାଳୟରେ ମାତିଲେ ମହୁମାଛି ! ଲନରୁ କରିଡର୍ ଚାରିଆଡେ ଖେଳାଇଲେ ଆତଙ୍କ

କନକ ବ୍ୟୁରୋ : ରାଜ୍ୟ ସଚିବାଳୟରେ ମହୁମାଛି ଆତଙ୍କ । ଅଚାନକ୍ ମହୁଫେଣାରୁ ବାହାରି ଆସିଥିବା ମହୁମାଛି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗୋଡ଼ାଇବାରେ ଲାଗିଥିଲେ । ଫଳରେ ଏକ ଧାଁ-ଧୌଡ଼ ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ମହୁମାଛିଙ୍କ କବଳରୁ ବଂଚିବା ପାଇଁ କିଛି ଲୋକ ମୁହଁ ଘୋଡ଼ାଇ ଧାଉଁଥିବାର…

ଭିଜିଲାନ୍ସ ଜାଲରେ ବାଲୁଗାଁ ଏଏସଆଇ ! ଲାଂଚ ନେଉଥିବା ବେଳେ ଗିରଫ କଲା ପୁଲିସ

କନକ ବ୍ୟୁରୋ : ଭିଜିଲାନ୍ସ ହାତରେ ଧରାପଡିଲେ ବାଲୁଗାଁ ଏଏସଆଇ । ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ଗତ ୨୮ ତାରିଖରେ ଟାଙ୍ଗୀ ଅଂଚଳର ଅନୀଲ କୁମାର ବେହେରା ତାଙ୍କ ସାଂଗଙ୍କ ସହ ବାଲୁଗାଁ ଆସୁଥିଲେ । କୁମ୍ଭୀରପଡା ନିକଟରେ ବାଇକ ଆଗକୁ କୁକୁର ପଶିବାରୁ ସେ…

ସ୍ୱାମୀ ବନାରସରେ ସ୍ତ୍ରୀ ବାହାଦେଦୀରେ ! ରାଉରକେଲାରେ ଆଉ ଏକ ବିଚିତ୍ର ବାହାଘର, ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ…

କନକ ବ୍ୟୁରୋ : ରାଉରକେଲାରେ ମତାଲ୍ ବରର କାରନାମା ଆପଣମାନେ ଶୁଣିଥିଲେ । ଆଜି ପୁଣି ଥରେ ସେହି ରାଉରକେଲାରୁ ସାମ୍ନାକୁ ଆସିଛି ପ୍ରେମ ପ୍ରତାରଣା ଓ ବିବାହର ଆଉ ଏକ ଚିତ୍ର । ଏଥର କିନ୍ତୁ ଧୋକା ଦେଇଛନ୍ତି ସ୍ତ୍ରୀ । ସ୍ୱାମୀ ବ୍ୟବସାୟିକ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଥିବା ବେଳେ ଆଉ ଥରେ…

୨୦୧୯ ଆଗରୁ ବିଜେପି ପାଇଁ ବଢୁଛି ଅଡୁଆ ! କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଲେ ଟିଡିପି ସାଂସଦ

କନକ ବ୍ୟୁରୋ : ମୋଦିଙ୍କ ହାତ ଛାଡ଼ିଲେ ଚନ୍ଦ୍ରବାବୁ ନାଇଡୁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ ସୃଷ୍ଟି ହୋଇଛି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାର ରୋକଠୋକ୍ ମନା କରିଦେବା ପରେ, ଏନଡ଼ିଏରୁ ମୁହଁ ଫେରାଇ…

କିଡନାପ ଗ୍ୟାଙ୍ଗର ରାଣୀମହୁମାଛି ! ଗତ ୨୬ ତାରିଖରେ ହୋଇଥିବା ଅପହରଣର ମାଷ୍ଟର ମାଇଣ୍ଡ ଥିଲେ ଜଣେ ଯୁବତୀ, ଠାବ କଲା…

କନକ ବ୍ୟୁରୋ : ଗତ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଂଚଲ୍ୟକର ଅପହରଣ ଘଟଣାରେ ରାଣୀ ମହୁମାଛିଙ୍କ ଭୂମିକା ସାମ୍ନାକୁ ଆସିଛି । ଅପହରଣ କରିଥିବା ୫ଜଣ ଦୁର୍ବୃତ୍ତଙ୍କୁ ପରିଚାଳନା କରୁଥିଲେ ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ-ପୁଲିସ୍ ତାଙ୍କୁ ଠାବ କରି ସାରିଛି ।…

ଜେଲରେ ରହି ଷଡଯନ୍ତ୍ର ରଚିଥିଲେ ଧଳ ସାମନ୍ତ ବ୍ରଦର୍ସ ! ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ଥିଲେ ବିଧାୟକ ଓ ଦୁଇ ଜଣ ପୋଲିସ…

କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ଥିବା ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ରିମାଣ୍ଡରେ ନେବ ପୁଲିସ । ଜାମିନ ନାମଞ୍ଜୁର ହେବା ପରେ ଜେଲରେ ଥିବା ରଂଜିତାଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ଆଉ ରଂଜିତା ବିଶ୍ୱାଳ ଗିରଫ ହେବା ପରେ ସାମ୍ନାକୁ…