Daily Archives

March 5, 2018

ରାଜଧାନୀ ଭୁବନେଶ୍ୱରରେ ମାଓବାଦୀ ନାଁରେ ପୋଷ୍ଟରକୁ ନେଇ ଚର୍ଚ୍ଚା ! ଏମ୍ସ୍ ଡାକ୍ତରୀ ଛାତ୍ରଙ୍କୁ ଅପହରଣ କରିଥିବା ନେଇ…

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲଙ୍କ ନିଖୋଜ୍ ଘଟଣାରେ ଆସିଛି ନୂଆ ମୋଡ଼ । ସିପିଆଇ ମାଓବାଦୀ, ସୋହେଲଙ୍କୁ ଅପହରଣ କରିଥିବା ନେଇ ଆଜି ଏକ ମାଓ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ମାଓ ନେତା ସବ୍ୟସାଚୀଙ୍କୁ ଛାଡ଼ିଲେ, ଅପହୃତ ଛାତ୍ରଙ୍କୁ ହତ୍ୟା…

ବସନ୍ତରେ ଅଗ୍ନିବର୍ଷା ! ଚାରିଆଡେ ଡହ ଡହ ତାତି, ୩୫ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ପାରଦର ସ୍ତର । ଆଜି ଟିଟିଲାଗଡରେ ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ୧୦ରୁ ଅଧିକ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ତାପମାତ୍ରା ରାଜଧାନୀରେ…

ବାହାବେଦୀରୁ ଶିଶୁପାଳ ହୋଇ ଫେରିଲା ମଦୁଆ ବର ! ନିଶାରେ ମତୁଆଲା ବରକୁ ବାହା ହେବାକୁ ମନା କରିଦେଲେ ମଙ୍ଗୁଳା କନ୍ୟା

କନକ ବ୍ୟୁରୋ : ବାହାବେଦୀରୁ ଶିଶୁପାଳ ହୋଇ ଫେରିଲା ମଦୁଆ ବର । ନିଶାରେ ମାତାଲ ବରକୁ ବାହାହେବାକୁ ମନା କରିଦେଲେ ମଙ୍ଗୁଳା କନ୍ୟା । ଏହି ଘଟଣା ଷ୍ଟିଲ୍ ସିଟି ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି । ବାହାହେବାକୁ ଆସିଥିବା ବର ଓ ବରଯାତ୍ରୀମାନେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ବିବାହ ମଣ୍ଡପ…

ବଜାରକୁ ଆସିଲା ଆୟୁର୍ବେଦିକ ଅଣ୍ଡା : ହାଡ ମଜବୁତ କରିବା ସହିତ କର୍କଟ ପରି ମାରାତ୍ମକ ରୋଗରୁ ଦେବ ସୁରକ୍ଷା

ଜଳଖିଆରେ ଅଣ୍ଡାର ସେବନ କଲେ ମିଳୁଥିବା ଫାଇଦା ବିଷୟରେ ଆପଣ ଜାଣିଥିବେ । ଅଣ୍ଡା ଖାଇଲେ ଶରୀରକୁ ବିଭିନ୍ନ ପ୍ରକାରର ଲାଭ ମିଳେ । କିନ୍ତୁ ଆମେ ଯେଉଁ “ଆୟୁର୍ବେଦିକ ଅଣ୍ଡା” ବିଷୟରେ କହୁଛୁ ତାହା ଭବନାତ୍ମକ ନୁହେଁ ବରଂ ସତ୍ୟ ଅଟେ । ଏହି ଅଣ୍ଡାର ମୂଲ୍ୟ ସାଧାରଣ ଅଣ୍ଡା ଠାରୁ ଅଲଗା ।…

ଦେଶର କୃଷକଙ୍କ ହାତରେ ବିଜେପି ଭାଗ୍ୟ ! ବିଜେପିର ଗଣିତ ବିଗାଡ଼ି ପାରନ୍ତି କୃଷକ,ଚିନ୍ତାରେ ମୋଦି ସରକାର

ଦେଶର ରାଜନୀତିରେ ୨୦୧୮ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଚଳିତ ବର୍ଷ ଦେଶରେ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଥିଲା । ଏପଟେ ଦେଶରେ ୨୦ଟି ରାଜ୍ୟରେ ବିଜୟ ହାସଲ କରିଥିବା ବିଜେପି ପାଇଁ ଏବେ ବିଜୟଧାର ବଜାୟ ରଖିବା ଏତେ ସମ୍ଭବ ହେବ ନାହିଁ । ଏହାର ଏକ ମୁଖ୍ୟ…

ପ୍ରେମର ଦାମ୍ ୬ ଲକ୍ଷ : ଭଲପାଇବାକୁ ଭୁଲି ଯିବା ପାଇଁ ପ୍ରେମିକାକୁ ଟଙ୍କା ଯାଚିଲା ଧୋକାବାଜ୍ ପ୍ରେମିକ, ଥାନାରେ…

କନକ ବ୍ୟୁରୋ : ବିଶ୍ୱାସ, ଭଲପାଇବା ଓ  ପ୍ରେମର ଦାମ୍ ୬ ଲକ୍ଷ । ଏକାଠି ରହିବାର ପ୍ରତିଶ୍ରୁକୁ ଭୁଲିଯାଇ ଜୀବନରୁ  ଦୂରେଇ ଯିବା ପାଇଁ ପ୍ରେମିକାକୁ ପାଉଣା ଯାଚିଲା ବିଶ୍ୱାସଘାତ ପ୍ରେମିକ । ଭଲପାଇବାକୁ ଭୁଲି ଯିବା ପାଇଁ ପ୍ରେମିକାକୁ ଟଙ୍କା ଯାଚିଲା ଧୋକାବାଜ୍ ପ୍ରେମିକ । ଏଭଳି ଘଟଣା…